Browsing Category

ଓଡିଶା

ସୁନ୍ଦରଗଡ଼: ବାଲି ମାଫିଆ ଙ୍କ ପୋଲିସ୍ ଉପରେ ଆକ୍ରମଣ।। ୩ ବାଲି ବୋଝେଇ ଟ୍ରାକ୍ଟର ଛଡ଼ାଇ ନେଲେ।

ଖଣି ଅଧିକାରୀ ଓ ପୁଲିସ କୁ ବାଲି ମାଫିଆ ଙ୍କ ଆକ୍ରମଣ ସୁନ୍ଦରଗଡ଼:୩/୫(ସତ୍ୟାନ୍ୟୁଜ) ଖଣି ଅଧିକାରୀ ଏବଂ ପୁଲିସ କୁ ବାଲି ମାଫିଆ ଙ୍କ ମାଡ଼ ମାରିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଟାଉନ ଥାନା ଅମଲିପାଲି ବାଲି ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ପହଞ୍ଚି ଥିଲେ। ଏତିକି
Read More...

ଢେଙ୍କାନାଳ : ଆମ୍ବ ଖାଇବାରୁ ହାତୀ କୁ ମାରି ଦେଲେ।। ବିଦ୍ୟୁତ୍ କରେଣ୍ଟ ଦେଇ ମାରିଦେଲେ ଫାର୍ମ ହାଉସ୍ ମାଲିକ।। ୩ ଗିରଫ…

ଢେଙ୍କାନାଳ:୨/୫(ସତ୍ୟାନ୍ୟୁଜ) ଆମ୍ବ ଖାଇବାରୁ ହାତୀ କୁ ମାରିଦେଲେ ଫାର୍ମ ହାଉସ ମାଲିକ। ଅତି ନିର୍ଦ୍ଦୟ ଭାବେ ବିଦ୍ୟୁତ୍ କରେଣ୍ଟ ଦେଇ ମାରି ଦେବା ପରେ ଫାର୍ମ ହାଉସ୍ ରେ ପୋତି ଦେଇ ଥିଲେ। ତିନି ଦିନ ପରେ ଖବର ପାଇ ବନ ବିଭାଗ ଚଢ଼ାଉ କରି ଫାର୍ମ ହାଉସ୍ ମାଲିକ ଙ୍କ ସହ ୩ ଜଣଙ୍କୁ ଗିରଫ
Read More...

ସୁନ୍ଦରଗଡ଼ : ଦୁର୍ଘଟଣା ପରେ ଜଳିଗଲା କାର।। ଡ୍ରାଇଭର ଙ୍କ ମୃତ୍ୟୁ।। ଗତକାଲି ରାତି ଘଟଣା।

ସୁନ୍ଦରଗଡ଼:୧/୫(ସତ୍ୟାନ୍ୟୁଜ) ଗତକାଲି ରାତିରେ ସୁନ୍ଦରଗଡରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଦୃତ ଗତିରେ ଆସୁଥିବା ଏକ କାର ଡିଭାଇଡର୍ ରେ ପିଟି ହୋଇ ନିଆଁ ଲାଗି ଯିବାରୁ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇ ଯାଇଛି। ଦୂର୍ଘଟଣା ପରେ ଗାଡ଼ି ଭିତରେ ଫସି ଯାଇଥିଲେ ଚାଳକ। ଜଳି ଯାଉ ଥିବା କାର ରୁ
Read More...

ସୁନ୍ଦରଗଡ଼: ଜୁଆ ଖେଳୁ ଥିବାବେଳେ ୨୬ ଗିରଫ।। ୧୧ ଲକ୍ଷ ଟଙ୍କା ଜବତ। ୯ ବାଇକ୍ , ୩ କାର ମଧ୍ୟ ଜବତ।

ସୁନ୍ଦରଗଡ଼:୧/୬(ସତ୍ୟାନ୍ୟୁଜ)ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଜାମଝରିଆ ଜଙ୍ଗଲ ରେ ଏକ ବଡ ଧରଣ ର ଜୁଆ ଆଡ୍ଡା ଉପରେ ପୁଲିସ ଗତ ରାତିରେ ଚଢ଼ଉ କରିଛି । ଏହି ଚଢାଉରେ ପୋଲିସ୍ ୨୬ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ନଗଦ ୧୧ ଲକ୍ଷ ୧୬ ହଜାର ୯ ଶହ ଟଙ୍କା ଜବତ କରିଛି। ଏହା ସହ ୯ ଟି ବାଇକ, ୩ ଟି
Read More...

ବଣାଇ : ପାଞ୍ଚ ଦିନ ପରେ ପହଞ୍ଚିଲେ ଓଡ଼୍ରାଫ୍ ଟିମ୍।। ରାସ୍ତା ସଫା କରିବା କାମ ଆରମ୍ଭ।। ଏପର୍ଯ୍ୟନ୍ତ ବହୁ ଅଞ୍ଚଳ କୁ…

ବଣାଇ : ୩୧/୫(ସତ୍ୟାନ୍ୟୁଜ) କାଳବୈଶାଖୀ ଝଡ଼ରେ ହୋଇ ଥିବା କ୍ଷୟକ୍ଷତି ଯୋଗୁଁ ୫ ଦିନ ହେଲା ଘାଣ୍ଟି ହେଉଛନ୍ତି ବଣାଇ ବାସୀ। କେବଳ ବଣାଇ ନୁହେଁ ଆଖପାଖ ଗାଁ ଲୋକଙ୍କ ଦୁର୍ଦ୍ଦଶା ଏପର୍ଯ୍ୟନ୍ତ ଯାଇନାହିଁ। ରାସ୍ତା ଉପରେ ଗଛ ପଡ଼ି ରହିଛି। ବହୁ ଅଞ୍ଚଳକୁ ବିଦ୍ୟୁତ୍ ଲାଇନ୍ ଏପର୍ଯ୍ୟନ୍ତ ଆସି
Read More...

ରାଜଗାଙ୍ଗପୁର : ସହରରେ ଡକାୟତି ଯୋଜନା ପଣ୍ଡ କଲା ପୋଲିସ।। ୬ ଗିରଫ।। ପିସ୍ତଲ୍, ଖଣ୍ଡା , ଛୁରୀ ଆଦି ଜବତ।

ରାଜଗାଙ୍ଗପୁରରେ ବଡ଼ ଡକାୟତି ଯୋଜନା ପଣ୍ଡ, ୬ ଜଣ ଗିରଫ, ବନ୍ଧୁକ ସହ ମାରଣାସ୍ତ୍ର ଜବତରାଜଗାଙ୍ଗପୁର: ୩୧/୫(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୁଲିସ ଏକ ବଡ଼ ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି। କୁନମୁରୁ ପେଟ୍ରୋଲ ପମ୍ପ ନିକଟରେ ଡକାୟତି ପାଇଁ ପ୍ରସ୍ତୁତି
Read More...

ସୁନ୍ଦରଗଡ଼ : ଆଇ ପି ଏଲ ରାକେଟ୍ ର ଦୁଇ ସଦସ୍ୟ ଗିରଫ।। ୩ ଲକ୍ଷ ୯୫ ହଜାର ସହ କାର ଜବତ ।

ସୁନ୍ଦରଗଡ଼:୨୮/୫(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ହାତିବାରି ଥାନା ପୋଲିସ ଏକ ଆଇପିଏଲ୍ ବେଟିଂ ରାକେଟ ର ପର୍ଦ୍ଦାଫାସ କରିଛି। ବିଶେଷ ସୁତ୍ରରୁ ସୂଚନା ପାଇ ପୋଲିସ୍ ଆଜି ଚଢାଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ୩ ଲକ୍ଷ ୯୫ ହଜାର ଟଙ୍କା , ଗୋଟିଏ କାର , ମୋବାଇଲ୍ ଫୋନ୍ ,
Read More...

ରାଉରକେଲା: କାଳବୈଶାଖୀ ଝଡ଼ରେ ବ୍ୟାପକ କ୍ଷୟକ୍ଷତି।। ଭାଙ୍ଗିଲା ଗଛ।। ଗାଡ଼ି , ଘର କ୍ଷତି ଗ୍ରସ୍ତ।

ରାଉରକେଲା:୨୭/୫(ସତ୍ୟା ନ୍ୟୁଜ) ସୋମବାର ରାଉରକେଲା ରେ ହୋଇଥିବା କାଳବୈଶାଖୀ ଝଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବୁଧବାର ଅପରାହ୍ନରେ କାଳବୈଶାଖୀ ଝଡ଼ରେ ମଧ୍ୟ ଗାଡ଼ି , ଘର ଆଦି କ୍ଷତିଗ୍ରସ୍ତ ହୋଇଛି। ରାଉରକେଲା ପାୱାର ହାଉସ୍ ରୋଡ ନିର୍ମଳ ମାର୍କେଟ ରେ ଗଛ ଉପୁଡ଼ି ପଡ଼ିବାରୁ କେତେ
Read More...

ସୁନ୍ଦରଗଡ଼ : କାମ ଦେବାକୁ କନିଷ୍ଠ ଯନ୍ତ୍ରୀ ନେଉଥିଲେ ୫ ହଜାର ଲାଞ୍ଚ।। ମାଡି ବସିଲା ଭିଜିଲାନ୍ସ ଟିମ୍।

ଭିଜିଲାନ୍ସ ଜାଲରେ ଇଞ୍ଜିନିୟର। ସୁନ୍ଦରଗଡ଼ରେ ଲାଞ୍ଚ ନେଇ ଧରାପଡିଲେ ଜାତୀୟ ସ୍ବାସ୍ଥ୍ୟ ମିଶନ କନିଷ୍ଠ ଯନ୍ତ୍ରୀ ।ସୁନ୍ଦରଗଡ଼:୨୭/୫(ସତ୍ୟାନ୍ୟୁଜ) ଲାଞ୍ଚ ନେଇ ଧରାପଡିଲେ ସୁନ୍ଦରଗଡ଼ ଜାତୀୟ ସ୍ବାସ୍ଥ୍ୟ ମିଶନ କନିଷ୍ଠ ଯନ୍ତ୍ରୀ ସୁମନ୍ତ ନାୟକ । ଆଜି ଜଣେ ଠିକାଦାର ଙ୍କୁ କାମ ଦେବାକୁ କହି୫
Read More...

ରାଉରକେଲା : ପୁଣି ବଢିଲା ପେଟ୍ରୋଲ , ଡିଜେଲ୍ ଦର।। ୧୧ ଦିନରେ ୪ର୍ଥ ଥର ପାଇଁ ବୃଦ୍ଧି।

ରାଉରକେଲା:୨୫/୫(ସତ୍ୟାନ୍ୟୁଜ) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର। ୧୧ ଦିନରେ ୪ର୍ଥ ଥର ବୃଦ୍ଧି।ଦେଶରେ ପୁଣି ଥରେ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ। ଆଜି ପେଟ୍ରୋଲ ଲିଟର ପିଛା ୨.୬୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୨.୭୧ ଟଙ୍କା ବୃଦ୍ଧି ପାଇଛି। ଏହା ସହିତ ଗତ ୧୧ ଦିନ ମଧ୍ୟରେ ଚତୁର୍ଥ
Read More...