Browsing Category

ଓଡିଶା

ରାଉରକେଲା : ଚୋରି ସୁନା ଗହଣା କିଣିବା ଅଭିଯୋଗରେ ଅଳଙ୍କାର ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ।। ଲକ୍ଷାଧିକ ଟଙ୍କାର ସୁନା…

ରାଉରକେଲା:୧୩/୭(ସତ୍ୟାନ୍ୟୂଜ୍) ଚୋରା ସୁନା ଗହଣା କିଣିବା ଅଭିଯୋଗରେ ପୋଲିସ ଜଣେ ଅଳଙ୍କାର ବ୍ୟବସାୟୀଙ୍କୁ ଗିରଫ କରିଛି। ପେଶାଦାର ଚୋରଙ୍କ ଠାରୁ କମ୍ ମୂଲ୍ୟରେ ଦାମୀ ସୁନା ଅଳଙ୍କାର କିଣିଥିବା ଅଭିଯୋଗରେ ରାଉରକେଲା ୭ ନମ୍ୱର୍ ସେକ୍ଟର ଥାନା ପୋଲିସ୍ ଦୟାନନ୍ଦ ନଗର ବିଶ୍ଵକର୍ମା ବିହାର ର
Read More...

ବାଲେଶ୍ଵର : ଏଫ୍ ଏମ୍ କଲେଜ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ।। କଲେଜ୍ ସାମ୍ନା ରେ ଦେହରେ ନିଆଁ ଲଗାଇ ଦେଲେ।।…

ବାଲେଶ୍ଵର:୧୨/୭(ସତ୍ୟାନ୍ୟୂଜ୍) ବାଲେଶ୍ବର ଫକୀରମୋହନ କଲେଜରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। କଲେଜର ଜଣେ ଛାତ୍ରୀ କଲେଜ ଗେଟ ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ କୁ ନିଆ ଯାଇଥିଲା। ପରେ ଅବସ୍ଥା
Read More...

ରାଉରକେଲା : ରାଉରକେଲା ପୋଲିସର ସ୍ମାର୍ଟ ଇ-ବିଟ୍ ପେଟ୍ରୋଲିଂ ପ୍ରକଳ୍ପ ଆରମ୍ଭ।। ୧୨ ଟି ଥାନାର ବିଭିନ୍ନ ସମ୍ବେଦନଶୀଳ…

ରାଉରକେଲା:୧୨/୭(ସତ୍ୟାନ୍ୟୂଜ୍) ଜନସାଧାରଣଙ୍କ ସୁରକ୍ଷା ତଥା ସହରାଞ୍ଚଳ ପୋଲିସର ଆଧୁନୀକରଣ ବ୍ୟବସ୍ଥା ବୃଦ୍ଧି ଲକ୍ଷ୍ୟରେ ଆଜି ରାଉରକେଲା ପୋଲିସ ' ସ୍ମାର୍ଟ ଇ - ବିଟ୍ ପେଟ୍ରୋଲିଂ ' ପ୍ରକଳ୍ପ ଆରମ୍ଭ କରିଛି। ଭବିଷ୍ୟତରେ ଏହା ଏକ ସ୍ମାର୍ଟ , ଦକ୍ଷ ଏବଂ ଦାୟିତ୍ଵପୂର୍ଣ ପୋଲିସ୍ ବ୍ୟବସ୍ଥା
Read More...

ବଣାଇ : ଟାଙ୍କିରେ ନାହିଁ ତେଲ।। ଚାଲି ପାରୁ ନାହିଁ ପାୱାର ଟିଲର୍।।ଚାଷ କାମ ପ୍ରଭାବିତ।

ବଣାଇ : ୧୨/୭(ସତ୍ୟାନ୍ୟୂଜ୍) ରାଜ୍ୟରେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ତେଲ ଟ୍ୟାଙ୍କର ଆସୁ ପାରୁନି। ଫଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନ ସେବା ପ୍ରଭାବିତ ହୋଇଥିବା ବେଳେ ଚାଷୀ ମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି। ବଣାଇ ର ବିଭିନ୍ନ ଟାଙ୍କିରେ ଡିଜେଲ ନାହିଁ।
Read More...

ରାଉରକେଲା : ତିନିଦିନ ପରେ ରାଉରକେଲାରୁ ବସ୍ ସେବା ଆରମ୍ଭ।। ପେଟ୍ରୋଲ ସଙ୍କଟ ଦୂର ହୋଇଥିବା ବେଳେ ରନ୍ଧନ ଗ୍ୟାସ୍ ସଙ୍କଟ…

ରାଉରକେଲା:୧୧/୭(ସତ୍ୟାନ୍ୟୂଜ୍) ବିଭିନ୍ନ ଦାବି ନେଇ ଡ୍ରାଇଭର ସଂଘର ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି। ଆନ୍ଦୋଳନର ପ୍ରଭାବରେ ୩ ଦିନ ହେଲା ରାଉରକେଲାରେ ଲାଗି ରହିଥିବା ପରିବହନ ସମସ୍ୟା କେତେକାଂଶ ରେ ଦୂର ହୋଇଛି। ତିନି ଦିନ ହେଲା ବନ୍ଦ ଥିବା ବସ୍ ସେବା ଆଜି ଆରମ୍ଭ ହୋଇ
Read More...

ରାଉରକେଲା : ହୋମଗାର୍ଡ ଚାକିରି ପାଇଁ ବେ ଟେକ୍ , ଏମ୍ ବି ଏ , ଡିପ୍ଲୋମା କାଣ୍ଡିଡେଟ୍ ଲାଇନ୍ ରେ।। ସୂଚାଇ ଦେଉଛି ଉଚ୍ଚ…

ରାଉରକେଲା:୧୧/୭(ସତ୍ୟାନ୍ୟୂଜ୍) ରାଉରକେଲା ପୋଲିସ ଜିଲ୍ଲାରେ ହୋମ୍ ଗାର୍ଡ ରେ ଚାକିରୀ ପାଇଁ ପୋଷ୍ଟ ଅଛି ୧୦୭। ଜୁନ୍ ୯ ରେ ପରୀକ୍ଷା ଦେଇଥିଲେ ୯ ହଜାର। ଶିକ୍ଷାଗତ ଯୋଗ୍ୟତା ସାଧାରଣ ଗୃହରକ୍ଷୀ ପାଇଁ ପଞ୍ଚମ ପାସ୍ ହୋଇଥିବା ବେଳେ ଉଚ୍ଚ ଶିକ୍ଷିତ ମାନେ ପରୀକ୍ଷାରେ ଭାଗ ନେଇଥିଲେ। ଶର୍ଟ ଲିଷ୍ଟ
Read More...

ରାଉରକେଲା : ସହରରେ ରନ୍ଧନ ଗ୍ୟାସ୍ ର ଅଭାବ ଦେଖା ଗଲାଣି।। ପ୍ରତି ଦିନ ଆବଶ୍ୟକ ୩ ହଜାର ସିଲିଣ୍ଡର୍। ଡ଼୍ରାଇଭରଙ୍କ…

ରାଉରକେଲା:୧୧/୭(ସତ୍ୟାନ୍ୟୂଜ୍) ରାଜ୍ୟରେ ଡ୍ରାଇଭରଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚି ଥିବା ବେଳେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଅଭାବ ପରିଲକ୍ଷିତ ହେଲାଣି। ଗତକାଲି ଠାରୁ ରାଉରକେଲା ସହରରେ ପେଟ୍ରୋଲ ଏବଂ ଡିଜେଲ ର ଅଭାବ ଦେଖା ଦେଇଥିବା ବେଳେ ଏବେ ରନ୍ଧନ ଗ୍ୟାସ୍ ଯୋଗାଣ ଉପରେ
Read More...

ରାଉରକେଲା : ବିଭିନ୍ନ ସମସ୍ୟା ବାବଦରେ ଡି ଆର୍ ଏମ୍ ଙ୍କ ସହ ଆଲୋଚନା କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ।।…

ରାଉରକେଲା:୧୦/୭(ସତ୍ୟାନ୍ୟୂଜ୍) ରାଉରକେଲା ରେଲୱେ ଷ୍ଟେସନର ଉନ୍ନତିକରଣ , ବନ୍ଧମୁଣ୍ଡା ଅଞ୍ଚଳର ସମସ୍ୟା ତଥା ରେଲୱେ କଲୋନୀରେ ପାଣି ପଶିବା ସମସ୍ୟା ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ। ଏହି ସବୁ ଅଞ୍ଚଳ ରେଳ ବିଭାଗ ଅଧିନରେ ଆସୁଛି। ତେଣୁ ଏ ବାବଦରେ
Read More...

ରାଉରକେଲା : ୬ ବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିବା ସି ସି ଟିଭି କ୍ୟାମେରା ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ଆଶା।।…

ରାଉରକେଲା:୧୦/୭(ସତ୍ୟାନ୍ୟୂଜ୍) ଯେ କୌଣସି ବଡ଼ ସହରରେ ଟ୍ରାଫିକ ବ୍ୟବସ୍ଥା ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ସିସି ଟିଭି କ୍ୟାମେରା ସିଷ୍ଟମ୍ ର ନିହାତି ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ୧୦୬ କୋଟି ଟଙ୍କା ଅର୍ଥ ବିନିମୟରେ ସହରରେ ଆରମ୍ଭ କରାଯାଇଥିଲା ସିସି ଟିଭି କ୍ୟାମେରା ପ୍ରକଳ୍ପ।
Read More...

ରାଉରକେଲା : ୬ ବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିବା ସି ସି ଟିଭି କ୍ୟାମେରା ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ଆଶା।।…

୬ ବର୍ଷ ପରେ କାର୍ଯ୍ୟକ୍ଷମ ହେବ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ୧୧୦ଟି ସ୍ଥାନରେ ଲାଗିଛି ୫୭୫ କ୍ୟାମେରା ଖର୍ଚ୍ଚ ହୋଇଛି ୧୦୬ ​କୋଟି-ଯାଞ୍ଚ କରୁଛି ଭିଏଲ୍‌ଏଲ୍‌ ଟେକ୍ନିକାଲ ଟିମ୍‌ରାଉରକେଲା:୧୦/୭(ସତ୍ୟାନ୍ୟୂଜ୍) ଯେ କୌଣସି ବଡ଼ ସହରରେ ଟ୍ରାଫିକ ବ୍ୟବସ୍ଥା ଏବଂ ଅପରାଧ ନିୟନ୍ତ୍ରଣ
Read More...