Browsing Category
ଓଡିଶା
ରାଉରକେଲା ମହାନଗର ନିଗମ ପକ୍ଷରୁ ୬୯ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ
-କୋଭିଡ୍ ଯୋଦ୍ଧା ଓ ଆର୍ଏମ୍ସି କର୍ମଚାରୀଙ୍କୁ ସମ୍ବର୍ଦ୍ଧନା-କୋଭିଡ୍ ହେଲ୍ପଲାଇନ୍ ହେଲା ରାଉରକେଲା ହେଲ୍ପଲାଇନ୍
ରାଉରକେଲା, ୩୧ ଅଗଷ୍ଟ ୨୦୨୧: ରାଉରକେଲା ମହାନଗର ନିଗମ ପକ୍ଷରୁ ଆଜି ୬୯ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି। ଏହି ଅବସରରେ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଷ୍ଟେସନ!-->!-->!-->…
Read More...
Read More...
ମାନସଙ୍କୁ ସୁରକ୍ଷା ଦେଉଛି କିଏ?
ଖୋର୍ଦ୍ଧା : ବହୁ ଅଭିଯୋଗ, ଥାନାରେ ଏକାଧିକ ଏତଲା ଓ ଅନେକ ତଥ୍ୟ ପ୍ରମାଣ ଥାଇ ବି ମାନବବାଦୀ ସଂଗଠନର ମୁଖିଆ ଓରଫ ଓକିଲ ବାବୁ ଓରଫ ଗୁରୁଜୀ ମାନସ ଦାସଙ୍କୁ ପୁଲିସ ଏପର୍ଯ୍ୟନ୍ତ ଗିରଫ କରିନାହିଁ। ଗତ ଦଶନ୍ଧି ଧରି ମାନସଙ୍କ ସଂଗଠନ ମାନବସେବା ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ଆକ୍ରମଣ!-->…
Read More...
Read More...
ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପ୍ରସଙ୍ଗ: ରାଜ୍ୟପାଳଙ୍କ ଚିଠିକୁ ବି ଚାପିଦେଲେ
ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଉଦ୍ବେଗଜନକ ସ୍ଥିତିକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଭକ୍ତ ମହଲ ରତ୍ନଭଣ୍ଡାରର ଭଗ୍ନ ଅବସ୍ଥା ଓ ଏହା ଭିତରେ ରହିଥିବା ରତ୍ନ ଅଳଙ୍କାର ସ୍ଥିତି ଜାଣିବାକୁ ଇଚ୍ଛା ପ୍ରକାଶ କଲେଣି। ସତରେ ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାର ଅଛି ତ, ଭକ୍ତଙ୍କ!-->…
Read More...
Read More...
ଏମ୍ସରେ ଶିଶୁକନ୍ୟାକୁ ଏକ୍ମୋ ଚିକିତ୍ସା
ଭୁବନେଶ୍ବର : ଏମ୍ସରେ ଆରମ୍ଭ ହୋଇଛି ଏକମୋ ଚିକିତ୍ସା। ଲଙ୍ଗ୍ସ ଲାଭେଜ (ଫୁସ୍ଫୁସ୍) ରୋଗରେ ପୀଡ଼ିତ ଢେଙ୍କାନାଳର ସୁନୀଲ ସାହୁଙ୍କ ୧୧ ମାସର ଶିଶୁ କନ୍ୟା ଅର୍ପିତା ପ୍ରିୟଦର୍ଶିନୀଙ୍କ ଶରୀରରେ ଏହି ଏକ୍ମୋ ବା କୃତ୍ରିମ ଫୁସ୍ଫୁସ୍ ଲଗାଯାଇ ଚିକିତ୍ସା ଆରମ୍ଭ ହୋଇଛି। ଏମ୍ସର ସ୍ବତନ୍ତ୍ର!-->…
Read More...
Read More...
ଆସୁଛି ନୂଆଁଖାଇ, ଗାଁ ଗାଁରେ ବୁଲିଲେଣି ଦାଦନ ଦଲାଲ
ସୋନପୁର : ରାଜ୍ୟରେ ୧୧ ଜିଲ୍ଲା ଦାଦନପ୍ରବଣ। ଏହା ମଧ୍ୟରେ ରହିଛି ସୁବର୍ଣ୍ଣପୁର। ଜିଲ୍ଲାରେ ଗରିବଙ୍କ ପାଇଁ ଥିବା ସରକାରୀ ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ନହେବା ଦାଦନ ଶ୍ରମିକ ବୃଦ୍ଧିର କାରଣ ହୋଇଛି। ଆଗକୁ ନୂଆଁଖାଇ ଆସୁଛି। ଏହାକୁ ଦେଖି ଗାଁ ଗାଁରେ ସକ୍ରିୟ ହେଲେଣି ଦଲାଲ।!-->…
Read More...
Read More...
ଆଜିଠୁ ଭୁବନେଶ୍ବରରେ ସେରୋ ସର୍ଭେ
ଭୁବନେଶ୍ବର : ଆଜିଠାରୁ ଭୁବନେଶ୍ବରରେ ସେରୋସର୍ଭେ ଆରମ୍ଭ ହେବାକୁ ଯାଉଛି। ଦୁଇ ଦିନ ଧରି ହେବାକୁ ଥିବା ଏହି ସର୍ଭେ ପାଇଁ ବିଭିନ୍ନ ବୟସର ୨ଶହ ଜଣଙ୍କୁ ଏଥିରେ ସାମିଲ କରାଯିବାକୁ ଯୋଜନା ହୋଇଛି। ବିଏମ୍ସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ୮,୧୫, ୩୨, ୪୧ ଓ ୬୩ ୱାର୍ଡରେ!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ରେ ଆରମ୍ଭ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ରେ ନିମ୍ନମାନର ସାମଗ୍ରୀ ବ୍ୟବହୃତ…
ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ରେ ଆରମ୍ଭ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ରେ ନିମ୍ନମାନର ସାମଗ୍ରୀ ବ୍ୟବହୃତ ହେଉଥିବା ଅଭିଯୋଗ କରିଛନ୍ତି ବିରମିତ୍ରପୁର ବିଧାୟକ ଶଙ୍କର ଓରାମ । ଲକ୍ଷ ଲକ୍ଷ ଟଙ୍କାର କାମ ବିନା ଟେଣ୍ଡର ରେ ବିଭାଗୀ ଯନ୍ତ୍ରୀ ଙ୍କ ନାମରେ କରାଯାଇ ସରକାରୀ ଅର୍ଥର ଅପବ୍ୟୟ!-->…
Read More...
Read More...
ବିମାନ ବନ୍ଦର , ରେଳ ଷ୍ଟେସନ , highway ଆଦି କେତେକ ସେବା କାରୀ ସଂସ୍ଥା କୁ କେନ୍ଦ୍ର ସରକାର
ବିମାନ ବନ୍ଦର , ରେଳ ଷ୍ଟେସନ , highway ଆଦି କେତେକ ସେବା କାରୀ ସଂସ୍ଥା କୁ କେନ୍ଦ୍ର ସରକାର ଘରୋଇ କଂପାନୀ ଙ୍କୁ ଅର୍ଥ ବିନିମୟରେ ଲିଜ ଦେବା ପ୍ରସ୍ତାବକୁ କଂଗ୍ରେସ ଦଳ ବିରୋଧ କରିଛି । ଗୁରୁବାର ଦିନ ରାଉରକେଲା ରେ ଯୁବ କଂଗ୍ରେସ ତରଫରୁ ଏକ ପ୍ରତିବାଦ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା!-->…
Read More...
Read More...