Browsing Category
ଓଡିଶା
ରାଉରକେଲା : ବ୍ରାହ୍ମଣୀ ନଦୀରେ ଭାସି ଯାଇ ଯୁବକ ନିଖୋଜ।। ଫାୟାର ଏବଂ ଓଡ୍ରାଫ୍ ଟିମ୍ ର ଉଦ୍ଧାର କାର୍ଯ୍ୟ ଜାରି।
ରାଉରକେଲା:୨୪/୯(ସତ୍ୟାନ୍ୟୁଜ) ରାଉରକେଲା ବେଦବ୍ୟାସ ଘାଟ ବ୍ରାହ୍ମଣୀ ନଦୀରେ ଗତକାଲି ଠାରୁ ଭାସି ଯାଇ ଥିବା ଯୁବକଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ। ନିଖୋଜ ଯୁବକଙ୍କୁ ଗତକାଲି ଫାୟାର ଏବଂ ଓଡ୍ରାଫ୍ ଟିମ୍ ଖୋଜିଥିଲେ ମଧ୍ୟ ଉଦ୍ଧାର କରି।ପାରି ନଥିଲେ। ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ!-->…
Read More...
Read More...
ରାଉରକେଲା : ଟ୍ରେନ୍ ଧକ୍କାରେ ଦୁଇ ଭାଇ ମୃତ।। ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ବିରମିତ୍ରପୁର ପାସେଞ୍ଜର ଟ୍ରେନ୍।
ଟ୍ରେନ ଧକ୍କାରେ ଦୁଇ ଭାଇ ମୃତ। ଅଞ୍ଚଳରେ ଶୋକର ଛାୟା।ରାଉରକେଲା:୨୪/୯(ସତ୍ୟାନ୍ୟୁଜ) ଗତକାଲି ରାତି ପ୍ରାୟ ସାଢେ ୯ ଟା ବେଳେ ଟ୍ରେନ୍ ରେ କାଟି ଦୁଇ ଭାଇ ମୃତ୍ୟୁ ବରଣ କରିଛନ୍ତି। ଲାଇନ ପାରି ହୋଇ ଘରକୁ ଫେରୁଥିବା ବେଳେ ବିରମିତ୍ରପୁର ପାସେଞ୍ଜର ଟ୍ରେନ ଦୁଇ ଭାଇଙ୍କୁ ଧକ୍କା ଦେଇଥିଲା l!-->…
Read More...
Read More...
ରାଉରକେଲା : ଜେଲ୍ ରୁ ଫେରାର କଏଦୀ ସୁରେଶ ବାର୍ଲା ଙ୍କ ମୃତ ଦେହ ପାହାଡ ଉପରୁ ୪ ଦିନ ପରେ ଉଦ୍ଧାର।। ପୋଲିସ୍ ତଦନ୍ତ…
ରାଉରକେଲା:୨୧/୯(ସତ୍ୟାନ୍ୟୁଜ)ରାଉରକେଲା ସ୍ଵତନ୍ତ୍ର କାରାଗାରରୁ ସେପ୍ଟେମ୍ବର ୧୭ ତାରିଖରେ ଫେରାର ହୋଇଥିବା ବିଚାରାଧୀନ କଏଦୀ ସୁରେଶ ବାର୍ଲାଙ୍କ ମୃତଦେହ ଆଜି ସକାଳେ ଜେଲ୍ ପଛପଟ ଜଙ୍ଗଲ ଅଞ୍ଚଳରୁ ମିଳିଛି। ଦୁର୍ଗାପୁର ପାହାଡ ଉପରୁ ୪ ଦିନ ପରେ ସୁରେଶଙ୍କ ମୃତ ଦେହ ମିଳିବା ଘଟଣା ସ୍ଥାନୀୟ!-->…
Read More...
Read More...
ରାଜଗାଙ୍ଗପୁର : ଶହେ ବର୍ଷରେ ପହଞ୍ଚିଲା ରାଜଗାଙ୍ଗପୁର ସାର୍ବଜନୀନ ଦୁର୍ଗାପୂଜା।। ଚାଲିଛି ଜୋରଦାର ପ୍ରସ୍ତୁତି।
ରାଜଗାଙ୍ଗପୁର:୨୧/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ କମ୍ୟୁନିଟି ସେଣ୍ଟରରେ ହେଉଥିବା ଦୁର୍ଗା ପୂଜା ଏଥର ଶହେ ବର୍ଷରେ ପହଞ୍ଚିଛି। ଏଥି ପାଇଁ ରାଜଗାଙ୍ଗପୁର ବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।ଏଥର ଦୁର୍ଗାପୂଜାକୁ ଏକ ନିଆରା ଢଙ୍ଗରେ ପାଳନ କରିବେ ବୋଲି!-->…
Read More...
Read More...
ସୁନ୍ଦରଗଡ଼ : ବଡ଼ଗାଁ ଥାନା ଅଞ୍ଚଳରେ ଘଟି ଯାଇଛି ଲଜ୍ଜ୍ୟା ଜନକ ଘଟଣା।। ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ଉଲଗ୍ନ…
ପରକୀୟା ପ୍ରୀତି ଧରାପଡ଼ିବାରୁ..ଗାଁ ରେ ବସିଲା କାଙ୍ଗାରୁ କୋର୍ଟ ।କୋର୍ଟ ର ଫଇସଲା : ସ୍ତ୍ରୀକୁ ଉଲଗ୍ନ କରି ଗାଁରେ ବୁଲାଇଲା ଓ ନିସ୍ତୁକ ମାଡ଼ ମାରିଲା ସ୍ୱାମୀ ।
ସୁନ୍ଦରଗଡ଼:୨୦/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରୁ ଆସିଛି ସଭ୍ୟ ସମାଜର ମୁଣ୍ଡ ନୂଆଁଇଲା ଭଳି!-->!-->!-->…
Read More...
Read More...
ବଣାଇ : ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର୍।। ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ି ଗିରଫ।
ବଣାଇ :୨୦/୯(ସତ୍ୟାନ୍ୟୁଜ) ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର୍। ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେ ଥିବା ରୁକୁଡା ଜଳ ସେଚନ ପ୍ରକଳ୍ପ ରେ କାମ କରୁ ଥିବା ଡାଟା ଏଣ୍ଟ୍ରି ଅପରେଟର ପୃଥ୍ୱୀରାଜ କାମିଲ୍!-->…
Read More...
Read More...
ରାଉରକେଲା : ବିଶିଷ୍ଟ ଆଦିବାସୀ ନେତା ତଥା ବିରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ପରଲୋକ।। ଆସନ୍ତାକାଲି…
ବିରମିତ୍ରପୁର ପୂର୍ବତନ ବିଧାୟକ ଓ ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ପରଲୋକ
ରାଉରକେଲା:୨୦/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ତଥା ଓଡିଶାର ଟାଣୁଆ ଆଦିବାସୀ ନେତା , ଵିରମିତ୍ରପୁର ର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ପରଲୋକ ହୋଇ ଯାଇଛି। ତାଙ୍କର ଅକାଳ ବିୟୋଗ ଆଦିବାସୀ ସମାଜ ଏବଂ!-->!-->!-->…
Read More...
Read More...
ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ୮୦ ହଜାର ଟଙ୍କା ମୂଲ୍ୟର ବେଆଇନ୍ ଗଞ୍ଜେଇ ଜବତ।। ୨ ଗିରଫ , ସ୍କୁଟି ଜବତ।
ସୁନ୍ଦରଗଡ଼:୧୯/୯(ସତ୍ୟାନ୍ୟୁଜ)ଡ୍ରଗ୍ସ ବିରୋଧୀ ଅଭିଯାନରେ ସୁନ୍ଦରଗଡ଼ ପୋଲିସ କୁ ମିଳିଛି ବଡ଼ ସଫଳତା। ସୁନ୍ଦରଗଡ଼ ସଦର ଥାନା ପୋଲିସ ଆଜି ୭ କେ.ଜି. ୮୫୦ ଗ୍ରାମ୍ ଗଞ୍ଜେଇ ଜବତ କରିଥିବା ବେଳେ ୩ଟି ମୋବାଇଲ୍ ଫୋନ୍, ନଗଦ ଟଙ୍କା ଏବଂ ଗଞ୍ଜେଇ ଚାଲାଣ ରେ ବ୍ୟବହୃତ ଗୋଟିଏ ଇଲେକ୍ଟ୍ରିକ୍ ସ୍କୁଟି!-->…
Read More...
Read More...
ରାଉରକେଲା : ପୋଲିସ୍ କୁ ମିଳିଲା ଏକ ବଡ଼ ସଫଳତା।। ୮୦ ରୁ ଉର୍ଦ୍ଧ୍ବ ମୋବାଇଲ ଫୋନ୍ ଉଦ୍ଧାର କରି ଏହାର ମାଲିକଙ୍କୁ…
ରାଉରକେଲା:୧୯/୯(ସତ୍ୟାନ୍ୟୁଜ) ଅପରାଧ ନିୟନ୍ତ୍ରଣ ଏବଂ ଚୋରି କିମ୍ବା ହଜି ଯାଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର କରିବାରେ ରାଉରକେଲା ପୋଲିସ କୁ ମିଳିଛି ଏକ ବଡ ସଫଳତା। ଗତ ଦୁଇ ସପ୍ତାହ ମଧ୍ୟରେ ସହର ର ବିଭିନ୍ନ ଥାନା ପୋଲିସ୍ ୮୦ ରୁ ଉର୍ଦ୍ଧ୍ବ ଚୋରି ଏବଂ ହଜି ଯାଉଥିବା ସ୍ମାର୍ଟ ଫୋନ୍ ଉଦ୍ଧାର!-->…
Read More...
Read More...
ରାଉରକେଲା : ପାର୍ବଣ ୠତୁ ଆରମ୍ଭ ସହ ପୋଲିସ୍ ହେଲା ସତର୍କ।। ବଣାଇ ଉପଖଣ୍ଡରେ ଆରମ୍ଭ ହେଲା ” ଗୁଣ୍ଡା ପ୍ୟାରେଡ୍…
ରାଉରକେଲା: ୧୮/୯ (ସତ୍ୟାନ୍ୟୁଜ) – ପାର୍ବଣ ଋତୁ ଆରମ୍ଭ ସହିତ ଅପରାଧ ନିୟନ୍ତ୍ରଣ ଓ ଅସାମାଜିକ ତତ୍ତ୍ୱଙ୍କୁ ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ପୋଲିସ ଏକ ବିଶେଷ ପଦକ୍ଷେପ ଗ୍ରହଣ କରିଛି। ଏହାର ଅଂଶରୂପ ଗୁଣ୍ଡା ପ୍ୟାରେଡ୍ ଯୋଜନା ଆରମ୍ଭ କରାଯାଇଛି।
ପୂର୍ବରୁ ସହରର ବିଭିନ୍ନ ଥାନାରେ!-->!-->!-->…
Read More...
Read More...