Browsing Category
ଓଡିଶା
କୋଭିଡ କଟକଣା ମଧ୍ୟରେ ହେବ ଗଣତନ୍ତ୍ର ଦିବସ ପାଳନ।।ଗଣତନ୍ତ୍ର ଦିବସ ପାଳନ ନିମନ୍ତେ ରାଉରକେଲା ରେ ପ୍ରସ୍ତୁତି ବୈଠକ।
୭୩ତମ ଗଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ସୋମବାର ରାଉରକେଲା ମହାନଗର ନିଗମ ଉପାୟୁକ୍ତ ଶ୍ରୀଯୁକ୍ତ ସୁଧାଂଶୁ ଭୋଇଙ୍କ ଅଧ୍ୟକ୍ଷତାରେ ଆରଏମସି ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ଯ ସରକାର ଙ୍କ ଗୃହ ବିଭାଗ ଦ୍ବାରା ଜାରି ନିଦ୍ଦେଶାନୁସାରେ ଚଳିତବର୍ଷ କୋଭିଡ କଟକଣା ମଧ୍ଯ ରେ!-->…
Read More...
Read More...
“ନର୍ଚରିଂ ନେବରହୁଡ଼ସ୍ ଚାଲେଞ୍ଜ” ଅଧୀନରେ ଦେଶର ପ୍ରମୁଖ ୧୦ଟି ସହର ମଧ୍ୟରେ ସ୍ମାର୍ଟ ସିଟି ରାଉରକେଲା ।
ସ୍ମାର୍ଟ ସିଟି ରାଉରକେଲା ପାଇଁ ଖୁସି ଖବର। ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଚାଲିଥିବା ‘ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ କାର୍ଯ୍ୟକ୍ରମରେ ରାଉରକେଲା ସହର ଭାଗନେଇ ଦେଶର ୧୦ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଛି। ଏହି ସଫଳତା ପାଇଁ ରାଉରକେଲା!-->…
Read More...
Read More...
ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜିଠାରୁ।। ୨୨ ତାରିଖ ଯାଞ୍ଚ , ୨୫ ତାରିଖ…
ଓଡ଼ିଶାରେ ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ର ନେବା ଆରମ୍ଭ ହୋଇଯାଇଛି। ବଣେଇ , କୋଇଡା ,!-->…
Read More...
Read More...
ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ରେ ହାତୀ ଆକ୍ରମଣରେ ସ୍ୱାମୀ ମୃତ , ସ୍ତ୍ରୀ ଅଳ୍ପକେ ବର୍ତ୍ତିଲେ। ବଣେଇ ରେଞ୍ଜ ରେ…
ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ରେ ରବିବାର ରାତିରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି।ମୃତକ ମୋହନ ପଲାଇ ତାଙ୍କ ସ୍ତ୍ରୀଙ୍କ ସହ ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣ କରିଥିଲା।
ତାଙ୍କ ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାପରେ ହାତୀପଲ୍ଲ!-->!-->!-->!-->!-->!-->!-->!-->!-->…
Read More...
Read More...
ସୁନ୍ଦରଗଡ ଜିଲ୍ଲାରେ କୋଭିଡ ସଂକ୍ରମଣ ଦୁଇ ହଜାର ପାର।। ଆଗକୁ ପଞ୍ଚାୟତ ନିବଚନ।। ଅଧିକ ସତର୍କ ରହିବାକୁ ପ୍ରଶାସନ ର…
ସୁନ୍ଦରଗଡ ଜିଲ୍ଲାରେ କୋଭିଡ ସଂକ୍ରମଣ ଦ୍ରୁତଗତିରେ ମାଡି ଚାଲିଛି। ଆଜି ସଂକ୍ରମଣ ୨ ହଜାର ପାର କରିଯାଇଛି। ଗତକାଲି ଜିଲ୍ଲାରେ ୧ ହଜାର ୯୪୩ ଜଣ ସଂକ୍ରମିତ ହୋଇଥିବା ବେଳେ ଆଜି ୨ ହଜାର ୧୩୬ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ରାଉରକେଲା ସହରାଞ୍ଚଳ ରେ ସବୁଠାରୁ ଅଧିକ କୋଭିଡ!-->…
Read More...
Read More...
ଦନ୍ତା ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ।। ଦୁଇଟି ଘର ଭାଙ୍ଗି ଦେଲା ଦନ୍ତାହାତୀ।। ବଣେଇ ବନବିଭାଗ ପକ୍ଷରୁ…
ଭାଙ୍ଗି ଯାଇଥିବା ଘରୁ ନଷ୍ଟ ହୋଇଯାଇଥିବା ଆସବାବପତ୍ର ସାଉଁଟି ପୁଣି ଥରେ ଜୀବନ ସଂଘର୍ଷ କରିବାକୁ ଉଦ୍ୟମ କରୁଛନ୍ତି ମହିଳା। ଗତକାଲି ରାତିରେ ହାତୀ ଆକ୍ରମଣରୁ ସେ ଏବଂ ତାଙ୍କ ପରିବାର ବର୍ତ୍ତି ଯାଇଥିବାବେଳେ ହାତୀ ଘରଟିକୁ ଭାଙ୍ଗି ଦେଇଥିଲେ
। ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଫରେଷ୍ଟ!-->!-->!-->!-->!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ସଂକ୍ରମଣ ଉପରମୁହାଁ।। ରାଉରକେଲା ରେ କେବଳ ୯୨୪ କୋଭିଡ ସଂକ୍ରମିତ ଚିହ୍ନଟ।। ଜିଲ୍ଲାରେ…
ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ସଂକ୍ରମଣ ବିସ୍ପୋରକ ସ୍ଥିତିରେ ପହଁଚିଛି
। ଜାନୁଆରୀ ୧୪ ତାରିଖ ରିପୋର୍ଟ ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୯୪୩ ଥିବା ବେଳେ ଏହା!-->!-->!-->!-->!-->…
Read More...
Read More...
ରାଉରକେଲା ଅବକାରୀ ବିଭାଗର ନକଲି ମଦ ପ୍ରସ୍ତୁତି କରଖାନ ଠାବ।। ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଜବତ।
ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଶନିବାର ଦିନ ଏକ ବଡ ଧରଣର ଚଢ଼ାଉରେ ବହୁ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି।
ବିରମିତ୍ରପୁରକାଲସେରିଆ ରୋଡ଼ ରେ ଏକ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା କାରଖାନା ବାବଦରେ ସୂଚନା ପାଇବା ପରେ ଏହି ଚଢ଼ାଉ କରାଯାଇଥିଲା। ନକଲି ମଦ!-->!-->!-->!-->!-->…
Read More...
Read More...
ମହିଳା ମାନଙ୍କୁ ବିବାହର ପ୍ରଲୋଭନ ଏବଂ ପୁରୁଷଙ୍କୁ ଚାକିର ପ୍ରଲୋଭନ ଦେଇ ଠକୁଥିଲା ସୁପର ନଟୱରଲାଲ।। ସୁନ୍ଦରଗଡ଼ ପୋଲିସ…
ସୁନ୍ଦରଗଡ ପୋଲିସ ହାତରେ ଧରାପଡିଥିବା ସୁପର ନଟୱରଲାଲ ଦୀପକ ପଣ୍ଡା ଓରଫ ଚତୁର୍ଭୁଜ ତାରାଇ ର ଠକାମୀର ପର୍ଦ୍ଦା ପରସ୍ତ ପରସ୍ତ ହୋଇ ଖୋଲୁଛି। ସୁନ୍ଦରଗଡ଼ ପୋଲିସ ର ଜଣେ ମହିଳା ଅଧିକାରୀଙ୍କୁ ସାଢ଼େ ଚାରିଲକ୍ଷ ଟଙ୍କା ଠକି ଧରପଡି ଦୀପକ ଏବେ ଜେଲ ରେ ଅଛି।
କେବଳ ଏହି ମହିଳା ଅଧିକାରୀ!-->!-->!-->!-->!-->…
Read More...
Read More...
ବଣେଇ ଅଞ୍ଚଳରେ ଚିନ୍ତା ବଢ଼ାଇଲା ଦନ୍ତାହାତୀ।। ଘର ଭାଙ୍ଗିବା ସହ ଫସଲ ନଷ୍ଟ କଲା।
ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ଜିଲ୍ଲାର ସୁନ୍ଦରଗଡ଼ ରୁ ନେଇ ବଣେଇ , କୋଇଡା ରେଞ୍ଜ ପର୍ଯ୍ୟନ୍ତ ହାତୀପଲ୍ଲ ଉପଦ୍ରବ ଜାରି ରଖିଛନ୍ତି। ଦୁଇଦିନ ତଳେ ବରସୁଆଁ ଫରେଷ୍ଟ ରେଞ୍ଜ ରେ ଜଣେ ହାତୀ ଘଉଡ଼ାଇବା ସ୍କ୍ୱାର୍ଡ ସଦସ୍ୟଙ୍କୁ ହାତୀ କଚାଡି ମାରିଦେବା ପରେ ଏହି!-->…
Read More...
Read More...