Browsing Category
ଓଡିଶା
ସହରର ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆରଏମସି କମିଶନରଙ୍କୁ ଅମିତାଭଙ୍କ ସ୍ମାରକ ପତ୍ର।।
ରାଉରକେଲା ସହରର ବିଶିଷ୍ଟ ସମାଜସେବୀ ତଥା ରାଉରକେଲା ଜାଗରଣ ମଞ୍ଚର ସଭାପତି ଅମିତାଭ ସାମଲ ସହରର ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମ୍ୟୁନିସିପାଲ କର୍ପୋରେସନର କମିଶନର ଶୁଭଙ୍କର ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ରାଉରକେଲା ମ୍ୟୁନିସିପାଲ୍!-->…
Read More...
Read More...
ବିରମିତ୍ରପୁର : ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର।। ହତ୍ୟା ସନ୍ଦେହ।। ପୋଲିସ ତଦନ୍ତ ଜାରି।
ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ତହସିଲ କାର୍ଯ୍ୟାଳୟ ପଛପଟୁ ଜଣେ ଯୁବକଙ୍କ ସମ୍ପୂର୍ଣ୍ଣ ଦଗ୍ଧ ଶରୀର ଗୁରୁବାର ସକାଳୁ ଉଦ୍ଧାର କରାଯାଇଛି। ମୃତକଙ୍କୁ ଚିହ୍ନଟ କରାଯାଇଛି।
ସେ ବିରମିତ୍ରପୁର ର ରିତିକ କେଶରୀ। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ!-->!-->!-->!-->!-->!-->!-->…
Read More...
Read More...
ପୋଲ ଭୁଶୁଡି ପଡିବାରୁ କିଛି ଲୋକ ଚାପି ହୋଇ ରହିଯାଇଥିବା ଆଶଙ୍କା।। ପୋଲିସ ଏବଂ ଓଡ୍ରାଫ ଟିମ ର ଉଦ୍ଧାର କାର୍ଯ୍ୟ ଜାରି।
ବୁଧବାର ସନ୍ଧ୍ୟାରେ କଟକ ଛତ୍ର ବଜାର ପୋଲ ର କିଛି ଅଂଶ ଭୁଶୁଡି ପଡିବାରୁ ପୋଲ ତଳେ କିଛି ଲୋକ ଚାପି ହୋଇ ରହି ଯାଇଥିବାର ଆଶଙ୍କା କରାଯାଉଛି। ପୋଲିସ ଏବଂ ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଛତ୍ର ବଜ଼ାର ପରିବା ମାର୍କେଟ ନିକଟରେ ଥିବା ଏହି ପୋଲ!-->…
Read More...
Read More...
ସୁନ୍ଦରଗଡ ଜିଲ୍ଲାରେପୋୖର ନିର୍ବାଚନ ଲାଗି ପର୍ଯ୍ୟବେକ୍ଷକ ଙ୍କ ଅନୁଧ୍ୟାନ।।ବିଭିନ୍ନ ବୁଥ , ଷ୍ଟ୍ରଙ୍ଗ ରୁମ , ଭୋଟ ଗଣତି…
ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ରାଜ୍ୟରେ ପୋୖର ନିର୍ବାଚନ ହେବ। ସେହି ଅନୁସାରେ ସୁନ୍ଦରଗଡ଼ ପୌରପାଳିକାରେ ମଧ୍ୟ ନିର୍ବାଚନ ହେବ।
ଏହାକୁ ଦୃଷ୍ଟିରେ ରଖି ନିର୍ବାଚନକୁ କିପରି ସଠିକ୍ ଭାବେ ପରିଚାଳନା କରାଯିବ ସେନେଇ ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ଚିତ୍ତରଞ୍ଜନ ପାତ୍ର ବିଭିନ୍ନ!-->!-->!-->!-->!-->!-->!-->…
Read More...
Read More...
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ।। ଭୁବନେଶ୍ୱର ସ୍ଥିତ ଆପୋଲୋ ହସପିଟାଲରେ ଭର୍ତ୍ତି
ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥତା କାରଣରୁ ହସ୍ପିଟାଲରେ ରେ ଭର୍ତ୍ତି ହୋଇଛନ୍ତି । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ବାବଦରେ ପାରିବାରିକ ସୂତ୍ରରୁ କୌଣସି ସୂଚନା ମିଳିନଥିବା ବେଳେ ଦଳୀୟ!-->…
Read More...
Read More...
ରାଉରକେଲା ମହାନଗର ନିଗମ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ।
ରାଉରକେଲା, ୮ ମାର୍ଚ୍ଚ ୨୦୨୨: ରାଉରକେଲା ମହାନଗର ନିଗମ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ବିଜୟିନୀ’ କାର୍ଯ୍ୟକ୍ରମ ପାଳନ କରାଯାଇଛି। ଛେଣ୍ଡସ୍ଥିତ ଆହୁତି ଭବନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର!-->…
Read More...
Read More...
ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ।। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ…
ରାଉରକେଲା, ୮ ମାର୍ଚ୍ଚ ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ରାଉରକେଲାସ୍ଥିତ ପିଏ ଆଇଟିଡିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାରେ ଗର୍ଭବତୀ ମା ଏବଂ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ “ମିଶନ…
ସୁନ୍ଦରଗଡ଼, ୭ ମାର୍ଚ୍ଚ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ୍’ର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୋମବାର ଦିନ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାରେ ବାତ ଜ୍ୱର ନିୟନ୍ତ୍ରଣ ଲାଗି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ।। ଜିଲ୍ଲାପାଳ କଲେ ଶୁଭାରମ୍ଭ।
ସୁନ୍ଦରଗଡ଼, ୭ ମାର୍ଚ୍ଚ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାରେ ଫାଇଲେରିଆ ବା ବାତଜ୍ୱର ନିୟନ୍ତ୍ରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର ଦିନ ବଡ଼ଗାଁ ବ୍ଲକର ଜରଙ୍ଗଲୋଇ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ!-->…
Read More...
Read More...
ଫାଇଲେରିଆ ନିରାକରଣ ଲାଗି ବିରମିତ୍ରପୁର ରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ।
ଫାଇଲେରିଆ ବା ବାତ ଜ୍ୱର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି।
ଆଜି ବିରମିତ୍ରପୁର ରେ ମଧ୍ୟ ଫାଇଲେରିଆ ନିରାକରଣ ଲାଗି ଆରମ୍ଭ ହୋଇଛି ସାମୁହିକ ଔଷଧ ସେବନ କାର୍ଯ୍ୟକମ । ଏହି!-->!-->!-->!-->!-->!-->!-->…
Read More...
Read More...