Browsing Category

ଓଡିଶା

ରାଉରକେଲା ରେ ଚୋରା କାଠ ବ୍ୟବସାୟ ଉପରେ ବନ ବିଭାଗର ଚଢ଼ାଉ।। ୬ ଲକ୍ଷ ଟଙ୍କା ମୂଲ୍ୟର ଚୋରା କାଠ ଜବତ।। କାଠ ମାଫିଆ…

ରାଉରକେଲା ବନବିଭାଗ ପକ୍ଷରୁ ରେଳ ଷ୍ଟେସନ ପଛପଟ ଗୋପବନ୍ଧୁ ପାଲି ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ମୂଲ୍ୟବାନ କାଠ ଜବତ କରାଯାଇଛି। ଜବତ କାଠର ଆନୁମାନିକ ମୂଲ୍ୟ ୫ ରୁ ୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଜବତ କାଠ ମଧ୍ୟରେ ଶାଳ , ପିଆଶାଲ , ଗହ୍ମାରି ଆଦି
Read More...

ଆଜିଠାରୁ ଦୁଇଦିନିଆ ଭାରତ ବନ୍ଦ।।୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ଦୁଇଦିନିଆ ଭାରତ…

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ମାନଙ୍କ ମିଳିତ ମଞ୍ଚର ଦୁଇଦିନିଆ ସର୍ବଭାରତୀୟ ଧର୍ମଘଟ ଆଜିଠାରୁ ଆରମ୍ଭ ହୋଇଛି। ଦେଶବାସୀଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ସମେତ ୧୨ ଦଫା ଦାବି ନେଇ ଏହି ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ର ପ୍ରଭାବ ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ
Read More...

“ସୁନ୍ଦରଗଡ ବହି ପଢ଼” ଅଭିଯାନରେ ବଣାଇ ପାଠାଗାରଠାରେ ଚିତ୍ରାଙ୍କନ ପ୍ରତିଯୋଗିତା।

ସୁନ୍ଦରଗଡ଼ ଜିଲ୍ଲାରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ସୁନ୍ଦରଗଡ଼ ବହିପଢ଼ ଅଭିଯାନ ଚାଲିଛି। ଏହା ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ରବିବାର ଦିନ ବଣାଇଁ
Read More...

ଆସନ୍ତାକାଲି ଭାରତ ବନ୍ଦ।। ଦୁଇଦିନିଆ ବନ୍ଦ ଡାକରା ଦେଲେ ବିଭିନ୍ନ ଟ୍ରେଡ଼ ୟୁନିୟନ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି କୁ ବିରୋଧ କରି ଦେଶର ୧୦ଟି ଟ୍ରେଡ଼ ୟୁନିୟନ ପକ୍ଷରୁ ଦୁଇଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଆସନ୍ତାକାଲି ଠାରୁ ୨୮ ଏବଂ ୨୯ ତାରିଖ ଦୁଉଦିନ ବନ୍ଦ ଡାକରା ଯୋଗୁଁ ବିଭିନ୍ନ କ୍ଷତ୍ରରେ ଦିଆଯାଉଥିବା ସେବା ଗୁଡିକ ପ୍ରଭାବିତ ହେବାର ଆଶଙ୍କା
Read More...

ଅଫ ଲାଇନ ପରିବର୍ତ୍ତେ ଅନ ଲାଇନ ପରୀକ୍ଷା କରିବାକୁ ରାଉରକେଲା ଏନ ଆଇ ଟି ଛାତ୍ରଙ୍କ ଦାବି।

ରାଉରକେଲା ଏନ ଆଇ ଟି ରେ ଦେଖାଦେଇଛି ଛାତ୍ର ମାନଙ୍କ ମଧ୍ୟରେ ଅସନ୍ତୋଷ। ଅଫ ଲାଇନ ପରିବର୍ତ୍ତେ ଅନ ଲାଇନ ରେ ପରୀକ୍ଷା କରିବାକୁ ଦାବି କରିଛନ୍ତି ଛାତ୍ର ମାନେ। କୋଭିଡ ସମୟରେ ଅନ ଲାଇନ ରେ ପାଠ ପଢା ହେଉଥିବା ବେଳେ କିଛିଦିନ ହେଲା ଅଫ ଲାଇନ କ୍ଲାସ ହେଉଛି। ୮୦ ପ୍ରତିଶତ ପାଠପଢା
Read More...

ରାଜଗାଙ୍ଗପୁର ଅଞ୍ଚଳରେ ପେଟ୍ରୋଲ ପମ୍ପ ଡକାୟତି ଉଦ୍ୟମ ପଣ୍ଡ।। ଦୁଇ ଡକାୟତ ଗିରଫ।। ପିସ୍ତଲ , ଗୁଳି ଜବତ।

ରାଜଗାଙ୍ଗପୁର ପୋଲିସର ତତ୍ପରତା ଯୋଗୁଁ ରାଜପଥ କଡରେ ଥିବା ଏକ ପେଟ୍ରୋଲ ପମ୍ପ ରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ପୋଲିସ ଦୁଇଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପିସ୍ତଲ ଏବଂ ଜୀବନ୍ତ ଗୁଳି ଜବତ କରିଛନ୍ତି। ଏହା ସହ ଡକାୟତ ମାନେ ବ୍ୟବହାର କରୁଥିବା ବାଇକ ମଧ୍ୟ ଜବତ
Read More...

ରାଉରକେଲା ଓକିଲ ସଂଘ ନିର୍ବାଚନ : ସଭାପତି ଭାବେ ସୁରେଶ ମାଝୀ ଏବଂ ସମ୍ପାଦକ ଭାବେ ଅକ୍ଷୟ ସାହୁ ନିର୍ବାଚିତ।

ରାଉରକେଲା ଓକିଲ ସଂଘ ନିର୍ବାଚନରେ ସୁରେଶ ମାଝୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଏକାଧିକବାର ସଭାପତି ପଦ ମଣ୍ଡନ କରିଥିବା ରମେଶ ବଳଙ୍କୁ ଏଥର ପରାଜୟ ଭୋଗିବାକୁ ପଡ଼ିଛି। ଶ୍ରୀ ମାଝି ୨୯୬ ଭୋଟ ପାଇଥିବା ବେକେ ଶ୍ରୀ ବଳ ୨୮୯ ଖଣ୍ଡ ଭୋଟ୍‌ ପାଇ ୭ ଖଣ୍ଡ ଭୋଟରେ ହରିଥିଲେ।
Read More...

ରାଉରକେଲା ଓକିଲ ସଂଘ ନିର୍ବାଚନ : ସଭାପତି ଭାବେ ସୁରେଶ ମାଝୀ ଏବଂ ସମ୍ପାଦକ ଭାବେ ଅକ୍ଷୟ ସାହୁ ନିର୍ବାଚିତ।

ରାଉରକେଲା ଓକିଲ ସଂଘ ନିର୍ବାଚନରେ ସୁରେଶ ମାଝୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଏକାଧିକବାର ସଭାପତି ପଦ ମଣ୍ଡନ କରିଥିବା ରମେଶ ବଳଙ୍କୁ ଏଥର ପରାଜୟ ଭୋଗିବାକୁ ପଡ଼ିଛି। ଶ୍ରୀ ମାଝି ୨୯୬ ଭୋଟ ପାଇଥିବା ବେକେ ଶ୍ରୀ ବଳ ୨୮୯ ଖଣ୍ଡ ଭୋଟ୍‌ ପାଇ ୭ ଖଣ୍ଡ ଭୋଟରେ ହରିଥିଲେ।
Read More...

ଆରଏସପି ଏବଂ ଟ୍ରାଇଫେଡ ର ମିଳିତ ଆନୁକୂଲ୍ୟରେ “ଆଦି ମହୋତ୍ସବ” ୩୦ ମାର୍ଚ୍ଚ ରୁ ୮ ଅପ୍ରେଲ।

ସେଲ ରାଉରକେଲା ଇସ୍ପାତ କାରଖାନା ଓ ଆଦିବାସୀ ସମବାୟ ମାର୍କେଟିଂ ଫେଡେରେସନ୍ ଲିମିଟେଡ (ଟ୍ରାଇଫେଡ)ର ମିଳିତ ଆନୁକୂଲ୍ୟରେ ଆଦି ମହୋତ୍ସବ-୨୦୨୨ ନାମକ ଆଦିବାସୀ ସଂସ୍କୃତି, ହସ୍ତଶିଳ୍ପ, ବ୍ୟଞ୍ଜନ ଏବଂ ବାଣିଜ୍ୟର ଏକ ମହୋତ୍ସବ ମାର୍ଚ୍ଚ ୩୦ ତାରିଖରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ସେକ୍ଟର ୫
Read More...

ରାଉରକେଲା ପ୍ରଶାସନ ଏବଂ ରେଲୱେ ଅଧିକାରୀଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ନିରୀକ୍ଷଣ।।
କାର୍ଯ୍ୟ ଶୀଘ୍ର ସମ୍ପାଦନ

ରାଉରକେଲା ରେ ରେଳବାଇ ପକ୍ଷରୁ ହାତକୁ ନିଆଯାଇଥିବା କେତେକ ଉନ୍ନୟନ ମୂଳକ କାମର ସମୀକ୍ଷା କରାଯାଇଛି। ଶନିବାର ଦିନ ରାଉରକେଲା ମହାନଗର ନିଗମ କମିଶନର ଡ. ଶୁଭଙ୍କର ମହାପାତ୍ର, ଡେପୁଟି କମିଶନର ସୁଧାଂଶୁ ଭୋଇ, ରାଉରକେଲା ରେଲୱେ ମୁଖ୍ୟ ବାଣିଜ୍ୟିକ ଇନ୍ସପେକ୍ଟର ରାକେଶ କୁମାର ରୟ, ଡେପୁଟି ଏସ୍
Read More...