Browsing Category

ଓଡିଶା

ରାଉରକେଲା : ପ୍ରତି କ୍ଷେତ୍ରରେ ରାଉରକେଲାକୁ ଅବହେଳା ଅଭିଯୋଗ।। ସହରର ପୂର୍ବ ଗୌରବ ଫେରାଇ ଆଣିବାକୁ ବିଭିନ୍ନ ସଂଗଠନ ର…

ରାଉରକେଲା:୧୧/୧୦(ସତ୍ୟାନ୍ୟୁଜ) ଦିନ ଥିଲା ରାଉରକେଲା ଶିକ୍ଷା , ସ୍ବାସ୍ଥ୍ୟ , ଗମନାଗମନ ସହ ଅନ୍ୟାନ୍ୟ କ୍ଷେତ୍ରରେ ରାଜ୍ୟର ଏକ ଅଗ୍ରଣୀ ଥିଲା। ମାତ୍ର ଏବେ ଏହି ସହର ସବୁ କ୍ଷେତ୍ରରେ ପଛରେ ରହି ଯାଇଛି। ରେଳବାଇ କ୍ଷେତ୍ରରେ ଚକ୍ରଧରପୁର ଡିଭିଜନ ରେ ସବୁଠାରୁ ଅଧିକ ରାଜସ୍ବ ରାଉରକେଲା ସେକ୍ସନ
Read More...

ରାଉରକେଲା : ନକ୍ସଲ ଙ୍କ ଲ୍ୟାଣ୍ଡ ମାଇନ୍ସ ବିସ୍ପୋରଣରେ ଆହତ ଦୁଇ ସିଆରପିଏଫ୍ ଅଧିକାରୀଙ୍କୁ ଦିଲ୍ଲୀଏଆର୍ ଲିଫ୍ଟ…

ରାଉରକେଲା:୧୧/୧୦(ସତ୍ୟାନ୍ୟୁଜ) ଓଡ଼ିଶା - ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଗତ କାଲି ନକ୍ସଲ ଙ୍କ ଲ୍ୟାଣ୍ଡ ମାଇନ୍ସ ବିସ୍ପୋରଣରେ ଆହତ ହୋଇଥିବା ଦୁଇ ଜଣ ସିଆରପିଏଫ୍ ଯବାନ ଙ୍କୁ ଚିକିତ୍ସା ପାଇଁ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ନିଆ ଯାଇଛି। ଦିଲ୍ଲୀ ଏମ୍ସ ରେ ସେମାନଙ୍କ ଚିକିତ୍ସା
Read More...

ରାଉରକେଲା : ପୂର୍ବତନ ବିଧାୟକ ଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଲେ ବୀରମିତ୍ରପୁର ବିଧାୟକ।। ଉଚିତ୍ ପଦକ୍ଷେପ…

ରାଉରକେଲା:୧୦/୧୦(ସତ୍ୟାନ୍ୟୁଜ) ବୀରମିତ୍ରପୁର ର ପୂର୍ବତନ ବିଧାୟକ ଏବଂ କେତେକ ପୂର୍ବତନ ପଞ୍ଚାୟତ ପ୍ରତିନିଧିଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣି ଛନ୍ତି ବିଧାୟକ ରୋହିତ ଜୋସେଫ ତିର୍କୀ। ଅଭିଯୋଗ ଅନୁଯାୟୀ ପୂର୍ବତନ ବିଧାୟକ ଶକର ଓରାମ ଅକ୍ଟୋବର ୭ ତାରିଖ ଦିନ କୁଆଁରମୁଣ୍ଡା ବ୍ଲକ୍
Read More...

ରାଉରକେଲା : ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ଆରପିଏଫ୍ ଯବାନ।। ଯବାନଙ୍କୁ ଗିରଫ କରି ତଦନ୍ତ ଜାରି…

ରାଉରକେଲା:୧୦/୧୦(ସତ୍ୟାନ୍ୟୁଜଗତକାଲି ରାଉରକେଲା ଆରପିଏଫ୍ ଟିମ୍ ଦୁଇ ଜଣ ଭେଟରାନ ଅପରାଧୀଙ୍କୁ ଗିରଫ କରି ପ୍ରଶଂସା ପାଇଥିବା ବେଳେ ଆଜି ଜଣେଆରପିଏଫ୍ ଯବାନ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି। ଗିରଫ ଯବାନ ବନ୍ଧମୁଣ୍ଡା ଆରପିଏଫ୍ ପୋଷ୍ଟ ରେ କାର୍ଯ୍ୟରତ ଥିଲେ।
Read More...

ରାଉରକେଲା : ସେକ୍ଟର ଅଞ୍ଚଳରେ ଥିବା ପୂଜା ପେଣ୍ଡାଲ ରୁ ପ୍ଲାଷ୍ଟିକ ସଫା କରିବାକୁ ଏଡିଏମ୍ ନେଲେ ପଦକ୍ଷେପ।। ସହର…

ରାଉରକେଲା:୯/୧୦(ସତ୍ୟାନ୍ୟୁଜ) ଦୂର୍ଗା ପୂଜା ସରି ଯାଇଛି। ମାତ୍ର ପୂଜା ହେଉଥିବା ପଡିଆରେ ପଡ଼ି ରହିଛି ଟନ୍ ଟନ୍ ଆବର୍ଜନା , ପଲିଥିନ୍ ଏବଂ ପ୍ଲାଷ୍ଟିକ। ଏହା ଏକ ସର୍ବସାଧାରଣ ସ୍ବାସ୍ଥ୍ୟ ରକ୍ଷା ପ୍ରସଙ୍ଗ ହୋଇ ଥିବାରୁ ପଡିଆକୁ ସଫା କରିବାକୁ ପଦକ୍ଷେପ ନେବାକୁ ରାଉରକେଲା ଏଡିଏମ୍ ଦିନା
Read More...

ରାଉରକେଲା: ରେଳ ଷ୍ଟେସନ ରୁ ଦୁଇ ମୋଷ୍ଟ ୱାଣ୍ଟେଡ୍ କ୍ରିମିନାଲ୍ ଗିରଫ।। ଗିରଫ ଦ୍ବୟ ପୂର୍ବରୁ ନକ୍ସଲ ସଂଗଠନ ସହ ଜଡ଼ିତ…

ରାଉରକେଲା:୯/୧୦(ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନରୁ ଆଜି ଦୁଇଜଣ ୱାଣ୍ଟେଡ୍ ଅପରାଧୀ ଙ୍କୁ ରେଳ ସୁରକ୍ଷା ବଳ ଗିରଫ କରିବାରେ ସଫଳ ହୋଇଛନ୍ତି। ଏହି ଅପରାଧୀ ମାନଙ୍କର କୌଣସି ସନ୍ତ୍ରାସବାଦୀ ସଂଗଠନ କିମ୍ବା ନକ୍ସଲ ସଂଗଠନ ସହ ସମ୍ପର୍କ ଥିବା ସନ୍ଦେହ କରା ଯାଉଛି। ସେମାନଙ୍କ ନିକଟରୁ କେତେକ
Read More...

ବଣାଇ: ବାଇକ୍ କୁ ଧକ୍କା ମାରି ବସ୍ ତଳକୁ ଖସି ଗଲା।। ବାଇକ୍ ଆରୋହୀ ମୃତ।। ୧୫ ବସ୍ ଯାତ୍ରୀ ଆହତ।

ବସ ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ ୧୫ ରୁ ଅଧିକ ଗୁରୁତର। ବଣାଇ: ୮/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ଲହୁଣୀପଡ଼ା ଥାନା ଅନ୍ତର୍ଗତ ବାସୁବାହାଲ ନିକଟରେ ବସ୍ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି। ଲିଙ୍ଗରାଜ
Read More...

ରାଜଗାଙ୍ଗପୁର: ମହୁମାଛି ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ।। ଗାଁ କୁ ଯାଉଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ।

ରାଜଗାଙ୍ଗପୁର:୮/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ କଟଙ୍ଗ ଚୌକିଦାର ପଡାରେ ମହୁମାଛି ଆକ୍ରମଣରେ ଜଣେ ୬୮ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଧରାଅଡ଼ା ଗ୍ରାମର ୬୮ ବର୍ଷୀୟ ଲେଉନାଡ ଡୁଙ୍ଗ ଡୁଙ୍ଗ ଆଜି କଟଙ୍ଗ ଗ୍ରାମକୁ ଜଙ୍ଗଲିଆ ରାସ୍ତାରେ ଯାଉଥିବା ବେଳେ
Read More...

ରାଉରକେଲା: ବାଇକ୍ ଚୋର ଗିରଫ।। ୯ ଚୋରା ବାଇକ୍ ଜବତ।। ଚୋରି କରିବା ପରେ ଏଣେତେଣେ ପକାଇ ଦେଇ ଥାଏ ବାଇକ୍।

ରାଉରକେଲା: ବାଇକ୍ ଚୋର ଗିରଫ।। ୯ ଚୋରା ବାଇକ୍ ଜବତ।। ଚୋରି କରିବା ପରେ ଏଣେତେଣେ ପକାଇ ଦେଇ ଥାଏ ବାଇକ୍।ରାଉରକେଲା:୮/୧୦(ସତ୍ୟାନ୍ୟୁଜ) ଚୋରି କରିବାରେ ମଧ୍ୟ ଲୋକ ମାନଙ୍କର ଅଜବ ଅଜବ ସଉକ୍ ଥାଏ। ଏପରି ଜଣେ ବାଇକ୍ ଚୋର ଧରା ପଡିଛି ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ। ରାଉରକେଲା ଇସ୍ପାତ
Read More...

ରାଉରକେଲା : ରାଉରକେଲାରେ କାର୍ଯ୍ୟକ୍ଷମ ହେଲା ୧୦ ଟି ସୋଲାର ଟ୍ରାଫିକ ପୋଷ୍ଟ।। ଉଦ୍ଘାଟନ କଲେ ପଶ୍ଚିମାଞ୍ଚଳ ଡ଼ିଆଇଜି…

ରାଉରକେଲା:୮/୧୦(ସତ୍ୟାନ୍ୟୁଜ) ରାଉରକେଲାରେ ଦିନକୁ ଦିନ ଯାନ ବାହନ ସଂଖ୍ୟା ବୃଦ୍ଧି ପାଇବା ସହ ଟ୍ରାଫିକ ବଢୁଛି। ଟ୍ରାଫିକ ସମସ୍ୟାକୁ ସୁବ୍ୟବସ୍ଥିତ କରିବା ଲାଗି ପୋଲିସ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆ ଯାଉଛି। ଆଜି ସହରର ବିଭିନ୍ନ ଛକ ସ୍ଥାନରେ ୧୦ ଟି ଟ୍ରାଫିକ ପୋଷ୍ଟ ର ଶୁଭାରମ୍ଭ
Read More...