Browsing Category

ଓଡିଶା

ସଡକ ଦୁର୍ଘଟଣା ଜନିତ ତଦନ୍ତ ସମ୍ପର୍କରେ ରାଉରକେଲା ରେ ପ୍ରଶିକ୍ଷଣ ଶିବିର ।

ରାଉରକେଲା, ୧୬ ଏପ୍ରିଲ ୨୦୨୨: ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ କରିବା ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଏ ସମ୍ପର୍କରେ ବିଭିନ୍ନ ସମୟରେ ଗାଡ଼ି ଚାଳକ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ ମଧ୍ୟ କରାଯାଉଛି। ତେବେ ଏ ଦିଗରେ ପୋଲିସ ଏବଂ ପରିବହନ ଅଧିକାରୀମାନେ
Read More...

ଲହୁଣୀପଡା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ।। ୫ ଅଭିଯୁକ୍ତ ଅଟକ ।

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ଗଣ ଦୁଷ୍କର୍ମ ଘଟଣା ଉକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ପୋଲିସ ଏହି ଘଟଣାରେ ତିନିଜଣ ନାବାଳକଙ୍କ ସହ ୫ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ଜଣେ ୧୭ ବର୍ଷୀୟା ନାବାଳିକା ସିଲେଇ
Read More...

ରାଉରକେଲା ସରନା ପୂଜାସ୍ଥଳ ରେ ସାରହୁଲ ମହୋତ୍ସବ ରେ ଯୋଗଦେଲ ବହୁ ଆଦିବାସୀ ଭାଇଭଉଣୀ।। ପ୍ରକୃତି ପୂଜା ସମ୍ପନ୍ନ।

ପବିତ୍ର ଚୈତ୍ର ପୂର୍ଣ୍ଣିମାରେ ଆଜି ରାଉରକେଲାରେ ଆଦିବାସୀ ଭାଇ ଭଉଣୀ ମନେ ସାରହୁଲ ପୂଜା ପାଳନ କରଛନ୍ତି । ଉଦିତନଗର ସରନା ପୂଜାସ୍ଥଳ ରେ ଆୟୋଜିତ ଏହି ପର୍ବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଆଦିବାସୀ ଭାଇଭଉଣୀ ମାନେ ଯୋଗ ଦେଇଥିଲେ । ସାରହୁଲ ପର୍ବରେ ପ୍ରକୃତି ପୂଜା କରାଯାଇଥାଏ ।
Read More...

ରାଉରକେଲା ର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ପାଳନ।। ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ରେ ଭାଗନେଲେ ଶହଶହ…

ରାଉରକେଲା ତଥା ଆଖପାଖ ଅଞ୍ଚଳରେ ଆଜି ହନୁମାନଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି। ରାଉରକେଲା ରେଳଷ୍ଟେସନ ପରିସରରେ ଥିବା ସଂକଟ ମୋଚନ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଜୟନ୍ତୀ ଉତ୍ସବ ପାଳନ ଅବସରରେ ବହୁ ଭକ୍ତ ଯୋଗଦେଇଥିଲେ । ହନୁମାନ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଚାରି ଦିନ ହେଲା
Read More...

ବଣେଇ ଚୈତ୍ର ମେଳା ପଡ଼ିଆରେ ଖଣ୍ଡାଧାର ମହୋତ୍ସବ ଉଦଘାଟିତ।

ସୁନ୍ଦର ଗଡ଼ ଜିଲ୍ଲା ବଣାଇରେ ତିନି ତିନିଦିନିଆ ଦ୍ୱାଦଶ ଖଣ୍ଡାଧାର ମହୋତ୍ସବ ଉଦଘାଟିତ ହୋଇଯାଇଛି। ଚୈତ୍ର ମେଳା ପଡ଼ିଆରେ ଚାଲିଥିବା ଏହି ମେଳାକୁ ବଣାଇ ରାଜାସାହେବ ବୀର କିଶୋର ଇନ୍ଦ୍ର ଦେଓ ଅନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ। ମହୋତ୍ସବ କମିଟି ର ସଭାପତି ପ୍ରଦୀପ କୁମାର
Read More...

ରାମନବମୀ ଶୋଭାଯାତ୍ରା ଶୃଙ୍ଖଳିତ ଭାବେ ସମାପନ ହୋଇଥିବାରୁ ରାଉରକେଲା ଏସ ପି ଙ୍କ ସମସ୍ତ କମିଟି ସଦସ୍ୟଙ୍କୁ ଧନ୍ୟବାଦ।

ରାଉରକେଲା ରେ ରାମନବମୀ ଶୋଭାଯାତ୍ର ଶାନ୍ତି ଶୃଙ୍ଖଳା ସହ ସମାହିତ ହୋଇଥିବାରୁ ରାଉରକେଲା ଏସ ପି ମୁକେଶ କୁମାର ଭାମୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶୁକ୍ରବାର ଦିନ ଏସପି ଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ ବୈଠକରେ ଏସପି , ବରିଷ୍ଠ ପୋଲିସ ଅଧିକାରୀ , ରାଉରକେଲା
Read More...

ବିଦ୍ୟା ଷ୍ଟଡି ପଏଣ୍ଟ ପକ୍ଷରୁ ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ପାଳନ।

ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ପବିତ୍ର ମହାବିଷୁଭ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ମହାସମାରୋହରେ ପାଳନ କରାଯାଇଥିଲ। । ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଡ଼ାକ୍ତର ଭାଗୀରଥୀ ଯୋଶୀ ଯୋଗ ଦେଇଥିଲେ ।
Read More...

ରାଜ୍ୟ ସରକାରଙ୍କ ତ୍ୱରାନ୍ୱିତ ପୋଷଣ କାର୍ଯ୍ୟକ୍ରମ ‘ସୋପାନ’ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାକୁ ସମ୍ପ୍ରସାରିତ।

-‘ସୋପାନ’ ଅଧୀନରେ ଗର୍ଭବତୀ ଓ ପ୍ରସୂତି ମା’ - ପ୍ରତ୍ୟେକଙ୍କୁ ୧୫୦ ଦିନ ପାଇଁ ରନ୍ଧାଖାଦ୍ୟ-କିଶୋରୀ ବାଳିକାଙ୍କ ପୋଷଣ ପାଇଁ ସପ୍ତାହରେ ୩ଟି ଅଣ୍ଡା-ବାର୍ଷିକ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଆୟୋଜିତ ସୁନ୍ଦରଗଡ଼, ୧୪ ଏପ୍ରିଲ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁ,
Read More...

ସୁନ୍ଦରଗଡ ଜିଲ୍ଲାରେ ବିଭିନ୍ନ
ଜନକଲ୍ୟାଣ କାର୍ଯ୍ୟର ଶୁଭାରମ୍ଭ।

• ସରକାରୀ ହାଇସ୍କୁଲଗୁଡ଼ିକର ହଷ୍ଟେଲ ରୂପାନ୍ତରଣ• ଶ୍ରମଜୀବୀ ମହିଳାମାନଙ୍କ କୁନି କୁନି ପିଲାମାନଙ୍କ ଯତ୍ନ ପାଇଁ ‘କଳିକା’• ଗ୍ରାମାଞ୍ଚଳରେ ପୋଖରୀ ପୁନରୁଦ୍ଧାର ଓ ବିକାଶ କାର୍ଯ୍ୟକ୍ରମ• ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ୱେବସାଇଟ୍ ଲୋକାର୍ପଣ ସୁନ୍ଦରଗଡ଼, ୧୪ ଏପ୍ରିଲ ୨୦୨୨:
Read More...

ଝାରଖଣ୍ଡକୁ ଚାଲାଣ ହେଉଥିବା ବେଳେ ୩୫ କୁଇଣ୍ଟାଲ ବେଆଇନ ମହୁଲ ଜବତ।। ଡ୍ରାଇଭର ଗିରଫ।

ବେଆଇନ ଭାବେ ମହୁଲ ଫୁଲ ଚାଲାଣ ହେଉଥିବା ବେଳେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଅବକାରୀ ବିଭାଗ ୩୫ କୁଇଣ୍ଟାଲ ମହୁଲ ଫୁଲ ଜବତ କରିଛି। ଏଥି ସହ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ କରାଯିବା ସହ ଡ୍ରାଇଭର କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଗୁରୁବାର ସକାଳେ ଏକ ମହୁଲ ବୋଝେଇ
Read More...