ବଣେଇ ଚୈତ୍ର ମେଳା ପଡ଼ିଆରେ ଖଣ୍ଡାଧାର ମହୋତ୍ସବ ଉଦଘାଟିତ।

0 296

ସୁନ୍ଦର ଗଡ଼ ଜିଲ୍ଲା ବଣାଇରେ ତିନି ତିନିଦିନିଆ ଦ୍ୱାଦଶ ଖଣ୍ଡାଧାର ମହୋତ୍ସବ ଉଦଘାଟିତ ହୋଇଯାଇଛି।

ଚୈତ୍ର ମେଳା ପଡ଼ିଆରେ ଚାଲିଥିବା ଏହି ମେଳାକୁ ବଣାଇ ରାଜାସାହେବ ବୀର କିଶୋର ଇନ୍ଦ୍ର ଦେଓ ଅନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ। ମହୋତ୍ସବ କମିଟି ର ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ଦିଲୀପ ତ୍ରିପାଠୀ, ରଣଜିତ ଚୌଧୁରୀ, ପଦ୍ମଚରଣ ଆଚାର୍ଯ୍ୟ, ପ୍ରମୁଖ ଉଦଘାଟନୀ ଉତ୍ସଵରେ ଉପସ୍ଥିତ ଥିଲେ। ବିଭିନ୍ନ ପ୍ରକାର ଲୋକ କଳାକୁ ନେଇ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ମହୋତ୍ସବ ତିନି ଦିନ ଧରି ଚାଲିବାକୁ ଥିବାବେଳେ ରାଜ୍ୟରେ ବିଭିନ୍ନ ଜିଲ୍ଲା ରୁ କଳାକାର ମାନେ ସେମାନଙ୍କ ନୃତ୍ୟ କଳା ପରିବେଷଣ କରିବା ର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.