Browsing Category

ଓଡିଶା

କେନ୍ଦ୍ରୀୟ ବିଦ୍ୟାଳୟରେ କୋଭିଡ ଅନାଥ ପିଲାଙ୍କୁ ଆଡ଼ମିଶନ ଏବଂ ଏମପି କୋଟା ଉଚ୍ଛେଦ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

କେନ୍ଦ୍ରୀୟ ବିଦ୍ୟାଳୟରେ ଏମ୍ ପି କୋଟା ଉଚ୍ଛେଦ ଏବଂ କୋଭିଡରେ ଅନାଥ ହୋଇଥିବା ପିଲାଙ୍କୁ ପାଠ ପଢ଼ିବାର ସୁଯୋଗ ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।କୋଭିଡ଼ରେ ମୃତ୍ୟୁ ବରଣ କରିଥିବା ବାପା , ମା ଙ୍କ ପିଲାଙ୍କୁ ଏହି କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ିବା ସୁଯୋଗ ଦେବା ଦ୍ୱାରା
Read More...

ଆଜିଠାରୁ ରାଉରକେଲା ସମେତ ରାଜ୍ୟର ସମସ୍ତ ସ୍କୁଲରେ ପାଠପଢା ବନ୍ଦ ରହିଛି।। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୩୦…

ରାଜ୍ୟର ସମସ୍ତ ସ୍କୁଲ ଆଜିଠାରୁ ବନ୍ଦ ରହିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠାରୁ ୫ ଦିନ ଲାଗି ସ୍କୁଲ ଗୁଡିକ ବନ୍ଦ ରଖାଯାଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ସମସ୍ତ ସରକାରୀ , ସରକାରୀ ଅନୁଦାନ ପ୍ରାପ୍ତ , ଘରୋଇ ଇଂରାଜୀ , ଓଡ଼ିଆ ମାଧ୍ୟମ
Read More...

ରେଳମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବନ୍ଦ ରହିଥିବା ମାଲଗୋଦାମ-
ବି ଏସ ଏନ ଏଲ ଛକ ରାସ୍ତା କାମ ଆରମ୍ଭ।। ଲୋକଙ୍କ ବୃହତ୍ତର

ଚାରିବର୍ଷ କାମ ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି ମାଲଗୋଦାମ- ରେଲୱେ କଲୋନୀ ରାସ୍ତା କାମ। ବାସନ୍ତୀ କଲୋନୀରୁବି ଏସ ଏନ ଏଲ ଛକ ପର୍ଯ୍ୟନ୍ତ ପାଖା ପାଖି ପ୍ରାୟ ୪ କିଲୋମିଟର ରାସ୍ତା କାମ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା। ବର୍ଷକ ମଧ୍ୟରେ କାମ ସାରିବାର ନିଷ୍ପତ୍ତି ନିଆଯାଇଥିଲା।
Read More...

କୋଇଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ।

ସୁନ୍ଦରଗଡ଼, ୨୫ ଏପ୍ରିଲ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ସୋମବାର ଦିନ ଏକ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଲୋକମାନଙ୍କ ବ୍ୟକ୍ତିଗତ ଓ ସାମୂହିକ ଅଭିଯୋଗ ଶୁଣିବା ସହ ଏହାର ତୁରନ୍ତ ସମାଧାନ
Read More...

ମ୍ୟାଲେରିଆ ନିୟନ୍ତ୍ରଣ ଲାଗି ମଶାରୀ ବଣ୍ଟନ କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲାକୁ ପ୍ରଥମ ପୁରସ୍କାର।। ସଫଳ…

ସୁନ୍ଦରଗଡ଼, ୨୫ ଏପ୍ରିଲ ୨୦୨୨: ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବା ଏଲ୍‌ଏଲ୍‌ଆଇଏନ୍ ବଣ୍ଟନ କାର୍ଯ୍ୟକ୍ରମର ସଫଳ ଡକ୍ୟୁମେଣ୍ଟେସନ ଲାଗି ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟସ୍ତରରେ ପ୍ରଥମ ପୁରସ୍କାର ଲାଭ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Read More...

ରାଉରକେଲା ରେ ଅଟୋ ଓଲଟି ପଡିବାରୁ ୫ଜଣ ସ୍କୁଲ ଛାତ୍ରୀ ଆହତ।। ଯାଞ୍ଚ ବ୍ୟବସ୍ଥା କଡାକଡି କରିବାକୁ ଦାବି।

ରାଉରକେଲା ରେ ସୋମବାର ସକାଳେ ଏକ ଘରୋଇ ଇଂଲିଶ ମିଡ଼ିଅମ ସ୍କୁଲର ଅଟୋ ଓଲଟି ପଡିବାରୁ ୫ ଜଣ ଛାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ମାତ୍ର ଏହି ଘଟଣା ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ପରିବହନ କରୁଥିବା ଯାନ ଗୁଡିକର ସୁରକ୍ଷା ଉପରେ
Read More...

ଆମକୋ-ସିମକୋ ସହିଦ ଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ଦେବାକୁ ଦାବି।। ସୁନ୍ଦରଗଡ଼ ଜିଲ୍ଲାରେ ଆମକୋ-ସିମକୋ ସହିଦ…

ସୁନ୍ଦରଗଡ ଜିଲ୍ଲାର ଆମକୋ-ସୀମକୋ ଶହୀଦ ପୀଠସ୍ଥଳୀକୁ ରାଜ୍ୟ ସରକାର ପର୍ଯ୍ୟଟନ ମାନଚିତ୍ରରେ ମର୍ଯ୍ୟାଦା ଦେଇଥିଲେ ମଧ୍ୟ ଆମକୋ-ସୀମକୋ ଶହୀଦଙ୍କୁ ଏପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ମିଳିପାରିନାହିଁ। ବ୍ରିଟିଶ ସରକାରଙ୍କ ଏହା ଏକ ବଡ଼ ଧରଣର ଗଣହତ୍ୟା ଥିଲା। କେହିକେହି
Read More...

ବଣାଇରେ ମହିଳା ମାନଙ୍କୁ ଆତ୍ମରକ୍ଷା ସମ୍ବଧିୟ କୌଶଳ ପ୍ରଶିକ୍ଷଣ।। କରାଟେ ଡୁ ସଂଘ ପକ୍ଷରୁ ପ୍ରଶିକ୍ଷଣ ଶିବିର…

ଆଜି ବଣାଇ କରାଟେ ଡୁ ସଂଘ ତରଫରୁ ଆତ୍ମରକ୍ଷା ସମ୍ବଧିୟ ଏକ ଶିବିର ଅନୁଷ୍ଠିତ ହୋଇଯାଇଛ। ମହିଳା ମାନେ କିପରି ଆତ୍ମରକ୍ଷା କରିପାରିବା କୌଶଳ ଅପଣାଇ ପାରିବେ ସେ ବାବଦରେ ଟ୍ରେନିଂ ଦିଆଯାଇଥିଲା। ଏହି ଶିବିରରେ ଆଖପାଖ ଅଞ୍ଚଳରୁ ବହୁ ବାଳିକା ଏବଂ ମହିଳା ମାନେ ଯୋଗ ଦେଇଥିଲେ। ଏହି
Read More...

ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ ଙ୍କୁ ଅନୁରୋଧ।। ପତ୍ର ଲେଖିଲେ…

ରାଉରକେଲା ସହରର ସମାଜ ସେବୀ ତଥା ରାଉରକେଲାଜାଗରଣ ମଞ୍ଚର ସଭାପତି ଅମିତାଭ ସାମଲ ରାଉରକେଲା ବିମାନ ବନ୍ଦର ର ସମ୍ପ୍ରସାରଣ କାମ ଶୀଘ୍ର ସାରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଶ୍ରୀ ସାମଲ କହିଛନ୍ତିଯେ ସ୍ମାର୍ଟ ସିଟି
Read More...

ଲଭ , ସେକ୍ସ , ଧୋକ୍କା।। ଗିରଫ ହେଲେ ଅତିରିକ୍ତ ତହସିଲଦାର।। ଯୁବତୀଙ୍କୁ ପ୍ରେମ ପ୍ରତାରଣା ଅଭିଯୋଗ ପରେ ଗିରଫ କଲା…

ପ୍ରଥମେ ପ୍ରେମ। ତାପରେ ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ। ଶେଷରେ ପ୍ରତାରଣା। ଜଣେ ଅତିରିକ୍ତ ତହସିଲଦାର ଙ୍କ ଠାରୁ ଜଣେ ଯୁବତୀ ଏପ୍ରକାର ଧୋକ୍କା ପାଇଛନ୍ତି। ଏ ନେଇ ରାଜଗାଙ୍ଗପୁର ଥାନା ରେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ଗିରଫକରିଛି ଅତିରିକ୍ତ ତହସିଲଦାରଙ୍କୁ । ଗିରଫ
Read More...