Browsing Category
ଓଡିଶା
ବଣାଇ : ଘନ ଘନ ଚୋରି ଏବଂ ଡକାୟତି ଉପରେ ଅଙ୍କୁଶ ଲଗାଇବା ଦାବି।। ଉପଜିଲ୍ଲାପାଳଙ୍କୁ ଭେଟିଲେ ବଣିକ ସଂଘ।
ବଣାଇ : ୩୦/୧୦(ସତ୍ୟାନ୍ୟୁଜ୍) ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଘନ ଘନ ଚୋରି, ସଶସ୍ତ୍ର ଡକାୟତି ହେଉ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସୁରକ୍ଷା ମନୋଭାବ ଦେଖା ଦେଇଛି। ଚୋରି , ଡକାୟତି ଘଟଣାରେ ପୋଲିସ କୁ ଏପର୍ଯ୍ୟନ୍ତ ସେପରି ସଫଳତା ମିଳି ନାହିଁ। ଲୋକଙ୍କ ଧନ ଜୀବନ!-->…
Read More...
Read More...
ରାଉରକେଲା : ରେଳ ବିଭାଗର ତ୍ୱରିତ ପଦକ୍ଷେପ କୁ ସବୁ ମହଲରେ ପ୍ରଶଂସା।। ଦୁର୍ଘଟଣା ଯୋଗୁଁ ଲାଇନ୍ ଜାମ୍ ଥିବାରୁ ୮୦୦…
ରାଉରକେଲା:୩୦/୧୦(ସତ୍ୟାନ୍ୟୁଜ) ଯାତ୍ରୀ ମାନଙ୍କ ସୁବିଧା ଏବଂ ସୁରକ୍ଷା ପାଇଁ ଏବେ ରେଳବାଇ ବେଶ୍ ତତ୍ପର ଥିବା ପରିଲକ୍ଷିତ ହେଉଛି। ବୁଧବାର ଦିନ ରାଉରକେଲା - ହାଟିଆ ରେଳ ମାର୍ଗ ର କରନୁଆଁ ଷ୍ଟେସନ୍ ନିକଟରେ ଏକ ମାଲଗାଡ଼ି ର ୧୪ ଟି ବଗି ଲାଇନ୍ ଚ୍ୟୁତ ହୋଇ ଯାଇଥିଲା। ରାଞ୍ଚି ରୁଟ୍ ରେ!-->…
Read More...
Read More...
ବଣାଇ : ଚୋରି ହୋଇଥିବ ଲକ୍ଷାଧିକ ଟଙ୍କାର ତମ୍ବା ତାର ଜବତ କଲା ପୋଲିସ।। ୪ ଗିରଫ , ପିକଅପ୍ ଭ୍ୟାନ ଜବତ।
ରାଉରକେଲା:୨୯/୧୦(ସତ୍ୟା ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ଲହୁଣୀ ପଡା ଥାନା ପୋଲିସ୍ ବିପୁଳ ପରିମାଣର ଚୋରି ହୋଇଥିବା ତମ୍ବା ତାର ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କରିଛି। ଏହା ସହ ପୋଲିସ୍ ଏକ ପିକଅପ୍ ଭ୍ୟାନ ମଧ୍ୟ ଜବତ୍ କରିଛି। ଏକ ସାମ୍ବାଦିକ ସମିଳନୀ ରେ ଏହି ସୂଚନା ଦେଇ ଛନ୍ତି ବଣାଇ!-->…
Read More...
Read More...
ବାଲେଶ୍ଵର : ହାଇୱେ ରେ ଛିଡ଼ା ହୋଇଥିବା ଟ୍ରକ୍ ପଛ କୁ ପିଟି ଦେଲା ବସ୍।। ୨ ମୃତ , ୧୦ ଆହତ ।
ବାଲେଶ୍ଵର:୨୯/୧୯(ସତ୍ୟାନ୍ୟୁଜ) ବାଲେଶ୍ଵର ଜିଲ୍ଲା ୬୦ ନଂ ଜାତୀୟ ରାଜପଥ ଲକ୍ଷ୍ମଣ ନାଥ ତନଖି ଫାଟକ ନିକଟରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକ କୁ ପଛପଟୁ ଯାତ୍ରୀବାହି ବସ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ଏହି ଦୁର୍ଘଟଣାରେ ୧୦ ରୁ ଅଧିକ ଯାତ୍ରୀ ଆହତ!-->…
Read More...
Read More...
ରାଉରକେଲା : ବଣାଇ ଥାନା ଅଞ୍ଚଳରେ ଚୋରି ଡକାୟତି ରେ ବୃଦ୍ଧି।। ବନ୍ଧୁକ ମୁନରେ ରବିବାର ଡକାୟତି ପରେ ସୋମବାର କବାଟ…
ରାଉରକେଲା : ୨୯/୧୦ (ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଚୋରି , ଡକାୟତି ସହ ବିଭିନ୍ନ ଅପରାଧ ବଢ଼ି ବଢ଼ି ଚାଲିଛି। ରବିବାର ଡକାୟତି ଘଟଣା ଲୋକଙ୍କ ମନରୁ ଯାଇ ନଥିବା ବେଳେ ସୋମବାର ଘର କବାଟ ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଇଛନ୍ତି ନଗଦ ୨ ଲକ୍ଷ ଟଙ୍କା ସହ ଲକ୍ଷାଧିକ!-->…
Read More...
Read More...
ରାଉରକେଲା : ଡିସେମ୍ବର ମାସରେ ଲୋକାର୍ପଣ ହେବ ଟ୍ରାଇବାଲ୍ ମ୍ୟୁଜିଅମ୍।। ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ କରିବେ…
ରାଉରକେଲା:୨୮/୧୦(ସତ୍ୟାନ୍ୟୁଜ) ଆସନ୍ତା ଡ଼ିସେମ୍ବର ମାସରେ ରାଉରକେଲା ରେ ଲୋକାର୍ପଣ ହେବ ବହୁ ପ୍ରତିକ୍ଷୀତ ଟ୍ରାଇବାଲ୍ ମ୍ୟୁଜିଅମ୍। ଏହି ପ୍ରକଳ୍ପ କୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଭୁବନେଶ୍ୱର ପରେ!-->…
Read More...
Read More...
ରାଉରକେଲା : ମହାନଗର ନିଗମ କମିଶନର ଦିନା ଦସ୍ତଗିର୍ ଙ୍କ ବିଭିନ୍ନ ଅଞ୍ଚଳ ଗସ୍ତ।। ସଫେଇ କାର୍ଯ୍ୟ ତ୍ୱରାନ୍ୱିତ କରିବା…
ରାଉରକେଲା ମହାନଗର ନିଗମ କମିଶନର ଦୀନା ଦସ୍ତଗୀର୍ ମହତାବ ରୋଡ଼ ଓ ଓରାମପଡାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଵଚ୍ଛତା, ପରିମଳ ସେବା, ରାସ୍ତା ଘାଟ, ଡ୍ରେନ୍, ଜବରଦଖଲ ଆଦି ସମସ୍ୟାର ସମୀକ୍ଷା କରିଥିଲେ। ଏହି ସମୟରେ ସେ ସ୍ଥାନୀୟ ବାସିନ୍ଦାଙ୍କ ସହ ସିଧାସଳଖ ଭାବେ ଭାବ ବିନିମୟ କରିବା ଅବସରରେ!-->…
Read More...
Read More...
ରାଉରକେଲା : ଆଜି ପୁଣି ଅବସ୍ଥାପିତ କରାଗଲା ଆଉ ଏକ ସିଆରପିଏଫ୍ କ୍ୟାମ୍ପ।। ସୀମାନ୍ତରେ ମାଓବାଦୀ ଗତିବିଧି ବୃଦ୍ଧି…
ରାଉରକେଲା:୨୮/୧୦(ସତ୍ୟାନ୍ୟୁଜ) ଓଡ଼ିଶା - ଝାଡ଼ଖଣ୍ଡ ସୀମାନ୍ତ ରେ ଏବେ ମାଓବାଦୀ ଗତିବିଧି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ସୀମାନ୍ତରେ ରାଉରକେଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଉରକେଲା ପୋଲିସ୍ ଜିଲ୍ଲାର ତିନୋଟି ଥାନା ଅଞ୍ଚଳରେ ସିଆରପିଏଫ୍ କ୍ୟାମ୍ପ!-->…
Read More...
Read More...
ରାଉରକେଲା : ସିଭିଲ ଟାଉନସିପ ଅଞ୍ଚଳର ଏକ ଘରୁ ସେକ୍ସ ରାକେଟ ଉପରେ ପୋଲିସ୍ ଚଢାଉ।। ଦୁଇ ଯୁବତୀ ଉଦ୍ଧାର।। ଜଣେ…
ରାଉରକେଲା:୨୭/୧୦(ସତ୍ୟାନ୍ୟୁଜ) ବାହାରେ ଲାଗିଥିଲା ଚାଓମିନ୍ ଡିଲରସିପ୍ ବୋର୍ଡ। କିନ୍ତୁ ଘର ଭିତରେ ଚାଲିଥିଲା ଦେହ ବ୍ୟବସାୟ। ଦିନେ ନୁହେଁ କି ମାସେ ନୁହେଁ , ବର୍ଷ ବର୍ଷ ଧରି ରାଉରକେଲାର ସମ୍ଭ୍ରାନ୍ତ ଏରିଆସିଭିଲ୍ ଟାଉନସିପ୍ ଅଞ୍ଚଳରେ ଚାଲିଥିଲା ଏହି ସେକ୍ସ ରାକେଟ। ଖବର ପାଇ ରଘୁନାଥପାଲି!-->…
Read More...
Read More...
ବଣାଇ : ବନ୍ଧୁକ ମୁନରେ ସଶସ୍ତ୍ର ଡକାୟତି।। ମା , ଝିଅଙ୍କୁ ବାନ୍ଧି ଲୁଟି ନେଲେ ଗହଣା ଏବଂ ନଗଦ ୨୦ ଲକ୍ଷ ଟଙ୍କା।
ବଣାଇ : ୨୭/୧୦(ସତ୍ୟାନ୍ୟୁଜ) ବଣାଇ ଥାନା ଅଞ୍ଚଳରେ ଗତକାଲି ରାତିରେ ଘଟି ଯାଇଛି ଏକ ଭୀଷଣ ଡକାୟତି। ମା , ଝିଅ ଙ୍କ ହାତ ଗୋଡ ବାନ୍ଧି ଡକାୟତ ମାନେ ଲୁଟି ନେଲେ ନଗଦ ୨୦ ଲକ୍ଷ ଟଙ୍କା ସହ ଏକ କୋଟି ଟଙ୍କାର ସୁନା ଗହଣା। ଏପରିକି ବନ୍ଧୁକ ମୁନରେ ଝିଅ କୁ ଦୁଷ୍କର୍ମ କରିବାର ଧମକ ଦେଇ ଲୁଟି ନେଲେ!-->…
Read More...
Read More...