Browsing Category

ଓଡିଶା

ରାଉରକେଲା : ଉତ୍କଳମଣି ହୋମିଓ ପାଥି କଲେଜ୍ ଛାତ୍ରଛାତ୍ରୀ ମାନେ ଆଜି ଠାରୁ ବସିଛନ୍ତି ଆମରଣ ଅନଶନରେ।। ଆଠ ଦଫା ଦାବୀ…

ରାଉରକେଲା:୮/୧୨(ସତ୍ୟାନ୍ୟୁଜ) ୮ ଦଫା ଦାବି ପୂରଣ ପାଇଁ ଆଜି ଠାରୁ ଆମରଣ ଅନଶନରେ ବସି ଛନ୍ତି ରାଜ୍ୟର ଆୟୁଷ ଡ଼ାକ୍ତରୀ ଛାତ୍ରଛାତ୍ରୀ ମାନେ। ଏହି ପରୀପ୍ରେକ୍ଷୀରେ ରାଉରକେଲା ଉତ୍କଳମଣି ହୋମିଓପାଥି କଲେଜ୍ ଏବଂ ହସ୍ପିଟାଲ ର ଛାତ୍ରଛାତ୍ରୀ ମାନେ ମଧ୍ୟ ଅନଶନରେ ବସି ଛନ୍ତି। କଲେଜ୍ ଗେଟ୍ ରେ
Read More...

ରାଉରକେଲା : ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀଙ୍କୁ ଆଇଜିଏଚ ରେ ଭେଟିଲେ ସ୍ବାସ୍ଥ୍ୟ ମନ୍ତ୍ରୀ।।…

ସୁନ୍ଦରଗଡ଼:୭/୧୨(ସତ୍ୟାନ୍ୟୁଜ) ଜଣେ ଯୁବକ ଦ୍ଵାରା ମାନସିକ ନିର୍ଯ୍ୟାତନା ତଥା ଆପତ୍ତି ଜନକ ଆଚରଣ କୁ ବରଦାସ୍ତ୍ କରି ନପାରି ଜଣେ ନାବାଳିକା ଛାତ୍ରୀ ଶୁକ୍ରବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ଣା ଅଞ୍ଚଳରେ ଦେହରେ ନିଆଁ ଲଗାଇ ଛାତ୍ରୀ ଜଣକ ଆତ୍ମହତ୍ୟା
Read More...

ରାଜଗାଙ୍ଗପୁର : ନାବାଳିକା ଛାତ୍ରୀ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ଘଟଣା।। ହାରାସମେଣ୍ଟ ଅଭିଯୋଗରେ ଜଣେ ଯୁବକ…

ରାଜଗାଙ୍ଗପୁର ଥାନା ଅଞ୍ଚଳରେ ନାବାଳିକା ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ।ସୁନ୍ଦରଗଡ଼ ଏସପିଙ୍କ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ।ସୁନ୍ଦରଗଡ଼:୬/୧୨(ସତ୍ୟାନ୍ୟୁଜ)ନାବାଳିକା ଛାତ୍ରୀଙ୍କୁ ଜଣେ ଯୁବକ ଦେଉଥିଲେ ମାନସିକ ନିର୍ଯାତନା। ଶେଷ ରେ ଦେହରେ ନିଆଁ ଲଗାଇ ଜୀବନ ହାରିବା କୁ
Read More...

ବଣାଇ : ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଜଳି ଗଲା ହାଇୱା।। ଟିକାୟତପାଲି ଥାନା ଅଞ୍ଚଳର ଘଟଣା।

ଜାତୀୟ ରାଜପଥରେ ହାଇୱା ଗାଡ଼ି ଜଳିଗଲା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ବଣାଇଁ : ୬/୧୨(ସତ୍ୟାନ୍ୟୁଜ) ବଣାଇଁ ଉପଖଣ୍ଡ ଟିକାୟତପାଲି ଥାନା ଅଞ୍ଚଳର ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଏକ ହାଇୱା ଗାଡ଼ିରେ ହଠାତ୍ ନିଆଁ ଲାଗି ଯିବାରୁ ଗାଡ଼ିଟି ସମ୍ପୂର୍ଣ
Read More...

ବଣାଇ : ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା।। ଗ ନିକଟରେ ଟ୍ରେଲର ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ।

୧୪୩ ନମ୍ବର୍ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା। ଦୁଇ ବାଇକ୍ ଆରୋହୀ ମୃତ। ବଣାଇ:୬/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ନିକଟରେ ଆଜି ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗତି ଟ୍ରଲର ଧକ୍କାରେ ଦୁଇଜଣ ବାଇକ୍
Read More...

ରାଉରକେଲା: ବିପିୟୁଟି ନିକଟରେ ଆଉ ଅଳିଆ ପକା ଯିବ ନାହିଁ।ବର୍ଜ୍ୟବସ୍ତୁ ପ୍ରକ୍ରିୟା କରଣ କେନ୍ଦ୍ର ତରକେରାରେ…

ରାଉରକେଲା:୬/୧୨(ସତ୍ୟାନ୍ୟୁଜ) ରାଉରକେଲାର ସହରରୁ ପ୍ରତିଦିନ ଟନ୍ ଟନ୍ ବର୍ଜ୍ୟବସ୍ତୁ ବାହାରୁଚି। ଏହି ସବୁ ବର୍ଜ୍ୟ ସାମଗ୍ରୀ କୁ ବିପିୟୁଟି ପାଖ ଖୋଲା ପଡ଼ିଆରେ ପକା ଯାଉଥିଲା। ଦିନକୁ ପ୍ରାୟ ୧୫୦ ଟନ୍ ବର୍ଜ୍ୟବସ୍ତୁ ଏଠାରେ ପକା ଯାଇ ପ୍ରକ୍ରିୟା କରଣ କରା ଯାଉଥିଲା। ଫଳରେ ଉକ୍ତ ଅଞ୍ଚଳ
Read More...

ରାଉରକେଲା : ସହରର ବିକାଶ ଲାଗି ଜନସାଧାରଣଙ୍କ ସହଯୋଗ କାମନା କଲେ ଆର୍ ଏମ୍ ସି କମିଶନର।। ସାମ୍ବାଦିକ ସମ୍ମିଳନୀ ରେ…

ରାଉରକେଲା ମହାନଗର ନିଗମ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତରାଉରକେଲା ସହରର ବିକାଶ ପାଇଁ ଗଣମାଧ୍ୟମ ଜରିଆରେ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କଲେ କମିଶନର ରାଉରକେଲା:୫/୧୨(ସତ୍ୟାନ୍ୟୁଜ) ରାଉରକେଲା ମହାନଗର ନିଗମ ଅଞ୍ଚଳରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ତଥା ନୂତନ
Read More...

ରାଜଗାଙ୍ଗପୁର : ଅମାନୁଷିକ ଭାବେ ସ୍କ୍ରୋପିଓ ରେ ହେଇଥିଲା ଗୋଚାଲାଣ।। ଖବର ପାଇ ଉଦ୍ଧାର କଲେ ପୋଲିସ୍।। ସ୍କ୍ରୋପିଓ…

ରାଜଗାଙ୍ଗପୁର:୪/୧୨(ସତ୍ୟାନ୍ୟୁଜ)ବେଆଇନ ଗୋ ଚାଲାଣ ହେଉଥିବା ବେଳେ ୬ ଟି ଗୋରୁଙ୍କୁ ଉଦ୍ଧାର କରା ଯାଇଛି। ପୋଲିସ ଜଣଙ୍କୁ ଅଟକ ରଖିବା ସହ ଗୋ ଚାଲାଣ ରେ ବ୍ୟବହୃତ ସ୍କ୍ରୋପିଓ ଗାଡ଼ିକୁ ଜବତ କରିଛି।ଗୋ ଚାଲାଣକାରୀ ମାନେ ଏକ ସ୍କର୍ପିଓ ଗାଡି ରେ ଅତି ଅମାନୁଷିକ ଭାବେ ୬ ଟି ଗୋରୁ ନେଇ
Read More...

ରାଉରକେଲା : ଆଜି ଠାରୁ ପୁଣି ଆରମ୍ଭ ହେଲା ରାଉରକେଲା – ଭୁବନେଶ୍ୱର ବିମାନ ସେବା।। ଏଥର ୭୨ ସିଟର୍ ପରିବର୍ତ୍ତେ…

ରାଉରକେଲା:୫/୧୨(ସତ୍ୟାନ୍ୟୁଜ) ରାଉରକେଲାର ୪ ମାସ ହେଲା ବନ୍ଦ ରହିଥିଲା ବିମାନ ସେବା। ଆଜି ଠାରୁ ଭୁବନେଶ୍ଵର - ରାଉରକେଲା ବିମାନ ପୁଣି ଆରମ୍ଭ ହୋଇଛି। ଇଣ୍ଡିଆ ୱାନ୍ ଏଆର୍ କମ୍ପାନୀ ବିମାନ ସେବା ଆଜି ଦିନ ୧୨ ଟା ୩୦ ମିନିଟ୍ ରେ ଭୁବନେଶ୍ୱର କୁ ଆରମ୍ଭ କରିଛି। ଭୁବନେଶ୍ଵର ରୁ ବାହାରି ଥିବା
Read More...

ରାଉତରା/ଯାଜପୁର : ରାଉତରା ଗାଁ ରେ ଶ୍ରୀ ରାଧାଙ୍କ ୧୦୮ ‘ ନାମ ଡାକ ଉତ୍ସବ ‘ ସମ୍ପନ୍ନ।। ଆରାଧ୍ୟ ଦେବତା…

ରାଉତରା:୩/୧୨(ସତ୍ୟାନ୍ୟୁଜ) କଳି ଯୁଗରେ ନାମ ନେବାହିଁ ସାର ଆଉ ସବୁ ଅସାର। ଏହାକୁ ଆଧାର କରି ଯାଜପୁର ଜିଲ୍ଲା ରାଉତରା ଗାଁ ରେ ଗତ କାଲି ରାତିରେ ଶ୍ରୀ ରାଧା ଙ୍କ ର ୧୦୮ ନାମ ଡାକ ଉତ୍ସବ ରୀତି ନୀତି ଏଵଂ ବିଧି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇ ଯାଇଛି। ରାଉତରା ଗ୍ରାମ ବିଞ୍ଝାରପୁର
Read More...