ରାଉରକେଲା : ନୂତନ ବର୍ଷ କୁ ସ୍ୱାଗତ କରିବାକୁ ଦୁଇ ବର୍ଷପରେ ଅୟୋଜିତ ହେବାକୁ ଯାଉଛି ଜିରୋ ନାଇଟ ସେଲିବ୍ରେସନ।। କୋଭିଡ ଲାଗି ଦୁଇବର୍ଷ ବନ୍ଦ ଥିଲା ୩୧ ଡିସେମ୍ବର ନାଇଟ।

0 626

ରାଉରକେଲା : ୩୧/୧୨(ସତ୍ୟା ନ୍ୟୁଜ)
କୋଭିଡ ମହାମାରୀ କଟକଣା ଯୋଗୁଁ ଦୁଇ ବର୍ଷ ପରେ ନୂଆବର୍ଷ କୁ ସ୍ୱାଗତ କରିବାକୁ ସହରରେ ଆୟୋଜନ କରାଯାଉଛି ୩୧ ଡିସେମ୍ବର ନାଇଟ। ଏଥିପାଇଁ ସହରର ବିଭିନ୍ନ କ୍ଲବ , ରେଷ୍ଟୁରାଣ୍ଟ , ହୋଟେଲ ଆଦିରେ ବିଭିନ୍ନ କର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି। ରାଉରକେଲା ବ୍ରାହ୍ମଣୀ କ୍ଲବରେ ଜିରୋ ନାଇଟ ପାଳନ କରିବାକୁ ବିଭିନ୍ନ ଆମୋଦ ପ୍ରମୋଦ ଯୁକ୍ତ କାର୍ଯ୍ୟକ୍ରମ କରାଯାଉଛି। ଅର୍କେଷ୍ଟ୍ରା , ନୃତ୍ୟ ଆଦିର ଆୟୋଜନ ସହ ସୁସ୍ୱାଦୁ ଖାଦ୍ୟ ପେୟର ମଧ୍ୟ ଆୟୋଜନ କରାଯାଇଛି। ୨୦୨୩ ନୂତନ ବର୍ଷକୁ ସ୍ୱାଗତ କରିବା ଲାଗି ରାଉରକେଲା ବାସୀ ବେଶ ଉତ୍ସାହିତ ଅଛନ୍ତି।

Leave A Reply

Your email address will not be published.