ରାଉରକେଲା : ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା।। ଯୋଗଦେଲେ ଯୁବ , ଛାତ୍ର , ମହିଳା ଶାଖାର କର୍ମୀ ମାନେ।

0 325

ବିଜୁ ଜନତା ଦଳ ପକ୍ଷରୁ ରବିବାର ଦିନ ରାଉରକେଲାରେ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଅକ୍ଟୋବର ୨ ତାରିଖରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଲୋକ ସମ୍ପର୍କ ବଢାଇବାକୁ ବିଜେଡି ର ଏହି ଜନ ସମ୍ପର୍କ ଯାତ୍ରା ରାଜ୍ୟ ବ୍ୟାପି ଚାଲିଛି। ରାଉରକେଲା ରେ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ୱରେ ଏହି ଶୋଭଯାତ୍ରା ବିଶ୍ରା ଛକରୁ ବାହାରି ଆମ୍ବେଦକର ଛକରେ ଶେଷ ହୋଇଥିଲା। ଏହି ଶୋଭାଯାତ୍ରାରେ ବିଜେଡି ର ଯୁବ , ଛାତ୍ର , ମହିଳା ଶାଖାର କର୍ମକର୍ତ୍ତା ମନେ ମଧ୍ୟ ସାମିଲ ହୋଇଥିଲେ

Leave A Reply

Your email address will not be published.