ରାଉରକେଲା : ସହଦୋୟ ସ୍କୁଲ କମ୍ପ୍ଲେକ୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।। ସିବିଏସଇ ସ୍କୁଲ ସମୂହର ୧୫ ଟି ଟିମ୍ ଯୋଗ ଦେଲେ।

0 402

ରାଉରକେଲା : ୨୨/୧୧ (ସତ୍ୟାନ୍ୟୁଜ) ସହଦୋୟ ସ୍କୁଲ କମ୍ପ୍ଲେକ୍ସ ପଶ୍ଚିମାଞ୍ଚଳ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଦିନ ରାଉରକେଲାରେ ଉଦଘାଟିତ ହୋଇଯାଇଛି। ସିବିଏସଇ ସ୍କୁଲ ସମୂହ ର ପ୍ରାୟ ୧୫ଟି ସ୍କୁଲ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଛିନ୍ତି। ରାଉରକେଲା ବିର୍ସ। ଡାହାର ରୋଡ଼ରେ ଥିବା ସରସ୍ୱତୀ ବିଦ୍ୟାମନ୍ଦିରରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି। ହରିୟାଣା ନାଗରିକ ସଙ୍ଘ ଅଧ୍ୟକ୍ଷ ନରେଶ ଅଗ୍ରୱାଲ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ।

Leave A Reply

Your email address will not be published.