ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳ ରେ ଘନ କୁହୁଡି ।

0 413

ଚଳିତ ରୂତୁ ର ପ୍ରଥମ କୁହୁଡି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଆଜି ଅନୁଭୂତ ହୋଇଛି । ଘନ କୁହୁଡି ଯୋଗୁ ଯାନ ବାହାନ ଚଳାଇବାରେ ଅସୁବିଧା ସୃଷ୍ଟି ହେଉଛି । ଅତି ପାଖରୁ ପାଖ ମଧ୍ୟ ଠିକ ଭାବେ ଦେଖା ଯାଉନଥିଲା

। ହେଲେ ଏହି କୁହୁଡ଼ିର ମଜା ମଧ୍ୟ ଲୋକମାନେ ନେଉଥିବାର ଦେଖାଦେଇଥିଲା । ପ୍ରାତ ଭ୍ରମଣ ରେ ବାହାରିଥିବା ଲୋକମାନେ କୁହୁଡି ର ମଜା ନେଉଥିବା ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.