ରାଉରକେଲା : ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ।। ୮ ଜୁଆଡି ଗିରଫ।। ୬୬ ହଜାର ଟଙ୍କା ଜବତ।

0 898

ରାଉରକେଲା : ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ।। ୮ ଜୁଆଡି ଗିରଫ।। ୬୬ ହଜାର ଟଙ୍କା ଜବତରାଉରକେଲା : ୧/୯ (ସତ୍ୟାନ୍ୟୁଜ) ରାଉରକେଲା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଛପଟେ ଚାଲୁଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୮ ଜଣ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୬୬ ହଜାର ଟଙ୍କା , ତାସ ପ୍ୟାକେଟ , ୫ଟି ମୋବାଇଲ ଫୋନ ଜବତ କରାଯାଇଛି। ଏହା ଛଡା ୮ଟି ଦୁଇଚକିଆ ଯାନ ମଧ୍ୟ ଜବତ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ରଘୁନାଥପାଲି ଥାନା ପୋଲିସ ଗୁରୁବାର ସନ୍ଧ୍ୟାରେ ଏହି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ ।।

Leave A Reply

Your email address will not be published.