Browsing Category

ଓଡିଶା

ରାଉରକେଲା : ବିମଳାଗଡରେ ନକଲି ବିଦେଶୀ ମଦ କାରଖାନା ଠାବ।। ୫ ଲକ୍ଷ ଟଙ୍କାର ନକଲି ମଦ ଏବଂ ପ୍ରସ୍ତୁତି ସାମଗ୍ରୀ ଜବତ।।…

ରାଉରକେଲା : ୨୪/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କେ ବଳଙ୍ଗ ଥାନା ଅନ୍ତର୍ଗତ ବିମଳାଗଡ ଫକୀର ମୁଣ୍ଡା ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛନ୍ତି। ଝାରଖଣ୍ଡ, ବିହାର ଅଞ୍ଚଳରୁ ସ୍ପିରିଟ୍ ଆଣି ନକଲି ବିଦେଶୀ ମଦ ପ୍ରସ୍ତୁତ କରୁ ଥିବା ଖବର ପାଇ
Read More...

ରାଉରକେଲା : ଅସମ୍ପୂର୍ଣ୍ଣ ବ୍ରିଜ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଗ୍ରାମବାସୀ।। ବ୍ରିଜ ସମ୍ପୂର୍ଣ…

ରାଉରକେଲା : ୨୪/୭(ସତ୍ୟାନ୍ୟୁଜ) ରାଉରକେଲା ସହର ନିକଟ ଦେଓ ନଦୀ ଉପରେ ନିର୍ମାଣଧିନ ବ୍ରିଜ ୬ ବର୍ଷ ହେଲା ଆରମ୍ଭ ହେଲାଣି। ମାତ୍ର ଏପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ହୋଇ ପରି ନାହିଁ। ମିଟ୍ କୁନ୍ଦୁରି ଠାରେ ଥିବା ଏହି ବ୍ରିଜ ର ୭୫ ଭାଗ କାମ ସରି ଯାଇଥିବା ବେଳେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ
Read More...

ବିରମିତ୍ରପୁର : ଶିକ୍ଷାନୁଷ୍ଠାନ ନିକଟରେ ମାଦକ ଦ୍ରବ୍ୟ କାରବାର ଉପରେ ଅଙ୍କୁଶ ଲଗାଇବାକୁ ଚଢ଼ାଉ।। ପୋଲିସ , ସ୍ଵାସ୍ଥ୍ୟ…

ରାଉରକେଲା : ୨୪/୭ (ସତ୍ୟାନ୍ୟୁଜ) ଶିକ୍ଷାନୁଷ୍ଠାନ ନିକଟରେ ମାଦକ ଦ୍ରବ୍ୟ ବିକ୍ରି , ଅସ୍ବାସ୍ଥ୍ୟକର ଖାଦ୍ୟ ପଦାର୍ଥ ବିକ୍ରି ଉପରେ ଅଙ୍କୁଶ ଲଗାଇବାକୁ ଅଣ୍ଟା ଭିଡିଛି ପ୍ରଶାସନ। ଏବାବଦରେ ଆଜି ବିରମିତ୍ରପୁର ସହରରେ ଜିଲ୍ଲା ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା ବିଭାଗ , ଅବକାରୀ ଓ ପୁଲିସ
Read More...

ରାଉରକେଲା : ମହାନଗର ନିଗମର ଜନଶୁଣାଣୀ।। ୩୦ ସମସ୍ୟାର ସମାଧାନ ଲାଗି ଶୁଣାଣି।

ରାଉରକେଲା : ୨୩/୭(ସତ୍ୟାନ୍ୟୁଜ) ରାଉରକେଲା ମହାନଗର ନିଗମ ତରଫରୁ ଜନସାଧାରଣଙ୍କ ଆପତ୍ତି ତଥା ଅଭିଯୋଗ ଗୁଡ଼ିକର ସମାଧାନ ଲାଗି ମଙ୍ଗଳବାର ସ୍ଥାନୀୟ ଦେଓଗାଁ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର
Read More...

ବଣାଇ : ଇନ୍ ଡୋର ଷ୍ଟାଡିୟମ୍ ରେ ସୁନ୍ଦରଗଡ଼ ଜିଲ୍ଲା କ୍ୱାନ୍ କିଡୁ ଆସୋସିଏସନ୍ ପକ୍ଷରୁ କରାଟେ ପ୍ରତିଯୋଗିତା…

ବଣାଇ :୨୩/୭ (ସତ୍ୟାନ୍ୟୁଜ)ବଣାଇଗଡ ସିଂ ଟୋଲା ଇନ୍ ଡୋର ଷ୍ଟାଡିୟମରେ ସୁନ୍ଦରଗଡ଼ ଜିଲ୍ଲା କ୍ୱାନ୍କିଡୁ ଆସୋସିଏସନ୍ ପକ୍ଷରୁ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ୱାନ୍ କିଡୁ ଆସୋସିଏସନ୍ ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ୍ ବାରିକ ଅଧ୍ୟକ୍ଷତା
Read More...

ବଣାଇ : ବଣାଇ ଉପଖଣ୍ଡରେ ହାତୀ ଉପଦ୍ରବ।। ଜେ ଏସ୍ ଡବ୍ଲୁ ମାଇନ୍ସ ରେ ପଶିଲା ହାତୀ।। ସେପଟେ ଦୁଇଟି ସାହିରେ ଘର…

ବଣାଇ : ୨୩/୭ (ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡରେ ହାତୀ ଉପଦ୍ରବ ଥମୁ ନାହିଁ। ଜଙ୍ଗଲ ଛାଡି ହାତୀ ଏବେ ସହର ମୁହାଁ ହୋଇଛନ୍ତି। ଜଙ୍ଗଲରେ ଆବଶ୍ୟକୀୟ ଖଦ୍ୟ ମିଳୁ ନଥିବାରୁ ହାତୀ ଏବେ ଗ୍ରାମ ଏବଂ ସହର ମୁହାଁ ହେଉଛନ୍ତି । ବଣାଇ ଥାନାର ବିଭିନ୍ନ ଗ୍ରାମ ରେ ହାତୀ ଉପଦ୍ରବ ଚାଲିଥିବା ବେଳେ ଏବେ
Read More...

ରାଉରକେଲା : ଗୃହସ୍ଥୀ ଉଦ୍ୟୋଗରେ ଉତ୍ସାହ , ଉଦ୍ଦୀପନା ସହ ଗୁରୁ ପୂର୍ଣ୍ଣିମା ପାଳିତ।। ସମସ୍ତେ ମିଳିମିଶି ପାଳନ କଲେ…

ରାଉରକେଲା : ୨୨/୭ (ସତ୍ୟାନ୍ୟୁଜ) ପ୍ରତ୍ୟେକ ବର୍ଷ ପରି, ଚଳିତ ବର୍ଷ ମଧ୍ୟ ଗୃହସ୍ଥୀ ଉଦ୍ୟୋଗରେ ଗୁରୁ ପୂର୍ଣିମା ଉତ୍ସବ ପାଳିତ ହୋଇଛି। ଓଡିଶାର ଖ୍ୟାତନାମା ମସଲା କମ୍ପାନୀ ' ଗୃହସ୍ଥୀ ' ଉଦ୍ୟୋଗ ପ୍ରାଇଭେଟ ଲିମିଟେଡ୍ ସର୍ବଦା ତାହାର ଗୁଣବତ୍ତା ସହିତ ସହିତ ଦେଶର ସମସ୍ତ ପର୍ବକୁ ବଡ଼ ହର୍ଷ
Read More...

ବଣାଇ : ଶ୍ରାବଣ ମାସର ପ୍ରଥମ ସୋମବାରରେ ବାବା ବାଣେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ।। ପ୍ରଶାସନ ପକ୍ଷରୁ ବ୍ୟାପକ…

ବଣାଇ : ୨୨/୭ (ସତ୍ୟାନ୍ୟୁଜ) ଶ୍ରାବଣ ମାସର ପ୍ରଥମ ସୋମବାରରେ ବଣାଇଁର ପ୍ରସିଦ୍ଧ ଶୈବପୀଠ ଦେଓଗାଁ ଠାରେ ଥିବା ବାବା ବାଣେଶ୍ଵର ମନ୍ଦିରରେ ବୋଲବମ୍ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ଏଥିପାଇଁ ଦେବୋତ୍ତର ବିଭାଗ , ପୋଲିସ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା
Read More...

ରାଉରକେଲା : ବାଇକ୍ କୁ ଧକ୍କା ଦେଲା ହାଇବା। ଘଟଣା ସ୍ଥଳରେ ତିନି ସାଙ୍ଗଙ୍କ ମୃତ୍ୟୁ।। ୫୨୦ ନମ୍ବର ଜାତୀୟ ରାଜପଥ ରେ…

ରାଉରକେଲା : ୨୧/୭(ସତ୍ୟାନ୍ୟୁଜ) ଫୁଟବଲ ଖେଳି ବାଇକ ଯୋଗେ ଘରକୁ ଫେରୁଥିଲେ ତିନି ଯୁବକ। ହେଲେ ଘରେ ପହଁଚିବାର କେହି ମୁହୁର୍ତ୍ତ ପୂର୍ବରୁ ହାଇବା ଗାଡି ଧକ୍କାରେ ଚାଲିଗଲା ତିନି ସାଙ୍ଗଙ୍କ ଜୀବନ। ଏପରି ଦୁଃଖଦ ଘଟଣା କୋଇଡା ଥାନା କାଲଟା ଫାଣ୍ଡି ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ
Read More...

ବଣାଇ : ଦୋକାନ ଭିତରେ ପଶିଗଲା ବୋଲେରୋ।। ଅଳ୍ପକେ ବର୍ତ୍ତିଲେ ମାଲିକ ଏବଂ ଗ୍ରାହକ।। ଡ୍ରାଇଭର ଫେରାର।

ବଣାଇ : ୨୧/୭ (ସତ୍ୟାନ୍ୟୁଜ)ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅର୍ନ୍ତଗତ କେନ୍ଦ୍ରୀକଳା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା କଡ଼ରେ ଥିବା ଦୋକାନ ଭିତରକୁ ଏକ ବୋଲେରୋ ଗାଡ଼ି ଦ୍ରୁତ ଗତିରେ ଆସି ପଶି ଯାଇଥିଲା। ଦୋକାନରେ ଥିବା ଗ୍ରାହକ ଏବଂ ମାଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଗାଡିଟି
Read More...