Browsing Category

ଓଡିଶା

ରାଉରକେଲା : ମାଛ ବଜାର ଲାଗି ଥିବାରୁ ବସ୍ ଷ୍ଟପ୍ ଯାଇ ପାରୁ ନାହାଁନ୍ତି ଯାତ୍ରୀ।। ସ୍ଥାନାନ୍ତର ଦାବି।

ରାଉରକେଲା:୫/୧୦(ସତ୍ୟାନ୍ୟୁଜ) ବସ୍ ରହଣି ସ୍ଥଳ ନିକଟରେ ମାଛ ବଜାର। ସାଧାରଣ ଲୋକ ଏବଂ ଯାତ୍ରୀ ମାନେ ଏଥି ଲାଗି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଖରେ ହନୁମାନ ମନ୍ଦିର ମଧ୍ୟ ଅଛି। ଉଭୟ ମନ୍ଦିର ଏବଂ ବସ୍ ଷ୍ଟପେଜ୍ ନିକଟରେ ମାଛ ବଜାର ଏକ ଅଶ୍ୱସ୍ତି କର ପରିବେଶ ସୃଷ୍ଟି କରୁଛି। ଏପରି
Read More...

ରାଉରକେଲା : ମା’ ଙ୍କ ଭସାଣି ଉତ୍ସବ ଆଜି।। ବାଲୁଘାଟ ରେ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ପ୍ରସ୍ତୁତି ଶେଷ।

ରାଉରକେଲା:୩/୧୦(ସତ୍ୟାନ୍ୟୁଜ) ମା' ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ବାଲୁଘାଟରେ ନିର୍ମିତ ଅସ୍ଥାୟୀ ପୋଖରୀରେ ପ୍ରସ୍ତୁତି କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟକୁ ପହଞ୍ଚିଛି। ବିସର୍ଜନ ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା
Read More...

ସୁନ୍ଦରଗଡ଼/ରାଜଗାଙ୍ଗପୁର : ୧୨ ଲକ୍ଷ ଟଙ୍କାର ବେଆଇନ୍ ବାଣ ଜବତ , ୨ ଅଟକ।। ଅପରେସନ ଅଗ୍ନିରେ ପୋଲିସ୍ କୁ ବଡ଼ ସଫଳତା।

ସୁନ୍ଦରଗଡ଼:୨୬/୯(ସତ୍ୟା ନ୍ୟୁଜ) ରାଜ୍ୟରେ ବେଆଇନ୍ ଭାବେ ଗଚ୍ଛିତ ଥିବା ବାଣ ବିସ୍ପୋରଣ ଯୋଗୁଁ।ଜୀବନ ହାନି ସହ ଧନ ସଂପତ୍ତି ନଷ୍ଟ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ଡିଜି ଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଛି ଅପରେସନ ଅଗ୍ନି।ରାଉରକେଲାରେ ପ୍ରାୟ ପ୍ରତିଦିନ ବେଆଇନ୍ ଗଚ୍ଛିତ ବାଣ ଜବତ
Read More...

ରାଉରକେଲା : ବିଦ୍ୟୁତ୍ ନିର୍ମାଣ କମ୍ପାନୀର ସଶସ୍ତ୍ର ଡକାୟତି।। କର୍ମଚାରୀଙ୍କ ହାତ ଗୋଡ ବାନ୍ଧି ଲୁଟି ନେଲେ ଦେଢ଼…

ରାଉରକେଲା:୨୬/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଏବେ ବିଦ୍ୟୁତ୍ କମ୍ପାନୀ ରୁ ଲୁଟ୍ କରୁଥିବା ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ଗତକାଲି ରାତିରେ ଲହୁଣୀପଡ଼ା ଥାନା ଅନ୍ତର୍ଗତ ଦର୍ଜିଂ ଠାରେ ଏକ ବିଦ୍ୟୁତ୍ ନିର୍ମାଣ କମ୍ପାନୀର କ୍ୟାମ୍ପ ରେ ଭୀଷଣ ଡକାୟତି ହୋଇଯାଇଛି।ଅଫଶୋର କଷ୍ଟ୍ରକ୍ସନ୍
Read More...

ରାଉରକେଲା : ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କା।। ୫ ମୃତ , ୧୨ ଗୁରୁତର।। ଜାତୀୟ ରାଜପଥ ୫୨୦ ରେ ଦୁର୍ଘଟଣା।

ରାଉରକେଲା:୨୫/୯(ସତ୍ୟାନ୍ୟୁଜ) କୋଇଡା ବ୍ଲକ୍ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୨୦ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ଅତି କମ୍ ରେ ୫ ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଅନ୍ୟ ବହୁ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ସୂଚନା
Read More...

ସୁନ୍ଦରଗଡ଼ : ମେଡିକାଲ କଲେଜ ଏବଂ ହସ୍ପିଟାଲ୍ ରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ।। ପ୍ରତିବାଦରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ…

ସୁନ୍ଦରଗଡ଼:୨୫/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ରେ ମେଡିକାଲ କଲେଜରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ ପରେ ଅସ୍ବାଭାବିକ ପରିସ୍ଥିତି। ଡାକ୍ତରଙ୍କୁ ମାଡ଼ ପ୍ରତିବାଦରେ ଅନ୍ୟ ଡାକ୍ତର ମାନେ ରାତିରେ କାର୍ଯ୍ୟ ବନ୍ଦ କରି ଦେଇଥିଲେ। ଫଳରେ ଓପିଡି ଏବଂ ଜରୁରୀ କାଳୀନ ସେବା ପ୍ରଭାବିତ ହୋଇଥିଲା। ଉତ୍ତେଜନା
Read More...

ବଣାଇ : ବଣାଇ ଅଞ୍ଚଳରେ ବୁଲା କୁକୁର ଆତଙ୍କ।। କୁକୁର କାମୁଡ଼ାରେ ୮ ଆହତ।। କୁକୁର କୁ ପିଟି ପିଟି ମାରିଦେଲେ ଲୋକେ।

ବଣାଇ : ୨୫/୯(ସତ୍ୟାନ୍ୟୁଜ) ବଣାଇ ଅଞ୍ଚଳରେ ବୁଲା କୁକୁର ଆତଙ୍କ। କୁକୁର କାମୁଡ଼ାରେ ଆଠ ଜଣ ଆହତ ହେବା ପରେ ଉତ୍ୟକ୍ତ ଲୋକେ ପିଟି ପିଟି କୁକୁର କୁ ମାରି ଦେଲେ। ଏପରି ଏକ ଅଭାବନୀୟ ଘଟଣା ବଣାଇର ଶୁଣ୍ଢୀକୋଣ ଅଞ୍ଚଳ ରେ ଘଟିଛି। ଏହି ବୁଲା କୁକୁର ଟି ବୁଲି ବୁଲି ଏ ଅଂଚଳ ରେ ପ୍ରାୟ ୮ ଜଣଙ୍କୁ
Read More...

ରାଉରକେଲା : MSQ ଆପ୍ ଜରିଆରେ ଲକ୍ଷଲକ୍ଷ ଟଙ୍କା ଠକେଇ ମାମଲାରେ ୩ ଗିରଫ।। ଅନ ଲାଇନ୍ ଠକ ସଂସ୍ଥାର କିଙ୍ଗପିନ୍ ଅଶୋକ…

ରାଉରକେଲା:୨୪/୯(ସତ୍ୟାନ୍ୟୁଜ) ଏମ୍ ଏସ କ୍ୟୁ ଆପ୍ ଜରିଆରେ ଲୋକ ମାନଙ୍କୁ ପ୍ରଭାବିତ କରି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ସଂସ୍ଥା ର ତିନଜଣ ସଦସ୍ୟଙ୍କୁ ରାଉରକେଲା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ଅନଲାଇନ୍ ଠକ ରାକେଟ୍ ର କିଙ୍ଗପିନ୍ ଅଶୋକବଡ଼ାଇକ୍ ମଧ୍ୟ ଗିରଫ ହୋଇଛି। ଏହି
Read More...

ବଣାଇ : ମହୁଲପଦା ଥାନା ଅଞ୍ଚଳରେ ସାପ କାମୁଡାରେ ମା’ ପୁଅ ମୃତ।। ଦୁଇ ମାସରେ ସାପ କାମୁଡାରେ ଜିଲ୍ଲାରେ ୧୨…

ବଣାଇ:୨୪/୯(ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡ ମହୁଲପଦା ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ରେ ମା' ପୁଅଙ୍କ ମୃତ୍ୟୁ ହୋଇ ଯାଇଛି। ଘରେ ସୋଇଥିବା ବେଳେ ସାପ କାମୁଡ଼ି ଦେବାରୁ ଏହି ଦୁଃଖଦ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ବଡଚୂଆଁ
Read More...

ବଣାଇ : ମହୁଲପଦା ଥାନା ଅଞ୍ଚଳରେ ସାପ କାମୁଡାରେ ମା’ ପୁଅ ମୃତ।। ଦୁଇ ମାସରେ ସାପ କାମୁଡାରେ ଜିଲ୍ଲାରେ ୧୨…

ବଣାଇ:୨୪/୯(ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡ ମହୁଲପଦା ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ରେ ମା' ପୁଅଙ୍କ ମୃତ୍ୟୁ ହୋଇ ଯାଇଛି। ଘରେ ସୋଇଥିବା ବେଳେ ସାପ କାମୁଡ଼ି ଦେବାରୁ ଏହି ଦୁଃଖଦ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ବଡଚୂଆଁ
Read More...