Browsing Category
ଓଡିଶା
ଆସନ୍ତା ତିନିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତ ଲହର ଜାରି ରହିବ।। ପୂର୍ବାନୁମାନ କଲେ ଭାରତୀୟ ପାଣିପାଗ ବିଭାଗ।
ଆସନ୍ତା ତିନିଦିନ ଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶୀତ ଲହର ଦେଖାଯିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗଏ ବାବଦରେ ପୂର୍ବାନୁମାନ କରିଛି।
ସୁନ୍ଦରଗଡ଼ ଜିଲ୍ଲା ସମେତ କଳାହାଣ୍ଡି , କନ୍ଧମାଳ , ନୂଆପଡା , ବରଗଡ଼ , ବଲାଙ୍ଗୀର ,ସୋନପୁର , ବୌଦ୍ଧ , ସମ୍ବଲପୁର ,!-->!-->!-->!-->!-->!-->!-->…
Read More...
Read More...
ରାଜଗାଙ୍ଗପୁର ଲ୍ୟାମ୍ପସ ଏମ ଡି ଙ୍କ ଘର ଏବଂ କାର୍ଯ୍ୟାଳୟ ରେ ଭିଜିଲାନ୍ସ ଚଢ଼ାଉ।। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ…
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜଗାଙ୍ଗପୁର ଲ୍ୟାମ୍ପ ର ପରିଚାଳନା ନିର୍ଦ୍ଦେଶକ ପରୀକ୍ଷିତ ସାହୁଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି
। ଆଜି ଭୋରୁ ଆରମ୍ଭ ହୋଇଥିବା ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୩ ଡ଼ିଏସପି ଏବଂ ୪!-->!-->!-->!-->!-->!-->!-->…
Read More...
Read More...
ସୁନ୍ଦରଗଡ ଜିଲ୍ଳାରେ ୨ ,୦୦୮ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ।। ୧୯୯୯ ୱାର୍ଡ ମେମ୍ବର , ୪ ସରପଞ୍ଚ , ୫…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗମ ହେଲାଣି ପ୍ରଚାର। ନାମାଙ୍କନ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରି ଦେଇଛନ୍ତି।
ଚଳିତ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୩,୯୩୭!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା- ଝାରଖଣ୍ଡ ରାସ୍ତାରେ ମାଓବାଦୀ ପୋଷ୍ଟର।। ଦୁଇ କେନ୍ଦ୍ରୀୟ କମିଟି ସଦସ୍ୟଙ୍କୁ ଖଲାସ ଦାବି।
ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ନିଜର ଉପସ୍ଥିତି ଜାହିର କରିଛି ମାଓବାଦୀ ସଙ୍ଗଠନ। ସିଆର୍ପିଏଫ୍ ଯବାନ ଓ ସ୍ଥାନୀୟ ପୁଲିସକୁ ଚକ୍ମା ଦେଇ ରାଉରକେଲା-ଝାଡ଼ଖଣ୍ଡର ରାସ୍ତା ଭାଲୁଲତା ଓ ବମ୍ବୁଆ ରାସ୍ତାରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ଦୁଇ ସିପିଆଇ ମାଓନେତାଙ୍କୁ ମୁକ୍ତ ଦାବିରେ ମାଓବାଦୀ!-->…
Read More...
Read More...
ମୁଖ୍ୟମନ୍ତ୍ରୀ କୋଭିଡ ସ୍ଥିତି ସମୀକ୍ଷା କଲେ।। ବୟସ୍କ ଏବଂ କୋଭିଡ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ ଦେବା ଉପରେ ଗୁରୁତ୍ୱ…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ କୋଭିଡ-୧୯ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେବା ସହିତ ବରିଷ୍ଠ ନାଗରିକ , ସମ୍ମୁଖ କୋଭିଡ୍ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ!-->…
Read More...
Read More...
ରାଜଗାଙ୍ଗପୁର ଆଇ ଟି କଲୋନୀ ରେ ପାର୍କ କରାଯାଇଥିବା କାର ରେ ଲାଗିଲା ନିଆଁ।। ପୋଲିସ ତଦନ୍ତ ଜାରି।
ରାଜଗାଙ୍ଗପୁର ଆଇଟି କଲୋନୀ ରେ ବୁଧବାର ରାତିରେ ଏକ କାରରେ ନିଆଁ ଲାଗି କାର ଟି ସମ୍ପୂର୍ଣ୍ଣ ପୋଡି ଯାଇଛି। ପୋଲିସ ଘଟଣାର ଅନୁ
ସନ୍ଧାନ କରୁଛନ୍ତି
ସୂଚନା ମୁତାବିକ ଆଇଟି କଲୋନୀ ର ବାସିନ୍ଦା ରାଜେଶ୍ୱର ରଥ ଗତ ରାତିରେ ତାଙ୍କ ବଲେନୋ ଗାଡି ନମ୍ୱର ଓଡ଼ି ୧୪ଟି ୯୦୬୫ ଟିକୁ!-->!-->!-->!-->!-->!-->!-->!-->!-->!-->!-->…
Read More...
Read More...
ସୁନ୍ଦରଗଡରେ ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ପ୍ରଚାର ଆରମ୍ଭ।। କୋଭିଡ ପ୍ରୋଟୋକଲ ଅନୁସାରେ ପ୍ରଚାର।
ପଞ୍ଚାୟତ ନିର୍ବାଚନ ଲାଗି ସୁନ୍ଦରଗଡ ରାଜନୀତି ସରଗରମ ହୋଇ ଉଠିଛି। ୱାର୍ଡ ମେମ୍ବର , ସରପଞ୍ଚ , ସମିତି ସଭ୍ୟ , ଜିଲ୍ଲା ପରିଷଦ ସଦସ୍ୟ ଲାଗି ନିର୍ବାଚନୀ ଚିହ୍ନ ମିଳିବା ପରେ ପ୍ରାର୍ଥୀ ମାନେ ନିଜ ନିଜ ସପକ୍ଷରେ ଭୋଟ ଲାଗି ପ୍ରଚାର ଆରମ୍ଭ କରିଦେଲେଣି। ଏବେ କୋଭିଡ କଟକଣା ଯୋଗୁଁ ନିର୍ବାଚନୀ!-->…
Read More...
Read More...
ପ୍ଲସ ୨ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ।। କୋର୍ସ ପୁରା ହୋଇ ନଥିବାରୁ ଏବଂ କୋଭିଡ ସ୍ଥିତି ଯୋଗୁଁ…
ପ୍ଲସ ୨ ପରୀକ୍ଷା ବାତିଲ ଦାବିରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଗୁରୁବାର ଦିନ ଶହ ଶହ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି
। କୋଭିଡ ସ୍ଥିତି ଯୋଗୁଁ ଏହି ପରୀକ୍ଷା ବାତିଲ କରିବାକୁ ଛାତ୍ର ଛାତ୍ରୀ ମାନେ ଦାବି କରିଛନ୍ତି। ପାଠ୍ୟ ଖସଡ଼ା ର କୋର୍ସ ପୁରା ହୋଇନଥିବା!-->!-->!-->!-->!-->!-->!-->…
Read More...
Read More...
ରାଜ୍ୟରେ କୋଭିଡ ସଂକ୍ରମଣ
ତଳମୁହାଁ।। ତଥାପି ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପରାମର୍ଶ।
ସୁନ୍ଦରଗଡ଼ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଏବେ କୋଭିଡ ସଂକ୍ରମଣ ତଳମୁହାଁ ହେଉଛି। ଜାନୁଆରୀ ୨୬ ରିପୋର୍ଟ ମୁତାବକ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୯୦୧ ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୫୪୫ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଲଗାତାର ଭାବେ ସଂକ୍ରମଣ!-->!-->!-->!-->!-->!-->!-->…
Read More...
Read More...
ବଣେଇ ପରେ ଗୋଠଛଡା ଦନ୍ତାର ରାଉରକେଲା ବନଖଣ୍ଡରେ ଆତଙ୍କରାଜ।। ଟ୍ରାଙ୍କୁଲାଇଜର ଦେଇ ହାତୀକୁ ଅନ୍ୟତ୍ର ନେଇଯିବାକୁ ଦାବି।
ବଣେଇ ଫରେଷ୍ଟ ରେଞ୍ଜ ରେ ଗତ ୧୦ ଦିନ ହେଲା ଘରଦ୍ୱାର ଭାଙ୍ଗି ଆତଙ୍କ ସୃଷ୍ଟି କରୁଥିବା ଗୋଠଛଡା ଦନ୍ତା ଏବେ ରାଉରକେଲା ଫରେଷ୍ଟ ଡିଭିଜନ ରେ ଆତଙ୍କରାଜ ଆରମ୍ଭ କରିଛି।
ସୁନ୍ଦର ଗଡ଼ ଜିଲ୍ଲା ବଣାଇ, କୁଳିପୋଷ ଅଞ୍ଚଳ ରେ ଏହି ଦନ୍ତା ୩୦ ରୁ ଉର୍ଦ୍ଧ୍ବ ଘର ଭାଙ୍ଗିବା ସହ ବହୁ ଫସଲ ,!-->!-->!-->!-->!-->!-->!-->…
Read More...
Read More...