Browsing Category
ଓଡିଶା
ବାଇକ ଦୁର୍ଘଟଣାରେ ଗୋଟିଏ ପରିବାରର ଜଣେ ମୃତ ତିନି ଆହତ।। ଚିକିତ୍ସା ଲାଗି ଆହତଙ୍କୁ ରାଉରକେଲା ପଠାଗଲା।
ସୁନ୍ଦର ଗଡ଼ ଜିଲ୍ଲା କେ ବଳଙ୍ଗ ଥାନା ର ଲହଙ୍ଗାପଡା ଠାରେ ଗତକାଲି ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣେ ତିନି ବର୍ଷ ଶିଶୁ ର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ପରିବାର ର ତିନିଜଣ ଆହତ ହୋଇଛନ୍ତି
। ଆହତଙ୍କ ମଧ୍ୟରେ ଶିଶୁ ର ବାପା , ମା ଅନ୍ୟ ଜଣେ ଗୁରୁତର ଆହତ ହୋଇ ରାଉରକେଲା!-->!-->!-->!-->!-->!-->!-->…
Read More...
Read More...
ମୁଖ୍ୟ ଶାସନ ସଚିବ ଏବଂ ୫ ଟି ସଚବଙ୍କ ରାଉରକେଲା ଗସ୍ତ।। ବିରସା ମୁଣ୍ଡା ହକି ଷ୍ଟାଡିଅମ ନିର୍ମାଣ ର ସମୀକ୍ଷା କଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ୍ ରାଉରକେଲା ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା!-->…
Read More...
Read More...
ଇଟ ସ୍ମାର୍ଟ ସିଟି ପ୍ରତିଯୋଗିତାରେ ରାଉରକେଲା ୧୧ଟି ସହର ମଧ୍ୟରେ ସ୍ଥାନ ପାଇଛି।
ରାଉରକେଲା, ୧୬ ମାର୍ଚ୍ଚ ୨୦୨୨:ଇଟ ସ୍ମାର୍ଟ ସିଟି ପ୍ରତିଯୋଗିତାରେ ରାଉରକେଲା ସ୍ମାର୍ଟ ସିଟି ଭଲ ପ୍ରଦର୍ଶନ କରି ୧୧ଟି ସହର ମଧ୍ୟରେ ସ୍ଥାନ ପାଇଛି। ଖାଦ୍ୟ ଓ କୃଷି ସଂସ୍ଥା, ଏମୟୁଏଫପିପି, ଫୁଡ଼ ଫାଉଣ୍ଡେସନ ତଥା ନେଟପ୍ରୋଫାନ (ନେଟୱର୍କ ଅଫ ପ୍ରଫେସନାଲସ ଅଫ ଫୁଡ଼ ଆଣ୍ଡ ନ୍ୟୁଟ୍ରିସନ)!-->…
Read More...
Read More...
ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ସୁନ୍ଦରଗଡ
ଏନ ଟି ପି ସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ।
ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ସୁନ୍ଦରଗଡରେ ଥିବା ଏନ ଟି ପି ସି ରେ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।ଏନ ଟି ପି ସି ୧୯୭୫ ମସିହାରେ ସ୍ଥାପନ କରାଯାଇଥିଲା ଏବଂ ଏହା ଆଜି ସଫଳତାର ସହ ୪୬ ବର୍ଷରେ ପଦାର୍ପଣ କରିଛି। ଦେଶରେ ବିଜୁଳି ଉତ୍ପାଦନ କ୍ଷେତ୍ରରେ ଏହି ସଂସ୍ଥାର!-->…
Read More...
Read More...
ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ୧୨ରୁ ୧୪ବର୍ଷ ପିଲାଙ୍କ ଲାଗି ଟୀକାକରଣ ଆରମ୍ଭ।।
ଜାତୀୟ ଟୀକାକରଣ ଦିବସ ପରିପ୍ରେକ୍ଷୀରେ ଆଜିଠାରୁ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ୧୨ ରୁ ୧୪ ବର୍ଷର ପିଲା ମାନଙ୍କ ଲାଗି କୋଭିଡ ଟୀକାକରଣ ଆରମ୍ଭ ହୋଇଛି। ପିଲା ମାନଙ୍କୁ ନୂଆ ଟୀକା କୋର୍ବେଭାକ୍ସ ଦିଆଯାଉଛି।
ଜିଲ୍ଲାରେ ଟୀକା ନେବାକୁ ୭୫ ହଜାର ରୁ ଉର୍ଦ୍ଧ୍ବ ୧୨ ରୁ!-->!-->!-->!-->!-->!-->!-->…
Read More...
Read More...
ରାଜ୍ୟ କୃଷି ଉତ୍ପାଦକ କମିଶନର ସଂଜୀବ ଚୋପ୍ରା , କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦେଶକଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ।
ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦକ କମିଶନର ସଂଜୀବ ଚୋପ୍ରା, କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡକ୍ଟର ଏମ୍. ମୁଥୁକୁମାର ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା!-->…
Read More...
Read More...
ନାବାଳିକା ଛାତ୍ରୀକୁ ଅପହରଣ କରିଥିବା ଟିଉସନ ମାଷ୍ଟର ଗିରଫ।। ବିହାର ର ଶିବାନ ଜିଲ୍ଲାରୁ ଛାତ୍ରୀ ଉଦ୍ଧାର।
ନାବାଳିକା ଛାତ୍ରୀକୁ ଅପହରଣ କରି ଫେରାର ହୋଇଯାଇଥିବା ଟିଉସନ ମାଷ୍ଟର କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏହା ସହିତ ଅପହୃତା ଛାତ୍ରୀ ଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଵର୍ଗ ଙ୍କୁ ହସ୍ତାନ୍ତର କରିଛି।
ଘଟଣା ଘଟିଥିଲା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳରେ। ଜଣେ ୧୪!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ସହରର ଶ୍ୟାମ ବୃନ୍ଦାବନ ହୋଟେଲରେ ଅଗ୍ନିକାଣ୍ଡ।। ସମସ୍ତ ଅନ୍ତେବାସୀ ସୁରକ୍ଷିତ ।
ରାଉରକେଲା ସହରର ମୁଖ୍ୟ ମାର୍ଗ ସ୍ଥିତ ଶ୍ୟାମ ବୃନ୍ଦାବନ ହୋଟେଲରେ ମଙ୍ଗଳବାର ସକାଳେ ନିଆଁ ଲାଗିଯିବାରୁ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ହୋଟେଲ ର ବେସମେଣ୍ଟ ରୁ ଧୂଆଁ ବାହାରୁଥିବା ଦେଖି ହୋଟେଲ ର ଜଣେ କର୍ମଚାରୀ ହୋଟେଲ ମାଲିକ ଦୀପକ ଗୁପ୍ତାଙ୍କୁ ସୂଚନା ଦେଇଥିଲେ।!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ଅତ୍ୟାଧୁନିକ ଆଗ୍ନେୟସ୍ତ୍ର ଚଳାଇବା ସୁଯୋଗ ପାଇଲେ।। ୧୯ ବାଟାଲିଅନ ସି ଆର ପି…
ଛୋଟ ଛୋଟ ପିଲାଙ୍କ ହାତରେ ବନ୍ଧୁକ। ସିଏ ପୁଣି ଏ କେ 47 ,ଇନସାଶ ରାଇଫଲ , କାରବାଇନ ପରି ଅତ୍ୟାଧୁନିକ ଅଟୋମେଟିକ ଆଗ୍ନେୟସ୍ତ୍ର। ବିଶେଷ କରି ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀ ମାନେ ଏହି ସବୁ ବନ୍ଧୁକ ବାବଦରେ ବିଶେଷ ଜ୍ଞାନ ଆରହଣ କରୁଥିବା ବେଳେ ଏହି ବନ୍ଧୁକ ଚଳାଇବା ମଧ୍ୟ ଶିଖୁଥିଲେ। ଆଜିର!-->…
Read More...
Read More...
ରାଉରକେଲାରେ ଦିନ ଦ୍ଵିପ୍ରହରେ ୮ ଲକ୍ଷ ଟଙ୍କା ଲୁଟ ଅଭିଯୋଗ।।ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ ଠାରୁ ଦୃବୃତ୍ତ ମାନେ…
ରାଉରକେଲା ୧୯ ନମ୍ବର ସେକ୍ଟର ଥାନା ନିକଟରେ ସୋମବାର ଦିନଦ୍ଵିପ୍ରହରେ ଦୃବୃତ୍ତ ମାନେ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୮ ଲକ୍ଷ ୩୮ ହଜାର ଟଙ୍କା ଲୁଟି ନେଇଛନ୍ତି ।
ଘଟଣା ସ୍ଥଳରେ ୧୯ ନମ୍ବର ସେକ୍ଟର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ!-->!-->!-->!-->!-->!-->!-->…
Read More...
Read More...