Browsing Category

ଓଡିଶା

ରାଉରକେଲା : ରାଜ୍ୟ ସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଆରମ୍ଭ।। ୧୬ ଟି ଜିଲ୍ଲାରୁ ୩୧୫ ପ୍ରତିଯୋଗୀଙ୍କ ଅଂଶଗ୍ରହଣ।

ରାଉରକେଲା ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଜୁନିୟର ଓ ସିନିୟର ବର୍ଗର ଏଲିମିନେସନ୍ ରାଉଣ୍ଡ ସମ୍ପନ୍ନ ରାଉରକେଲା:୧୪/୯:(ସତ୍ୟାନ୍ୟୁଜ) ରାଉରକେଲା ବିଶ୍ରା ଛକ ସ୍ଥିତ ବିର୍ସା ମୁଣ୍ଡା ଅଥଲେଟିକ ଷ୍ଟାଡିଅମ ଠାରେ ଚାଲିଥିବା ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା…
Read More...

ରାଉରକେଲା : ଲାଠିକଟା ସ୍କୁଲ ହଷ୍ଟେଲ ସେପ୍ଟିକ ଟାଙ୍କୀ ପାଣି ବହୁଛି ରାସ୍ତାରେ।।ଅସ୍ୱାସ୍ଥ୍ୟକର ପରିବେଶରେ ଲୋକେ।।…

ରାସ୍ତା ଉପରେ ସେପ୍ଟିକ୍ ଟାଙ୍କି ପାଣି । ଅସ୍ୱାସ୍ଥ୍ୟକର ପରିବେଶରେ ଲୋକେ ରହିବାକୁ ବାଧ୍ୟ ହେଉଛନ୍ତି। ରାଉରକେଲା:୧୪/୯(ସତ୍ୟାନ୍ୟୁଜ) ଲାଠିକଟା ଦେଓ କରଣ ବିଦ୍ୟାପୀଠ ହାଇସ୍କୁଲ ହଷ୍ଟେଲର ସେପ୍ଟିକ୍ ଟାଙ୍କି ପାଣି ରାସ୍ତା ଉପରେ ଚାଲି ଆସିବା ଯୋଗୁଁ ଅସୁବିଧାରେ ପଡ଼ିଛନ୍ତି ସ୍ଥାନୀୟ…
Read More...

ରାଉରକେଲା : ଏସପି ଙ୍କ କାର୍ଯ୍ୟାଳୟରେ ମୋବାଇଲ୍ ମେଳା।। ଚୋରି କିମ୍ବା ହଜି ଯାଇଥିବା ୧୮୮ ଟି ମୋବାଇଲ ଫୋନ୍ ମାଲିକଙ୍କୁ…

ରାଉରକେଲା ପୋଲିସର ସ୍ପେଶାଲ୍ ଡ୍ରାଇଭ୍ଫେରିଲା ୧୮୮ଟି ଚୋରି ଓ ହଜିଥିବା ମୋବାଇଲ୍ ରାଉରକେଲା : ୨୪/୯(ସତ୍ୟାନ୍ୟୁଜ) ରାଉରକେଲାରେ ମୋବାଇଲ୍ ଚୋରି ଓ ହଜିଯିବା ଘଟଣାରେ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି ପୋଲିସର ସ୍ପେଶାଲ୍ ଡ୍ରାଇଭ୍। ଟେକ୍ନିକାଲ୍ ଆନାଲିସିସ୍ ଓ ଫିଲ୍ଡ ଭେରିଫିକେସନ୍ ଜରିଆରେ…
Read More...

ରାଉରକେଲା: ବନ୍ଦ ଘରେ ଶୋଇ ଥିବା ବେଳେ ନିଆଁ ରେ ପୋଡ଼ି ହୋଇ ଜିତେନ୍ଦ୍ର ଶାହାଙ୍କ ମୃତ୍ୟୁ।। ବିଳମ୍ବିତ ରାତିରେ…

ବନ୍ଦ ଘରେ ଶୋଇଥିବାବେଳେ ନିଆଁ ଲାଗି ବାପା ଙ୍କ ମୃତ୍ୟୁ, ଅଳ୍ପକେ ବଞିଲା ପୁଅ। ରାଉରକେଲା ; ୧୪/୯(ସତ୍ୟାନ୍ୟୁଜ) ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ହୋଇ ପ୍ରାୟ ୫୮ ବର୍ଷୀୟ ଜିତେନ୍ଦ୍ର ସାହାଙ୍କର ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଏକ ଘରେ ପୁଅ ରାହୁଲ ଶୋଇଥିବା ଯୋଗୁଁ ଅଳ୍ପକେ…
Read More...

ରାଉରକେଲା : ଦୁଇ ବସ୍ତି ମଧ୍ୟରେ ଲାଗି ରହିଥିବା ଗୋଷ୍ଠୀ ସଂଘର୍ଷରେ ପୋଲିସ୍ ର କଡ଼ା କାର୍ଯ୍ୟାନୁଷ୍ଠାନ।। ଉଭୟ ଗୋଷ୍ଠୀର…

ରାଉରକେଲା: ୧୩/୯(ସତ୍ୟାନ୍ୟୁଜ) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଉରକେଲା ୭ ନମ୍ୱର୍ ସେକ୍ଟର ଥାନା ଅଞ୍ଚଳର ଦୁଇ ବସ୍ତିର ଯୁବକ ମାନଙ୍କ ମଧ୍ୟରେ ଲାଗି ରହିଥିବା ଗଣ୍ଡଗୋଳ ବିସ୍ପୋରକ ସ୍ଥିତିରେ ପହଞ୍ଚିଥିବା ବେଳେ ପୋଲିସ୍ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି। ହିଂସା କାଣ୍ଡରେ…
Read More...

ରାଉରକେଲା: ରାତି ପାହିଲେ ଗଣେଶ ପୂଜା।। ସହରେ ସମସ୍ତ ପ୍ରସ୍ତୁତି ଶେଷ।। ଆକର୍ଷଣୀୟ ପେଣ୍ଡାଲ ସହ ଉତ୍ତମ ଆଲୋକ ସଜା।

ରାଉରକେଲା: ୧୩/୯(ସତ୍ୟାନ୍ୟୁଜ) ରାତି ପାହିଲେ ଗଣେଶ ପୂଜା। ପୂଜା ପାଇଁ ରାଉରକେଲା ସହର ଉତ୍ସବ ମୁଖର ହୋଇ ଉଠିଛି। ସହରର ବିଭିନ୍ନ ସ୍ଥାନରେ ଦୁଇ ଶହ ରୁ ଉର୍ଦ୍ଧ ପେଣ୍ଡାଲରେ ବିଘ୍ନରାଜ ପୂଜା ପାଇବେ। ଏଥିପାଇଁ ଆକର୍ଷଣୀୟ ପୂଜା ପେଣ୍ଡାଲ ର ନିର୍ମାଣ ଚାଲିଛି। ବାସନ୍ତୀ କଲୋନୀ ର ହେଲ୍ପ ଏଜ୍…
Read More...

ସୁନ୍ଦରଗଡ଼ : ୧ କୋଟି ୮୫ ଲକ୍ଷ ସାଇବର୍ ଠକେଇ ମାମଲା।। ଜଣେ ଗିରଫ।। ୧ କୋଟି ୧୪ ଲକ୍ଷ ମିଳିଲା।

୧ କୋଟି ୮୫ ଲକ୍ଷ ଠକେଇ : ସାଇବର ଠକେଇ ମାମଲାରେ ୧.୧୪ କୋଟିରୁ ଅଧିକ ଟଙ୍କା ଫେରସ୍ତ, ଜଣେ ଗିରଫ ସୁନ୍ଦରଗଡ଼:୧୨/୯ (ସତ୍ୟାନ୍ୟୁଜ) ବିଜନେସ୍ ଇ-ମେଲ୍ ଠକେଇ ମାମଲାରେ ସୁନ୍ଦରଗଡ଼ ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ପୋଲିସକୁ ମିଳିଛି ବଡ଼ ସଫଳତା।କୁଆଁରମୁଣ୍ଡା ର Govindam Projects…
Read More...

ବିରମିତ୍ରପୁର: ରାଏବଗା ରୋଡ ରେ ଘର ଚୋରି ମାମଲାର ପର୍ଦ୍ଦାଫାସ।। ୪ ଗିରଫ।। ଚୋରି ଅଳଙ୍କାର ଜବତ୍।

ବିରମିତ୍ରପୁରରେ ଘରେ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଗିରଫ ବିରମିତ୍ରପୁର: ୧୨/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁରରେ ଘରେ କବାଟ ଭାଙ୍ଗି ଚୋରି ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ । ରାଇବୋଗା ରୋଡ୍‌ରେ ଘଟିଥିବା ଏହି ଚୋରି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।…
Read More...

ବଣାଇ : ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣା ରେ ୫ ଆହତ।। ଦୁଇଜଣ ରାଉରକେଲା ସ୍ଥାନାନ୍ତରିତ।

ବଣାଇ:୧୨/୯(ସତ୍ୟାନ୍ୟୁଜ) ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ପୃଥକ ପୃଥକ ସଡ଼କ ଦୁର୍ଘଟଣା ରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଚେଇତା ନିକଟରେ କାରକୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରେ କାରରେ ଥିବା ଏକ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନେ…
Read More...

ରାଉରକେଲା : ୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ଅବକାରୀ ଅଧୀକ୍ଷକ ଙ୍କୁ କୋର୍ଟ ଚାଲାଣ।। ଗତକାଲି ଗିରଫ…

ରାଉରକେଲା: ୧୨/୯(ସତ୍ୟାନ୍ୟୁଜ) ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଗିରଫ ପରେ ଆଜି ତାଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଛି।ବିଭିନ୍ନ ବିଦେଶୀ ମଦ ଦୋକାନରୁ ଅନୈତିକ ଭାବେ ଅର୍ଥ ସଂଗ୍ରହ ରେ ଲିପ୍ତ ଥିବା ଭିଜିଲାନ୍ସ ବିଭାଗ…
Read More...