ରାଉରକେଲା ରେ ନବରାତ୍ର ପୂଜାର୍ଚ୍ଚନା ଆରମ୍ଭ ।

0 465

ରାଉରକେଲା ର ବିଭିନ୍ନ ଶକ୍ତି ପୀଠରେ ଆଜିଠାରୁ ନବରାତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।

ହନୁମାନ ବାଟୀକା ରେ ଥିବା ବିଭିନ୍ନ ଦେବୀ ଙ୍କ ମନ୍ଦିର , ସିଂହାସନୀ ମନ୍ଦିର , ମା ବୈଷ୍ଣଦେବୀ ମନ୍ଦିର , ସମଲେଶ୍ବରୀ ମନ୍ଦିର , ମଙ୍ଗଳା ମନ୍ଦିର , ସାରଳା ମନ୍ଦିର ରେ ନବରାତ୍ର ପୂଜାର୍ଚ୍ଚନା ନିଷ୍ଠା ର ସହ ବିଧିପୂର୍ବକ କରାଯାଉଛି । ଆଜିଠାରୁ ନବରାତ୍ର ପୂଜା ଆରମ୍ଭ ହୋଇଥିବା ବେଳେ 12 ତାରିଖରୁ ପୀଠରେ ମାଙ୍କ ସପ୍ତମୀ ପୂଜା ଆରମ୍ଭ ହେବ।

Leave A Reply

Your email address will not be published.