ରାଉରକେଲା : ଦେଢ଼ ମାସ ପରେ ପୁରୁଣା ବ୍ରାହ୍ମଣୀ ବ୍ରିଜରେ ଗଡ଼ିଲା ଗାଡି।। ଲୋକ ମାନେ ଖୁଶି ଜାହିର କଲେ।

0 228

ରାଉରକେଲା ପୁରୁଣା ବ୍ରାହ୍ମଣୀ ବ୍ରିଜରେ ଦେଢ଼ ମାସ ହେଲା ଚାଲିଥିବା ମରାମତି କାମ ଆଜି ଶେଷ ହୋଇଛି। ସୋମବାର ସନ୍ଧ୍ୟାରୁ ବ୍ରିଜରେ ଯାନ ବାହାନ ଚଳାଚଳ କରୁଛି। ତେବେ ବ୍ରିଜ ଖୋଲିବା ନେଇ ସରକାରୀ ଭାବେ କିଛି ସୂଚନା ଦିଆଯାଇନାହିଁ। ଆଜି କେବଳ ଦୁଇଚକିଆ ଯାନ ଏବଂ ହାଲୁକା ଚାରି ଚକିଆ ଯାନ ଚଳାଚଳ କରୁଛି। ବହୁ ଦିନ ପରେ ପୁରୁଣା ବ୍ରହ୍ମଣୀ ବ୍ରିଜ ଖୋଲି ଯାଇଥିବାରୁ ସ୍ଥାନୀୟ ଲୋକେ ଖୁଶି ଜାହିର କରିଛନ୍ତି।

Leave A Reply

Your email address will not be published.