ରାଉରକେଲା : ହଠାତ ହଲରେ ପଶିଗଲେ ବାବୁଶାନ।। ଫ୍ୟାନ୍ସ ଙ୍କ ଦେଖିଲେ ସିନେମା।

0 398

ରାଉରକେଲା ସିନେ କାର୍ଣ୍ଣିଭାଲ ରେ ଚାଲିଥିଲା ବାବୁଶାନ ମହାନ୍ତିଙ୍କ ସିନେମା ଦମନ। ହଲ ଥିଲା ହାଉସଫୁଲ। ଦର୍ଶକ ମାନେ ସିନେମାର ମଜା ନେଉଥିବା ବେଳେ ହଠାତ ହଲ କୁ ପଶି ଆସିଲେ ସିନେମାର ହିରୋ ନିଜେ ବାବୁଶାନ। ସେତେବେଳେ ହଲରେ ସିନେମା ଦେଖୁଥିଲେ ୟଙ୍ଗ ଜେନେରେସନ। ହଠାତ ବାବୁଶାନ ଙ୍କୁ ପାଖରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଉତ୍ସାହିତ ହୋଇ ପଡିଥଲେ। ଚାଲିଲା ସେଲ୍ଫି ଆଉ ହେଣ୍ଡ ସେକ। ପରେ ବାବୁଶାନ ଫ୍ୟାନ ମାନଙ୍କ ଗହଣରେ ବସି ନିଜେ ସିନେମା ଦେଖିଥିଲେ। ଫେରିବା ବେଳେ ବାବୁଶାନ ସତ୍ୟା ନିଉଜ କୁ ସାକ୍ଷାତକାର ଦେଇ କହିଥିଲେ ଓଡ଼ିଆ ସିନେମା ଉପରେ ବହୁ କଥା ।

Leave A Reply

Your email address will not be published.