ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ପୋଲିସ ଏକ ଲୁଟ ଘଟଣାରେ ସଂଶ୍ଳିଷ୍ଟ ୩ ଜଣ ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଅପରାଧରେ ବ୍ୟବହୃତ ଏକ ସ୍କରୋପିଓ ଗାଡି ଜବତ କରିବା ସହ ଗୋଟିଏ ପିସ୍ତଲ , ୬ ଟି ଜୀବନ୍ତ ଗୁଳି , ୪ ଟି ମୋବାଇଲ ଫୋନ , ନଗଦ ୭ ହଜାର ଟଙ୍କା ଜବତ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ଜଣେ ବ୍ୟବସାୟୀଙ୍କୁ ପିସ୍ତଲ ମୁନରେ ଧମକ ଦେଇ ଟଙ୍କା ଲୁଟି ନେଇଥିଲେ
