ଡ୍ରଗ୍ସ ଚାଲାଣ କରୁଥିବା ଅଭିଯୋଗରେ ରାଜଗାଙ୍ଗପୁର ପୋଲିସ ଆଜି ୫ ଜଣ ଡ୍ରଗ୍ସ ଚାଲାଣକାରୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଗିରଫ ଅଭଯୁକ୍ତଙ୍କ ନିକଟରୁ ୧୦.୬୦୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। ଏହି ଅଭଯୁକ୍ତ ମାନେ ଦୁଇଟି ବାଇକ ରେ ଡ୍ରଗ୍ସ ଚାଲାଣ କରୁଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲେ। ବ୍ରାଉନ ସୁଗର ସହ ସେମାନଙ୍କ ନିକଟରୁ ୮ ହଜାର ୭ ଶହ ଟଙ୍କା ନଗଦ , ୭ ଟି ମୋବାଇଲ ଫୋନ , ୨ ଟି ବାଇକ ମଧ୍ୟ ଜବତ କରାଯାଇଛି। ଏ ବାବଦରେ ରାଜଗାଙ୍ଗପୁର ଥାନାରେ ଏକ ଏନ ଡି ପି ଏସ ମାମଲା ରଜ୍ଜୁ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଡ୍ରଗ୍ସ ଚାଲାଣ କରୁଥିବା ଅଭିଯୋଗରେ ରାଜଗାଙ୍ଗପୁର ପୋଲିସ ଆଜି ୫ ଜଣ ଡ୍ରଗ୍ସ ଚାଲାଣକାରୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଗିରଫ ଅଭଯୁକ୍ତଙ୍କ ନିକଟରୁ ୧୦.୬୦୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି।

ଏହି ଅଭଯୁକ୍ତ ମାନେ ଦୁଇଟି ବାଇକ ରେ ଡ୍ରଗ୍ସ ଚାଲାଣ କରୁଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲେ। ବ୍ରାଉନ ସୁଗର ସହ ସେମାନଙ୍କ ନିକଟରୁ ୮ ହଜାର ୭ ଶହ ଟଙ୍କା ନଗଦ , ୭ ଟି ମୋବାଇଲ ଫୋନ , ୨ ଟି ବାଇକ ମଧ୍ୟ ଜବତ କରାଯାଇଛି। ଏ ବାବଦରେ ରାଜଗାଙ୍ଗପୁର ଥାନାରେ ଏକ ଏନ ଡି ପି ଏସ ମାମଲା ରଜ୍ଜୁ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।