Browsing Category
ଓଡିଶା
ରାଉରକେଲା : ଯାତ୍ରୀବାହୀ ବସ୍ କୁ ପିଟିଲା ଟ୍ରକ।। ୩ ବସ୍ ଯାତ୍ରୀ ସାମାନ୍ୟ ଆହତ।। ପୋଲିସ ଟ୍ରକ ଜବତ କରି ତଦନ୍ତ…
ରାଉରକେଲା : ୧୩/୭(ସତ୍ୟାନ୍ୟୁଜ) ରାଉରକଲାରୁ ସମ୍ବଲପୁର ଯାଉଥିବା ଏକ ଯାତ୍ରୀ ବାହୀ ବସ କୁ ଟ୍ରକ୍ ପିଟି ଦେବା ଫଳରେ ବସ ରେ ଥିବା ପାଞ୍ଚ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଶନିବାର ସକାଳେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ନିକଟ ରିଙ୍ଗ ରୋଡ ରେ ଘଟିଛି। ' ଖୁସବୁ '!-->…
Read More...
Read More...
ରାଉରକେଲା : ମହାନଗର ନିଗମ ପକ୍ଷରୁ ୩ ନମ୍ବର ୱାର୍ଡ ରେ ଜନ ଶୁଣାଣି।। ୩୬ଟି ଅଭିଯୋଗ ର ହେଲା ଶୁଣାଣି।
ଆରଏମସି ତରଫରୁ ଅନୁଷ୍ଠିତ ଜନଶୁଣାଣିରେ ୩୬ଟି ଅଭିଯୋଗର ହେଲା ଶୁଣାଣି
ରାଉରକେଲା, ୧୨/୭ (ସତ୍ୟାନ୍ୟୁଜ): ଜନସାଧାରଣଙ୍କ ନିକଟକୁ ଯାଇ ସେମାନଙ୍କ ବିଭିନ୍ନ ଆପତ୍ତି ତଥା ଅଭିଯୋଗର ସମାଧାନ ନିମନ୍ତେ ରାଉରକେଲା ମହାନଗର ନିଗମ ତରଫରୁ ଜନଶୁଣାଣି ଆୟୋଜନ କରାଯାଉଛି । ଏହି କ୍ରମରେ ଶୁକ୍ରବାର!-->!-->!-->…
Read More...
Read More...
ବଣାଇ : ବଣାଇ ଅଞ୍ଚଳ ରେ ନିୟମିତ ଭାବେ ଘର ଭାଙ୍ଗୁଛି ହାତୀ।। ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀ…
ବଣାଇ : ୧୨/୭ (ସତ୍ୟାନ୍ୟୁଜ) ରାତିରେ ଗାଁ ରେ ପଶୁଛି ହାତୀ। ଘର ଭାଙ୍ଗୁଛି , ଚାଉଳ ଖାଇ ଯାଉଛି। ଘରେ ରହୁଥିବା ଲୋକେ ଦୌଡ଼ି ପଳେଇ ଜୀବନ ବଞ୍ଚାଉ ଛନ୍ତି। ୧୫ ଦିନ ହେଲା ଏପରି ଚାଲିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ। ଖାଦ୍ୟ ଅନ୍ୱେଷଣ ରେ ଏକ ଗୋଠ ଛଡ଼ା ଦନ୍ତା ଗାଁ କୁ ପଶି ଉପଦ୍ରବ!-->…
Read More...
Read More...
ବଣାଇ : ଗାଁ ରେ ପଶି ଦନ୍ତା ଭାଙ୍ଗୁଛି ଘର।। ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ଚାରି ସଦସ୍ୟ।। ଏକ ସପ୍ତାହ ହେଲା…
ବଣାଇ : ୧୧/୭ (ସତ୍ୟାନ୍ୟୁଜ) ବଣାଇ ଅଞ୍ଚଳ ରେ ଏକ ଗୋଠ ଛଡ଼ା ଦନ୍ତା ହାତୀର ଉପଦ୍ରବ ଥମୁ ନାହିଁ। ଗତକାଲି ରାତିରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇ , କୁଳି ପୋଷ, ବାଙ୍କୀ ରେଞ୍ଜରେ ଏକ ସପ୍ତାହ ହେଲା ଏହି ଦନ୍ତା ହାତୀଟି!-->…
Read More...
Read More...
ରାଉରକେଲା : ଶ୍ରାବଣୀ ମେଳା ପାଇଁ ପ୍ରସ୍ତୁତି ବୈଠକ।। ସ୍ଵଚ୍ଛତା ଏଵଂ ଖାଦ୍ୟର ମାନ ଉପରେ ଗୁରୁତ୍ବ ଦିଆଯିବ।। ବେଦବ୍ୟାସ…
ଶ୍ରାବଣୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତଜୁଲାଇ ୨୧ରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେବ ଶ୍ରାବଣୀ ମେଳା, ପ୍ରଶାସନ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି
ରାଉରକେଲା : ୧୦/୭ (ସତ୍ୟାନ୍ୟୁଜ): ଆସନ୍ତା ଜୁଲାଇ ୨୧ରୁ ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା!-->!-->!-->…
Read More...
Read More...
ରାଉରକେଲା : ରାଉରକେଲା ସହରରେ କାୟା ମେଲାଉଛି ଡେଙ୍ଗୁ।। ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୬୪।। କେବଳ…
ରାଉରକେଲା : ୧୦/୭ (ସତ୍ୟାନ୍ୟୁଜ) ରାଉରକେଲାରେ କାୟା ମେଲାଉଛି ଡେଙ୍ଗୁ। ଲୋକଙ୍କ ମନରେ ବଢାଉଛି ଡର। ଏହି ଆତଙ୍କ ବଢାଉଛି ଏଡିସ୍ ମଶା । ସୁନ୍ଦରଗଡ ଜିଲ୍ଲା ରେ ଏବେ ପର୍ଯ୍ୟନ୍ତ ୬୪ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେବଳ ରାଉରକେଲା ସହରରେ ୫୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି!-->…
Read More...
Read More...
ରାଉରକେଲା : କୋଇଡା ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ।। ମୃତକଙ୍କ ମଧ୍ୟରେ ୨ ନାବାଳକ…
ରାଉରକେଲା : ୧୦/୭ (ସତ୍ୟାନ୍ୟୁଜ) ଘରେ ଆଉ ୧୦ ମିନିଟ ରେ ପହଞ୍ଚି ଥାଆନ୍ତେ। ମାତ୍ର ବିଧିର ବିଧାନ ଥିଲା ଅଲଗା। ଦୁର୍ଘଟଣା ରେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ। ଜଣେ ମହିଳାଙ୍କ ସମେତ ୨ ଜଣ ଗୁରୁତର ମଧ୍ୟ ଅଛନ୍ତି। ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ଅଣା ଯାଇଛି। ଏହି!-->…
Read More...
Read More...
ରାଉରକେଲା : ବେଦବ୍ୟାସ ଅଞ୍ଚଳ ରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଜନ ଶୁଣାଣି।। ଜଳ ନିଷ୍କାସନ, ଷ୍ଟ୍ରିଟ ଲାଇଟ୍ ,…
ରାଉରକେଲା : ୯/ ୭ ସତ୍ୟାନ୍ୟୁଜ): ରାଉରକେଲା ମହାନଗର ନିଗମ ତରଫରୁ ଜନସାଧାରଣଙ୍କ ଆପତ୍ତି ତଥା ଅଭିଯୋଗ ଗୁଡ଼ିକର ସମାଧାନ ଲାଗି ମଙ୍ଗଳବାର ସ୍ଥାନୀୟ ବୁରୁଟୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର!-->…
Read More...
Read More...
ରାଉରକେଲା : ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା।। କୁଆରମୁଣ୍ଡା ବ୍ଲକକାଦୋ ବାହାଲ ରେ ଘଟିଛି ଏହି ହତ୍ୟାକାଣ୍ଡ…
a
ରାଉରକେଲା : ୯/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକକାଦୋ ବାହାଲ ଠାରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର ଉଦ୍ଦେଶ୍ୟ ଜଣା ପଡ଼ି ନଥିବା ବେଳେ ପୋଲିସ ତଦନ୍ତ ଜାରୀ ରହିଛି।କୁଆଁରମୁଣ୍ଡା ବ୍ଲକକାଦୋ ବାହାଲ୍ ର ତୁଳା ମିଞ୍ଜ!-->!-->!-->…
Read More...
Read More...