Browsing Category

ଓଡିଶା

ମୁମ୍ବାଇ କ୍ରୁସ ଡ୍ରଗ୍ସ ମାମଲା ରେ ଗିରଫ ମନୀଷ ରାଜ୍ ଗରିଆ ରାଉରକେଲା ପହଁଚିଲେ।।ନିଜକୁ ନିର୍ଦୋଷ ବୋଲି କହିଲେ ।

ମୁମ୍ବାଇ କ୍ରୁସ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରାଉରକେଲା ର ମନୀଷ ରାଜଗରିଆ ଜାମିନ ରେ ଆସିବା ପରେ ନିଜକୁ ନିର୍ଦୋଷ ବୋଲି କହିଛନ୍ତି । ଆଜି ରାଉରକେଲାରେ ପହଁଚିବା ପରେ ତାଙ୍କର ସିଭିଲ ଟାଉନଶିପ ସ୍ଥିତ ବାସଭବନରେ ମିଡିଆ ସମ୍ମୁଖରେ ଉଭୟ ମନୀଷ ଏବଂ ତାଙ୍କ ପିତା ଉଦୟ ରାଜ୍ ଗରିଆ ନିଜ
Read More...

ଭାରତ-ପାକିସ୍ତାନ ୧୯୭୧ ଯୁଦ୍ଧରେ ଭାରତର ବିଜୟ ର ୫୦ ବର୍ଷ ପୂର୍ତ୍ତି।।ଅମର ଯବାନ ଜ୍ୟୋତି ର ସ୍ବର୍ଣ୍ଣିମ ବିଜୟ ମଶାଲ…

୧୯୭୧ ମସିହାରେ ସଂଘଠିତ ଯୁଦ୍ଧ ରେ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଏହି ଅବସରରେ ଅକ୍ଟୋବର ୨୦ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଓଡିଶାରେ ଅମର ଯବାନ ଜ୍ୟୋତିର ସ୍ୱର୍ଣ୍ଣିମ ବିଜୟ ମଶାଲ ପରିକ୍ରମା କରିବାକୁ ଥିବା ବେଳେ ଆଜି (୨୯- ଅକ୍ଟୋବର) ଏହି ମଶାଲ
Read More...

ରାଉରକେଲା ରେ ସ୍ବେରେଜ ପ୍ରକଳ୍ପ ରେ ଦୁର୍ନୀତି ଅଭିଯୋଗ କଲା କଂଗ୍ରେସ ।। ଭିଜିଲାନ୍ସ ତଦନ୍ତ ଦାବି ।

ରାଉରକେଲା ସ୍ମାର୍ଟ ସିଟି ରେ ଦୀର୍ଘ ପାଞ୍ଚବର୍ଷ ହେଲା ଚାଲୁଥିବା ସ୍ବେରେଜ ପ୍ଲାଣ୍ଟ ପ୍ରକଳ୍ପ ର ସଫଳତା ତଥା କାର୍ଯ୍ୟକାରିତା କୁ ନେଇ କଂଗ୍ରେସ ଦଳ ସନ୍ଦେହ ପ୍ରକାଶ କରିଛି । ଏହା ସହ ୩୪୮ କୋଟି ଟଙ୍କା ଅର୍ଥ ବିନିମୟରେ ହେଉଥିବା ଏହି କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏହାର
Read More...

ରାଉରକେଲା ମହାନଗର ନିର୍ବାଚନ ଶୀଘ୍ର କରିବାକୁ ଦାବି।। ନିର୍ବାଚନ ହୋଇନଥିବାରୁ ମୌଳିକ ସେବା ପାଇବାରୁ ଲୋକେ ବଞ୍ଚିତ…

ରାଉରକେଲା ପୌରପାଳିକା ରୁ ମହାନଗର ନିଗମ ହେବା ସାତ ବର୍ଷ ହୋଇଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ଏହାର ନିର୍ବାଚନ ହୋଇପାରିନାହିଁ । ୨୦୧୩ ମସିହାରେ ନିର୍ବାଚିତ କାଉନସିଲ ର କାର୍ଯ୍ୟକାଳ ପୁରିବା ଠାରୁ ଆଠ ବର୍ଷ ହେଲା ନିର୍ବାଚନ ହେଉନଥିବାରୁ ସହରବାସୀ ମୌଳିକ ସେବା ପାଇବାରୁ ବଞ୍ଚିତ ହେଉଥିବା
Read More...

କ୍ରୀଡ଼ାକ୍ଷେତ୍ର ରେ ଓଡିଶା ଲାଗି ଖୁଶି ଖବର।।ପ୍ରମୋଦ ଭାଗତ ଙ୍କୁ ଖେଳରତ୍ନ ପୁରସ୍କାର : ବିରେନ୍ଦ୍ର ଲାକ୍ରା ଏବଂ ଅମିତ…

ଓଡିଶା କୁ କ୍ରୀଡାକ୍ଷେତ୍ରରେ ମିଳିଛି ବଡ଼ ଖୁସି ଖବର । ଏହା ସହ ଜାତୀୟ ମାନଚିତ୍ର ରେ ଓଡିଶା କ୍ରୀଡ଼ାକ୍ଷେତ୍ରରେ ବେଶ ସମ୍ମାନ ହାସଲ କରିଛି । ଟୋକିଓପାରାଲିମ୍ପିକ୍ସରେ ସ୍ଵର୍ଣ ପଦକ ଜିତି ଓଡିଶା ସହ ସମଗ୍ର ଭାରତ ବର୍ଷ ଲାଗି ଗର୍ବ ଏବଂ ଗୌରବ ଆଣିଥିବା ପାରାବ୍ୟାଡମିଣ୍ଟନ ତାରକା ପ୍ରମୋଦ
Read More...

ଆର ଏସ ପି ଗ୍ରାମୀଣ ହକି ଟୁର୍ଣ୍ଣାମେଣ୍ଟ : ଯଲଦା ଆର ଏସ କଲୋନୀ ଦଳ ଚମ୍ପିୟନ ।

ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ସେଲ ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ଆୟୋଜିତ ଗ୍ରାମୀଣ ହକି ଟୁର୍ନାମେଣ୍ଟ ୨୦୨୧ (ପୁରୁଷ)ରେ ଜଲଦା ଆରଏସ କଲୋନୀ ହକି ଦଳ ଚମ୍ପିୟାନ ଆଖ୍ୟା ଲାଭ କରିଛି । ଅକ୍ଟୋବର ୨୭ ତାରିଖରେ ସେକ୍ଟର ୫ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମଠାରେ
Read More...

ଜାତୀୟ କନିଷ୍ଠ ନେହେରୁ କପ ଖେଳିବାକୁ ଦିଲ୍ଲୀ ଯାତ୍ରାକଲେ ଉଭୟ ବାଳକ ଏବଂ ବାଳିକା ଦଳ ।।ସୁନ୍ଦରଗଡ଼ ଜିଲ୍ଲାପାଳ ଫୁଲ…

ଜାତୀୟ କନିଷ୍ଠ ନେହେରୁ କପ ଖେଳିବା ଲାଗି ଆଜି ସୁନ୍ଦରଗଡର ଉଭୟ ବାଳକ ଏବଂ ବାଳିକା ଟିମ ଦିଲ୍ଲୀ ଯାତ୍ରା କରିଛନ୍ତି । ଏହା ପୂର୍ବରୁ ରାଉରକେଲା ରାଜ୍ୟ କ୍ରୀଡା ଛାତ୍ରାବାସରେ ରାଜ୍ୟସ୍ତରୀୟ ନେହେରୁ କପ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟର ୧୩ ଟି ଦଳ ଯୋଗ
Read More...

୫୭ ବର୍ଷ ପରେ ପଶ୍ଚିମାଞ୍ଚଳ ଡ଼ିଆଇଜି ଙ୍କ ନିଜସ୍ୱ କାର୍ଯ୍ୟାଳୟ ଉଦଘାଟିତ ହେଲା ରାଉରକେଲା ରେ ଭରଚୁଆଲ ମୋଡ଼ ରେ ଉଦଘାଟନ…

ସତାବନ ବର୍ଷ ପରେ ପଶ୍ଚିମାଞ୍ଚଳଡି ଆଇ ଜି ଅଫିସ ର ନିଜସ୍ୱ କାର୍ଯ୍ୟାଳୟ ଉଦଘାଟିତ ହେଲା ରାଉରକେଲାରେ । ରାଜ୍ୟ ପୋଲିସ ମହାନିର୍ଦେଶକ ଅଭୟ ଏହି ଭବନ କୁ ଭରଚୁଆଲ ମୋଡ଼ ରେ ଉଦଘାଟନ କରିଛନ୍ତି । ୧୯୬୪ ମସିହାରେ ୩ ଟି ଜିଲ୍ଲା ରାଉରକେଲା , ସୁନ୍ଦରଗଡ଼ ଏବଂ କେନ୍ଦୁଝର କୁ ନେଇ ଗଠିତ ହୋଇଥିଲା
Read More...

ମମିତା ମେହେର ହତ୍ୟାକାଣ୍ଡ : ରାଜ୍ୟ ଗୃହ ଏବଂ ଶକ୍ତି ମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ବଣେଇ ବିଜେପି ଯୋଗଦେଲେ ସାଂସଦ…

ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହଲିଙ୍ଗ ସନ ସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ରେ ରାଜ୍ୟ ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ଇସ୍ତଫା ଦାବୀ ଓ ସମ୍ପୂର୍ଣ୍ଣ ଘଟଣା ର ସିବିଆଇ ତଦନ୍ତ ଦାବି କରିଛି ବଣେଇ ର ଭାରତୀୟ ଜନତା ପାର୍ଟି ।
Read More...

ଉଦିତନଗର ରୁ ଚୋରି ହୋଇଥିବା ୨୪ ଟି ସେଟଅପ ବକ୍ସ ଜବତ ।। ଦୁଇ ଗିରଫ ।

ରାଉରକେଲା ଉଦିତନଗର ଥିବା ଏକ କେବୁଲ ଅପରେଟର ଅଫିସରୁ ସେଟଅପ ବକ୍ସ ଚୋରି ଅଭିଯୋଗରେ ଉଦିତନଗର ଥାନା ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଚୋରମାନେ ସୁନ୍ଦରଗଡ଼ ର । ଏହି ଚୋର ମାନ ଙ୍କ ନିକଟରୁ ୨୪ ଟି ସେଟଅପ ବକ୍ସ ଜବତ ହୋଇଛି। ସୂଚନା ଅନୁଯାୟୀ ଉଦିତନଗର ମେହେର ଆଇ ହସ୍ପିଟାଲ
Read More...