Browsing Category

ଓଡିଶା

ରାଉରକେଲା : ବ୍ରିଜ୍ ଉପରେ ଜଳି ଗଲା ହାଇୱା।। ଡେଇଁ ପଡ଼ି ଜୀବନ ବଞ୍ଚାଇଲେ ଡ୍ରାଇଭର।। ଯାନବାହନ ଚଳାଚଳ ବାଧାପ୍ରାପ୍ତ।

ରାଉରକେଲା:୨୫/୫(ସତ୍ୟାନ୍ୟୁଜ) ବ୍ରିଜ୍ ଉପରେ ଜଳିଗଲା ହାଇୱା ଗାଡ଼ି। ଗାଡ଼ିରେ ନିଆଁ ଲାଗି ଯିବାରୁ ଡ୍ରାଇଭର ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଲେ। କିନ୍ତୁ ଡିଭାଇଡର୍ ରେ ପିଟି ହୋଇ ଗାଡ଼ିଟି ବ୍ରିଜ୍ ଉପରେ ଓଲଟି ପଡ଼ିଲା। ଏହି ଘଟଣା ରାଉରକେଲା ନୂଆ ବ୍ରାହ୍ମଣୀ ବ୍ରିଜ୍ ଉପରେ ଘଟିଛି। ଆଜି
Read More...

ରାଉରକେଲା: ଡିଭାଇଡର୍ ପିଟି ହୋଇ ଓଲଟି ପଡ଼ିଲା କାର।। ଅଳ୍ପକେ ବର୍ତ୍ତିଲେ ମା , ପୁଅ , ଡ୍ରାଇଭର ଏବଂ ବନ୍ଧୁ।

ରାଉରକେଲା:୨୪/୫(ସତ୍ୟାନ୍ୟୁଜ) କଥାରେ ଅଛି ଯାହାକୁ ରଖିବେ ଅନନ୍ତ , କି କରି ପାରେ ବଳବନ୍ତ।ଏକ ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବଞ୍ଚି ଯାଇଛନ୍ତି ମା , ପୁଅ ଏବଂ ଡ୍ରାଇଭର ସହ ଜଣେ ବନ୍ଧୁ।ଆଜି ଭୋରୁସୁନ୍ଦରଗଡ଼ ଜିଲ୍ଲା ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ କସଡା ନିକଟରେ ଘଟିଛି ଏହି କାର ଦୁର୍ଘଟଣା
Read More...

ସୁନ୍ଦରଗଡ଼: ଶ୍ରାଦ୍ଧ ଭୋଜି ଖାଇ ୪ ମୃତ , ୧୭ ଗୁରୁତର।। ବିଷ କ୍ରିୟା ଜନିତ ଖାଦ୍ୟ ଯୋଗୁ ଏହି ଅଘଟଣ ହୋଇଥିବା ସନ୍ଦେହ।

ସୁନ୍ଦରଗଡ଼:୨୪/୫(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ଶ୍ରାଦ୍ଧ ଭୋଜି ଖାଇବା ପରେ ଖାଦ୍ୟରେ ବିଷକ୍ରିୟା ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୩ ମାସର ଶିଶୁ କନ୍ୟା ଓ ଜଣେ ୧୧ ବର୍ଷର ନାବାଳିକା
Read More...

ରାଉରକେଲା: ” ରାଇଡ୍ ଟୁଡେ , ଫିଟ୍ ଟୁମୋରୋ”।। ରାଉରକେଲା ପୋଲିସ ର ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ।

ରାଉରକେଲା:୨୪/୫(ସତ୍ୟାନ୍ୟୁଜ) ଏସପି ଭି ଚଳାଇଲେ ସାଇକେଲ ଏବଂ ଡିଆଇଜି ଭି ଚଳାଇଲେ ସାଇକେଲ। ତା ସଙ୍ଗେ ସଙ୍ଗେ ସମସ୍ତ ପୋଲିସ୍ କର୍ମଚାରୀ ଏବଂ ସାଧାରଣ ଲୋକ ମଧ୍ୟ ସାଇକେଲ ଚଳାଇଲେ। ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଉରକେଲାରେ। ରବିବାର ସକାଳେ ରାଉରକେଲା ଏସପି ନୀତେଶ ୱାଧୱାନି ଙ୍କ
Read More...

ରାଉରକେଲା : ଏଟିଏମ୍ କାଉଣ୍ଟର ରେ ଅଠା ଲଗାଇ ଠକୁ ଥିବା ଦୁଇ ଦୁବୃର୍ତ୍ତ ଗିରଫ।। ନଗଦ ୧୦ ହଜାର , ଏଟିଏମ୍ କାର୍ଡ ଜବତ।

ରାଉରକେଲା:୨୩/୫(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ କବଜାରେ ଦୁଇ ଏଟିଏମ୍ ଲୁଟେରା। ଏହି ଲୁଟେରା ମାନେ ଏଟିଏମ୍ ରୁ ଟଙ୍କା ଉଠାଇବାକୁ ଆସୁଥିବା ଲୋକଙ୍କୁ ଅଭିନବ ଭାବେ ଠକି ଲୁଟୁ ଥିଲେ। ଗିରଫ ଦୁଇ ଅଭିଯୁକ୍ତ ହେଲେ ଗୁଡ଼ୁ କୁମାର ଓ ଆଶୁତୋଷ ଚୌଧୁରୀ । ଗୁଡ଼ୁ କୁମାର ର ଘର ବିହାର ଗୟା
Read More...

ବଣାଇ: ସର୍ପ ଦଂଶନ ରେ ୪ ଗୁରୁତର।। ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର।

ରାଉରକେଲା:୨୩/୫(ସତ୍ୟାନ୍ୟୁଜ) ଏବେ ବଢ଼ି ଯାଇଛି ସର୍ପ ଦଂଶନ ମାମଲା। ଗତକାଲି ରାତିରେ ସାପ କାମୁଡ଼ାରେ ୪ ଜଣ ଗୁରୁତର ହେବା ପରେ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି। ପ୍ରବଳ ଗରମ ହେଉ ଥିବାରୁ ସନ୍ଧ୍ୟାରେ ସାପ ଗାତରୁ ବାହାରି ଆସୁଛନ୍ତି। ଫଳରେ ସର୍ପ ଦଂଶନ ର
Read More...

ରାଉରକେଲା : ଡ୍ରଗ୍ସ ନେଟୱାର୍କ ବିରୁଦ୍ଧରେ ପୋଲିସ୍ ର ଚଢାଉ। କୋଟିଏ ରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ୍। ୮…

ରାଉରକେଲା:୨୩/୫(ସତ୍ୟାନ୍ୟୁଜ) ରାଜ୍ୟରେ ଡ୍ରଗ୍ସ ବିରୁଦ୍ଧରେ ଚାଲିଥିବା ଅଭିଯାନରେ ରାଉରକେଲା ପୋଲିସ କୁ ମିଳିଛି ବଡ଼ ସଫଳତା। ଆଜି ଭୋରୁ ପୋଲିସ୍ ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ମୀନା ପଡ଼ା ରେ ଚଢାଉ କରି ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ବ୍ରାଉନ ସୁଗର୍ ଜବତ କରିଥିବା ବେଳେ ୮ ଜଣ
Read More...

ରାଉରକେଲା : ଏଫଟିବିଆଇ ଏନାଇଟି ସହ ଜେପି ହସ୍ପିଟାଲ୍ ର ଏମ୍ ଓ ୟୁ ସ୍ୱାକ୍ଷରିତ।। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ…

ରାଉରକେଲା:୨୨/୫(ସତ୍ୟା ନ୍ୟୁଜ) ସ୍ୱାସ୍ଥ୍ୟସେବା ନବୋନ୍ମେଷ ଏବଂ ବାୟୋ-ଉଦ୍ୟୋଗକୁ ନୂଆ ଦିଗ ଦେବାକୁ ଆଗେଇଛି ଏଫ୍‌ଟିବିଆଇ ଏନ୍‌ଆଇଟି ରାଉରକେଲା। ଏଫ୍‌ଟିବିଆଇର ୧୦ମ ପ୍ରତିଷ୍ଠା ଦିବସ ଅବସରରେ ଜେପି ହସ୍ପିଟାଲ୍ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବା ଏମଓୟୁ ସ୍ୱାକ୍ଷର କରାଯାଇଛି।ଏହି
Read More...

ରାଉରକେଲା: ପ୍ରଚଣ୍ଡ ରୌଦ୍ର ତାପରେ ଜଳୁଛି ପଶ୍ଚିମ ଓଡ଼ିଶା।। ଆକାଶରୁ ବର୍ଷୁଛି ଅଗ୍ନିବର୍ଷା।। ରାଉରକେଲାରେ ଜନ ଜୀବନ…

ରାଉରକେଲା:୨୨/୫(ସତ୍ୟାନ୍ୟୁଜ) ପ୍ରଚଣ୍ଡ ରୌଦ୍ର ତାପରେ ଜଳୁଛି ସାରା ଓଡ଼ିଶା। ଆକାଶ ରୁ ହେଉଛି ଅଗ୍ନି ବର୍ଷା। ମଣିଷ ଠାରୁ ଆରମ୍ଭ କରି ଛଟପଟ ହେଉଛନ୍ତି ପଶୁପକ୍ଷୀ। ରାଉରକେଲା ସମେତ ପଶ୍ଚିମ ଓଡ଼ିଶାର ଅଧିଙ୍କାଶ ସହର ର ତାପମାତ୍ରା ୪୦ ଉପରେ ରହୁଥିବା ବେଳେ ଉପକୂଳ ଅଞ୍ଚଳରେ ମଧ୍ୟ ଅସହ୍ୟ ଗରମ
Read More...