ବଣେଇ ଅଞ୍ଚଳରେ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର।। ରକ୍ଷଣାବେକ୍ଷଣ ଲାଗି ପକ୍ଷୀକୁ ନନ୍ଦନକାନନ ପଠାଗଲା।

0 367

ସୁନ୍ଦର ଗଡ଼ ଜିଲ୍ଲା ବଣାଇ ରେଞ୍ଜର ବରମୂସା ଗ୍ରାମ ନିକଟରେ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର କରାଯାଇଛି।

ଗ୍ରାମରେ ଥିବା ଏକ ପୀଖରୀ କୂଳରେ ଏହି ପ୍ରଜାତିର ପକ୍ଷୀ ବୁଲୁଥିବା ଦେଖି ଗ୍ରାମ ର କିଛି ଲୋକ ବନବିଭାଗ କୁ ଖବର ଦେଇଥିଲେ। ବନବିଭାଗ ର ଏକ ଟିମ ପକ୍ଷୀଟିକୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା ଲାଗି ପଠାଇଥିଲେ। ଏହା ଏକ ବିରଳ ପ୍ରଜାତିର ପକ୍ଷୀ ହୋଇଥିବାରୁ ବନବିଭାଗ ଏକ ସ୍ଵତନ୍ତ୍ର ଗାଡ଼ିରେ ଏହି ପକ୍ଷୀକୁ ଭୁବନେଶ୍ୱର ନନ୍ଦନ କାନନକୁ ପଠାଇଦେଇଛନ୍ତ ସ୍ଥାନୀୟ ଲୋକମାନେ ଏହାକୁ ଗରୁଡ଼ ପକ୍ଷୀ କହୁଥିବା ବେଳେ ବନ ବିଭାଗ ପକ୍ଷରୁ ଏ ବାବଦରେ ଅନୁସନ୍ଧାନ ଜାରି ରହିଛି। ଉଦ୍ଧାର କରାଯାଇଥିବା ଏହି ପକ୍ଷୀକୁ ଦେଖିବା ଲାଗି ବଣେଇ ଅଞ୍ଚଳରେ ପ୍ରବଳ ଭିଡ ଲାଗି ରହିଥିଲା ।

Leave A Reply

Your email address will not be published.