Browsing Category
ଓଡିଶା
ରାଉରକେଲା : ଗୁଣି ଗାରେଡି ସନ୍ଦେହରେ ଅଜାକୁ ହତ୍ୟା କଲା ନାତି।। ଅଜାର କଟା ମୁଣ୍ଡ ଧରି ଗାଁରେ ବୁଲିଲା।
ରାଉରକେଲା : ୧/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲାର କେତେକ ଅଞ୍ଚଳରେ ଏବେବି ଗୁଣି ଗାରେଡି ଜନିତ ହତ୍ୟାକାଣ୍ଡ ଜାରି ରହିଛି। ଆଜି ସକାଳେ କେ ବଳଙ୍ଗ ଥାନା ଅଞ୍ଚଳରେ ଏପରି ଏକ ହତ୍ୟାକାଣ୍ଡ ହୋଇଯାଇଛି। ଅତି ବୀଭତ୍ସ ଭାବେ ଅଜାଙ୍କୁ ଟାଙ୍ଗିଆରେ ହାଣିଦେଲା ପରେ ଅଜାର କଟା ମୁଣ୍ଡ ଧରି ଗାଁରେ!-->…
Read More...
Read More...
ରାଉରକେଲା : ହସ୍ପିଟାଲରେ ନକଲି ଡାକ୍ତର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର।। ରାଉରକେଲାରେ ନକଲି ଡାକ୍ତର ଧରା…
ରାଉରକେଲା : ୨/୬ (ସତ୍ୟାନ୍ୟୁଜ) ରାଉରକେଲା ସରକାରୀ ହସ୍ପିଟାଲରୁ ନକଲି ଡାକ୍ତର ଗିରଫ ପରେ ରାଜ୍ୟରେ ନକଲି ଡାକ୍ତରଙ୍କ ଯାଂଚ କଡ଼ାକଡ଼ି କରିବା ପାଇଁ ସରକାର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ)ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଉରକେଲା ସରକାରୀ ହସ୍ପିଟାଲରେ ଏହି ନକଲି!-->…
Read More...
Read More...
ରାଜଗାଙ୍ଗପୁର : ଭୋଳାରାମ ଜୁଏଲର୍ସରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି।। ଆଜବେଷ୍ଟସ ଭାଙ୍ଗି ଲୁଟି ନେଲେ ଗହଣା।
ରାଜଗାଙ୍ଗପୁର : ୨/୬ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ଏକ ଗହଣା ଦୋକାନରୁ ଦ୍ରୁବୃତ୍ତ ମାନେ ୧୦ କେଜିରୁ ଅଧିକ ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ।ଏପରି ଏକ ଘଟଣା ରାଜଗାଙ୍ଗପୁର ସହରରେ ଥିବା ଏକ ସୁନା ଦୋକାନରେ!-->…
Read More...
Read More...
ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ୫ନମ୍ବର ବ୍ଲାଷ୍ଟ ଫରନେସ୍ ରେ ଗ୍ୟାସ୍ ଲିକ୍।। ୮ ଗୁରୁତର ଆଇଜିଏଚ୍ ରେ…
ରାଉରକେଲା : ୧/୭ ( ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନା ୫ ନମ୍ବର ବ୍ଲାଷ୍ଟ ଫରନେସ୍ ରେ ସୋମବାର ସକାଳେ ଏକ ପ୍ରକାର ରାସାୟନିକ ଗ୍ୟାସ ଲିକ୍ ହୋଇ ୯ ଜଣ ଗୁରୁତର ଅସୁସ୍ଥ ହୋଇ ପଡିଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଜଣେ ମହିଳା ଠିକା କର୍ମଚାରୀ ମଧ୍ୟ ଅଛନ୍ତି। ମହିଳା କର୍ମଚାରୀଙ୍କୁ ପ୍ଲାଣ୍ଟ!-->…
Read More...
Read More...
ରାଉରକେଲା : ଶୌଚ କରିବାକୁ ଯାଇଥିବା ବେଳେ ଦଳି ଦେଲା ଦନ୍ତା।। କୋଇଡା ଅଞ୍ଚଳରେ ଘଟିଛି ଏହି ଘଟଣା।
ରାଉରକେଲା : ୧/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୋଇଡା ଅଞ୍ଚଳରେ ହାତୀ ଉପଦ୍ରବ ଥମୁ ନାହିଁ। ଆଜି ସକାଳେ ଶୌଚ ହେବା ପାଇଁ ଯାଇ ଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଦନ୍ତା ହାତୀ ଦଳି ଦେଇଛି। ଘଟଣା ସ୍ଥଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବନାଞ୍ଚଳ ଅଧୀନ!-->…
Read More...
Read More...
ପୁରୀ : ଅଲାରନାଥରେ ଲାଗି ରହିଛି ଭକ୍ତଙ୍କ ପ୍ରବଳ ଭିଡ।। ସୁରୁଖୁରୁରେ ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ଏବଂ ପ୍ରଶାସନ…
ପୁରୀ : ୧/୭ (ସତ୍ୟାନ୍ୟୁଜ) ଆଷାଢ଼ ମାସ କୃଷ୍ଣପକ୍ଷ ସ୍ନାନଯାତ୍ରା ପରେ ଅଲାରନାଥରେ ହୁଏ ଭକ୍ତଙ୍କ ପ୍ରବଳ ଭିଡ। ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧା ବିଗ୍ରହ ଅଣବସରରେ ଥିବାରୁ ଭକ୍ତ ଯାଇଥାନ୍ତି ଅଲାରନାଥ ଦର୍ଶନ କରିବାକୁ। ପୁରାଣ ଅନୁଯାୟୀ ଚୈତନ୍ୟ ମହାପ୍ରଭୁ ପୁରୀ ଆସିଥିବା ବେଳେ ପ୍ରତିଦିନ!-->…
Read More...
Read More...
ରାଉରକେଲା : ମାଇନ୍ସ ସମ୍ପ ରେ ପଡିଗଲା ଟ୍ରକ।। ଡ୍ରାଇଭର ମୃତ।
ମାଇନ୍ସସୋମ୍ପରେପଡ଼ିଗଲାଗାଡି #ଡ୍ରାଇଭରମୃତ
ରାଉରକେଲା : ୨୯/୬ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର କୋଇଡା ଥାନା ଅନ୍ତର୍ଗତ ପେଙ୍ଗୁଇନ ଟ୍ରେଡିଂ ଏଜେନ୍ସି ଲିମିଟେଡ଼ ର ରାଇକେଲା ଏବଂ ତନ୍ତରା ଆଇରନ ମାଇନ୍ସରେ ଏକ ଲୁହାପଥର ବୋଝେଇ ଗାଡି ଭାରସାମ୍ୟ ହରାଇ ସୋମ୍ପ ଭିତରେ ପଡି!-->!-->!-->…
Read More...
Read More...
ରାଉରକେଲା : ରାଉରକେଲା ସରକାରୀ ହସ୍ପିଟାଲର ବିଭିନ୍ନ ସେବାରେ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗ।। ମୋର୍ଗ ହାଉସ ର…
ରାଉରକେଲା : ୨୯/୭ (ସତ୍ୟାନ୍ୟୁଜ) ରାଉରକେଲା ସରକାରୀ ହସ୍ପିଟାଲରେ ପରିଚାଳନାଗତ ତ୍ରୁଟି ଏବଂ କୋଟି କୋଟି ଟଙ୍କାର ଦୁର୍ନୀତି ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ସମୟରେ ମୋର୍ଗ ହାଉସରେ ଶବ ସରଂକ୍ଷଣ ପାଇଁ ଥିବା ଦୁଇଟି ଫ୍ରିଜର ଚୋରୀ ହୋଇ ଯିବା ଘଟଣା ଚିନ୍ତାର ବିଷୟ ହୋଇଛି। ଏ ବାବଦରେ!-->…
Read More...
Read More...
ରାଉରକେଲା : ରାଉରକେଲା ସରକାରୀ ଡାକ୍ତରଖାନାରୁ ନକଲି ଡାକ୍ତର ଗିରଫ।। ଜାଲ ସାର୍ଟିଫିକେଟ ଦେଇ କାମ କରୁଥିଲେ।।
ରାଉରକେଲା : ୨୭/୬ (ସତ୍ୟାନ୍ୟୁଜ) ରାଉରକେଲା ସରକାରୀ ଡାକ୍ତରଖାନା ଏବେ ବିବାଦ ଘେରରେ। ଆଉଟ ସୋର୍ସିଙ୍ଗ ସଂସ୍ଥା ଯୋଗାଉଥିବା ବିଭିନ୍ନ ସେବାରେ ବ୍ୟାପକ ଦୁର୍ନୀତି ଉଜାଗର ପରେ ଏବେ ଆରଜିଏଚ୍ ରେ ଜଣେ ନକଲି ଡାକ୍ତର ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପଦ୍ମନାଭନ ମୁଖୀ କାରୁଆ ନାମକ!-->…
Read More...
Read More...
ସୁନ୍ଦରଗଡ଼ : ଆର ଡି ଏ ରେ ବେଆଇନ ଭାବେ ଆଇନ ସହାୟକ ନିଯୁକ୍ତି ମାମଲା।। ୨୫ ବର୍ଷ ପରେ ଦୁଇ ଜଣଙ୍କୁ ଦୁଇ ବର୍ଷ ଲେଖାଏଁ…
ସୁନ୍ଦରଗଡ଼ : ଆର ଡି ଏ ରେ ବେଆଇନ ଭାବେ ଆଇନ ସହାୟକ ନିଯୁକ୍ତି ମାମଲା।। ୨୫ ବର୍ଷ ପରେ ଦୁଇ ଜଣଙ୍କୁ ଦୁଇ ବର୍ଷ ଲେଖାଏଁ କାରାଦଣ୍ଡାଦେଶ।
ରାଉରକେଲା : ୨୭/୬ (ସତ୍ୟାନ୍ୟୁଜ) କ୍ଷମତାର ଦୁରୁପଯୋଗ କରି ବେନିୟମ ଭାବେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆରଡିଏ)ରେ ଆଇନ ସହାୟକ ଭାବେ ମନୋଜ!-->!-->!-->…
Read More...
Read More...