Browsing Category

ଓଡିଶା

ରାଉରକେଲା : ମନ୍ଦିରା ଡ୍ୟାମ୍ ରେ ବୁଡି ଦୁଇଜଣ ମୃତ।। ମାଛ ଧରିବା ବେଳେ ଅଘଟଣ।। ୩ ସୁରକ୍ଷିତ ଉଦ୍ଧାର।

ରାଉରକେଲା : ୨୧/୭(ସତ୍ୟାନ୍ୟୁଜ) ମନ୍ଦିରା ଡ୍ୟାମ୍ ରେ ମାଛ ଧରିବା ବେଳେ ପାଣିରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ତିନି ଜଣ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ମୃତକ ଦୁଇଜଣ ହେଲେ ୫୫ ବର୍ଷୀୟ ପୀୟୂଷ ବାଖଲା ଏବଂ ୨୬ ବର୍ଷୀୟ ସୁମନ ଡ଼ାଙ୍ଗ। ପୀୟୁଷ ଝାରବେଡା ଗ୍ରାମର ହୋଇଥିବା ବେଳେ
Read More...

ବଣାଇ : ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ।। ବ୍ଲଡ଼ ବ୍ୟାଙ୍କ୍ ରେ ଅଧିକ ପରିମାଣର ରକ୍ତ ରଖିବା ବ୍ୟବସ୍ଥା ଦାବି।

ବଣାଇ : ୨୧/୭ (ସତ୍ୟାନ୍ୟୁଜ) ବଣାଇ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବଣାଇଁ ଉପଖଣ୍ଡ ସମ୍ବାଦିକ
Read More...

ରାଉରକେଲା : ଜାତୀୟ ରାଜପଥ ବ୍ରିଜ ତଳୁ ନର କଙ୍କାଳ ଜବତ।। କୋଇଡା ପୋଲିସର ତଦନ୍ତ ଜାରି।

ରାଉରକେଲା : ୨୧/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୋଇଡା ପୋଲିସ ୫୨୦ ନମ୍ବର ଜାତୀୟ ରାଜପଥର ଏକ ବ୍ରିଜ୍ ତଳୁ ଏକ ନର କଙ୍କାଳ ଜବତ କରିଛନ୍ତି। ଏହି କଙ୍କାଳ ମାସେ ହେଲା ନିଖୋଜ ଥିବା ୪୦ ବର୍ଷୀୟ ମନୋଜପାଶ୍ୱାନଙ୍କର ବୋଲି ସନ୍ଦେହ କରାଯାଉଛି। କଙ୍କାଳ ନିକଟରୁ ଏକ ବ୍ୟାଗ୍ ରେ ଥିବା ଆଧାର
Read More...

ସୁନ୍ଦରଗଡ଼ : କଟର ରେ କାଟି ଏଟିଏମ୍ ରୁ ୬ ଲକ୍ଷ ଟଙ୍କା ଲୁଟ୍।। ପଞ୍ଜାବ ନେସନାଲ ବ୍ୟାଙ୍କ୍ ଏଟିମ୍ ରୁ ଲୁଟ୍।

ସୁନ୍ଦରଗଡ଼ : ୨୦/୭ (ସତ୍ୟାନ୍ୟୁଜ)ଏଟିଏମ୍ ଚେଷ୍ଟ କୁ କଟର ରେ କାଟି ସିସିଟିଭି କ୍ୟାମେରାରେ କଳା ରଙ୍ଗ ସ୍ପ୍ରେ କରି ୬ ଲକ୍ଷ ଟଙ୍କା ଲୁଟି ନେଲେ ଦ୍ରୁର୍ବୃତ୍ତ । ସୁନ୍ଦରଗଡ଼ ଟାଉନ ଥାନା ସୁନାରିପଡ଼ା ଅଭିନନ୍ଦନ ହୋଟେଲ ନିକଟ ପଞ୍ଜାବ ନେସନାଲ ବ୍ୟାଙ୍କ୍ ଏଟିଏମ୍ ରୁ ଗତକାଲି ରାତିରେ ହୋଇଛି
Read More...

ସୁନ୍ଦରଗଡ଼ : ସରକାରୀ ଜମିରୁ ଜବର ଦଖଲ ହଟାଇବା ନିଷ୍ପତ୍ତିକୁ ବିରୋଧ କଲେ ଆଦିବାସୀ ମଞ୍ଚ।। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ସୁନ୍ଦରଗଡ଼ : ୨୦/୭ (ସତ୍ୟାନ୍ୟୁଜ) ଚଳିତ ମାସ ୬ ତାରିଖରେ ରାଜସ୍ବ ବିଭାଗ ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାକୁ ବିରୋଧ କରିଛନ୍ତି ଜିଲ୍ଲା ମୂଳବାସି ଆଦିବାସୀ। ସୁନ୍ଦରଗଡ଼ ଜିଲ୍ଲା ମାଟି ବଞ୍ଚାଅ ମଞ୍ଚ ର ଆହ୍ବାନ ରେ ଆଜି
Read More...

ବଣାଇ : ବଣାଇ ଉପଖଣ୍ଡ ସାମ୍ବାଦିକ ସଂଘ ଗଠନ।। ରଞ୍ଜିତ ଚୌଧୁରୀ ସଭାପତି ଏବଂ ଅବିନାଶ ଶର୍ମା ସମ୍ପାଦକ।

ବଣାଇ : ୨୦/୭ (ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡର ୪ଟି ବ୍ଲକ ର କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଏକ ନୂତନ ସାମ୍ବାଦିକ ସଂଘ ଗଠନ କରାଯାଇଛି। ବଣାଇ ଆଇଟିଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବୈଠକରେ ସର୍ଵ ସମ୍ମତି କ୍ରମେ ରଞ୍ଜିତ ଚୌଧୁରୀଙ୍କୁ ସଭାପତି ଏବଂ ଅବିନାଶ ଶର୍ମାଙ୍କୁସମ୍ପାଦକ ଭାବେ
Read More...

ସୁନ୍ଦରଗଡ଼ : ପୁଣି ଖଟିଆ ରେ ବୁହା ହେଲେ ଗର୍ଭବତୀ ମହିଳା।। ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ପାରିଲା…

ସୁନ୍ଦରଗଡ : ୨୦/୭(ସତ୍ୟାନ୍ୟୁଜ) ଖଣି ଖାଦାନ ଭରା ଶିଳ୍ପ ସମୃଦ୍ଧ ସୁନ୍ଦରଗଡ଼ ଜିଲ୍ଲା ରେ ସାମ୍ନା କୁ ଆସିଛି ଏକ ଅଭାବନୀୟ ଘଟଣା । ଗାଁ କୁ ଭଲ ରାସ୍ତା ନଥିବାରୁ ଖଟିଆ ରେ ବୁହା ହୋଇ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ପର୍ୟ୍ୟନ୍ତ ନିଆଯାଇଛି । ବାଲିଶଙ୍କରା ବ୍ଲକ ବିରକାଲଡିହି ପଞ୍ଚାୟତ
Read More...

ବଣାଇ : ଦୁର୍ଘଟଣାରେ ମୃତ ତିନି ଶ୍ରମିକଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସାହାଯ୍ୟ ପ୍ରଦାନ।। ମାସିକ…

ବଣାଇଁ : ୧୯/୭ (ସତ୍ୟାନ୍ୟୁଜ) ଗତକାଲି ସନ୍ଧ୍ୟାରେ ରାଜାମୁଣ୍ଡା ବାଇପାସ ନିକଟରେ ୫୨୦ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ହାଇଓ୍ବା ଧକ୍କାରେ ମୃତକ ୩ ଜଣ ଶ୍ରମିକଙ୍କ ପରିବାରକୁ ଆଜି ୧୦ ଲକ୍ଷଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ା ବଣାଇଁ ବିଧାୟକ
Read More...

ସୁନ୍ଦରଗଡ଼ : ଝାଡ଼ା ବାନ୍ତିରେ ୫୦ ଛାତ୍ରୀ ଆକ୍ରାନ୍ତ।। ୨୦ ଜଣ ହସ୍ପିଟାଲରେ ଭର୍ତ୍ତି।

ସୁନ୍ଦରଗଡ଼ : ୧୯/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଛାତ୍ରୀ ନିବାସର ୫୦ ରୁ ଉର୍ଦ୍ଧ ଛାତ୍ରୀ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ୨୦ ଜଣ ଛାତ୍ରୀ ଏବେ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ରାତ୍ରି ଭୋଜନ ପରେ ସମସ୍ତ ଅନ୍ତେବାସୀଙ୍କ ପେଟ ମୋଡ଼ିହେବା ସହ
Read More...

ରାଉରକେଲା : ବିଭିନ୍ନ ଦାବି ନେଇ ରାଉରକେଲା ଓକିଲ ସଂଘର ମୁଖ୍ୟମନ୍ତ୍ରୀ ଙ୍କୁ ମାନପତ୍ର। ଏଡିଏମ ଙ୍କ ମାଧ୍ୟମରେ ଆଇନ…

ରାଉରକେଲା : ୧୯/୭ (ସତ୍ୟାନ୍ୟୁଜ) ରାଜ୍ୟରେ ଓକିଲ ସୁରକ୍ଷା ଆଇନ ଲାଗୁ କରିବା ସହ ମଧୁ ବାବୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ୧୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଦାବି କରାଯାଇଛି। ଓକିଲ ୱେଲ୍ ଫେୟାର୍ ଫଣ୍ଡ ବାର୍ଷିକ ୧୦ କୋଟିକୁ ବୃଦ୍ଧି , ନୂତନ ଭାବେ ଯୋଗ ଦେଇଥିବା ଓକିଲଙ୍କୂ ୫ ବର୍ଷ
Read More...