Browsing Category

ଓଡିଶା

ରାଉରକେଲା : କୋଇଡା ରେ ହୋଟେଲ ଏବଂ ବାର୍ ଉପରେ ଅବକାରୀ ବିଭାଗର ଚଢ଼ାଉ।। ନକଲି ବିଦେଶୀ ମଦ ବିକ୍ରି ସୂଚନାରେ ଚଢ଼ାଉ।

ରାଉରକେଲା : ୨୭/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବିମଳାଗଡ଼ର ଫକିରମୁଣ୍ଡା ଅଞ୍ଚଳରେ ନକଲି ବିଦେଶୀ ମଦ କାରଖାନା ଜବତ ହେବା ପରେ ଏବେ ଅବକାରୀ ବିଭାଗ ହୋଟେଲ ଏବଂ ବାର୍ ଉପରେ ଚଢ଼ାଉ କରୁଛି।କୋଇଡାରେ ଥିବା ଏକ ହୋଟେଲ ଓ ମଦ ବାର୍ ରେ ସମ୍ୱଲପୁର ଅବକାରୀ ବିଭାଗ ଓ ସ୍ଥାନୀୟ ଅବକାରୀ ବିଭାଗ
Read More...

ରାଉରକେଲା : ୬୧ଟି ଅଭିଯୋଗ ଏବଂ ସମସ୍ୟାର ଶୁଣାଣି ହେଲା।। କୋଏଲ ନଗରରେ ମହାନଗର ନିଗମର ଜନ ଶୁଣାଣି।

ରାଉରକେଲା ମହାନଗର ନିଗମ ତରଫରୁ ଜନଶୁଣାଣି ଅନୁଷ୍ଠିତ୬୧ଟି ଅଭିଯୋଗ ତଥା ସମସ୍ୟାର ହେଲା ଶୁଣାଣି ରାଉରକେଲା : ୨୬/୭(ସତ୍ୟାନ୍ୟୁଜ) ରାଉରକେଲା ମହାନଗର ନିଗମ ତରଫରୁ ଜନସାଧାରଣଙ୍କ ଆପତ୍ତି ତଥା ଅଭିଯୋଗ ଗୁଡ଼ିକର ସମାଧାନ ଲାଗି ଶୁକ୍ରବାର ସ୍ଥାନୀୟ କୋଏଲ ନଗର ସ୍ଥିତ କଲ୍ୟାଣ ମଣ୍ଡପରେ
Read More...

ରାଉରକେଲା : ସକାଳ ୯ .୧୫ ଘଟିକାରେ ଉଦିତ ନଗର ପ୍ୟାରେଡ ପଡ଼ିଆରେ ପତାକା ଉତ୍ତୋଳନ କରାଯିବ।। ପ୍ରସ୍ତୁତି ବୈଠକରେ…

ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲାରେ ପ୍ରସ୍ତୁତି ବୈଠକ ରାଉରକେଲା : ୨୬/୭(ସତ୍ୟାନ୍ୟୁଜ) ୭୮ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଶ୍ରୀଯୁକ୍ତ ଆଶୁତୋଷ
Read More...

ରାଉରକେଲା : ରାଉରକେଲା ବଜାରରୁ ଆଳୁ ଉଭାନ।। ବେଙ୍ଗଲ ରୁ ଆସି ପାରୁନାହିଁ ଆଳୁ।। ଉତ୍ତର ପ୍ରଦେଶ ଆଳୁ ଭରସା।

ରାଉରକେଲା : ୨୬/୭(ସତ୍ୟାନ୍ୟୁଜ) ରାଉରକେଲା ବଜାରରୁ ଉଭାନ୍ ହୋଇ ଯାଇଛି ବେଙ୍ଗଲ ଆଳୁ। ଗୋଦାମରେ ଆଳୁ ନଥିବା ବେଳେ ଖୁଚୁରା ମାର୍କେଟ ରେ ଆଳୁ ସରି ଆସିଲାଣି। ପଶ୍ଚିମବଙ୍ଗ ରୁ ଆଳୁ ଆସି ପାରୁ ନଥିବାରୁ ବଜାରରେ ଏପରି ସ୍ଥିତି ଉତ୍ପନ୍ନ ହୋଇଛି। ଫଳରେ ଆଳୁ ରେଟ୍ ବଢ଼ି ଚାଲିଛି। ୫ ଦିନ ମଧ୍ୟରେ
Read More...

ରାଉରକେଲା : ଅନ୍ ଲାଇନ୍ ଗେମ୍ ସନ୍ଦର୍ଭରେ ଇଡି ର ରେଡ୍।। କେନ୍ଦ୍ରୀୟ ଫୋର୍ସ ସହ ରେଡ୍ ରେ ଇଡି ର ୪୦ରୁ ଉର୍ଦ୍ଧ୍ବ…

ରାଉରକେଲା : ୨୬/୭(ସତ୍ୟାନ୍ୟୁଜ) ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ (ଇଡି)ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଚାଲିଛି ଏକ ବଡଧରଣରରେଡ୍। ରେଡ୍ ରେ ସାମିଲ ହୋଇଛନ୍ତି ୪୦ ରୁ ଉର୍ଦ୍ଧ୍ବ ଇଡି ଅଧିକାରୀ। ଏହି ଚଢ଼ାଉରେ କେନ୍ଦ୍ରୀୟ ଫୋର୍ସ ଙ୍କୁ ନିୟୋଜିତ କରାଯାଇଛି।ମିଳିଥିବା ସୂଚନା
Read More...

ରାଉରକେଲା : ଯୁବତୀଙ୍କୁ ହୋଟେଲରେ ଗଣ ଦୁଷ୍କର୍ମ ଅଭିଯୋଗ।। ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କଲା ପ୍ଲାଣ୍ଟ ସାଇଟ୍ ଥାନା…

ରାଉରକେଲା : ୨୬/୭(ସତ୍ୟାନ୍ୟୁଜ) ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିବା ଅଭିଯୋଗରେ ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦୁଇ ଜଣ ହେଲେ ବଣାଇ ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ର ୩୯ ବର୍ଷୀୟ ଏଡୁଆ ଓରାମ ଏଵଂ ୪୫ ବର୍ଷୀୟ ଶଙ୍କର
Read More...

ରାଉରକେଲା : ମହାନଗର ନିଗମ କାର୍ଯ୍ୟାଳୟ ସମେତ ୮ଟି ସ୍ଵାସ୍ଥ୍ୟ କେନ୍ଦ୍ର ରେ ସୌର ପ୍ରକଳ୍ପ ସ୍ଥାପନ।। ପ୍ରଦୂଷଣ ମୁକ୍ତ…

ପ୍ରଦୂଷଣମୁକ୍ତ ରାଉରକେଲା ଗଠନ ଲକ୍ଷ୍ୟ ନେଇ ଆରଏମସିର ଅଭିନବ ପ୍ରୟାସଆରଏମସି ମୁଖ୍ୟ କାର୍ଯ୍ୟାଳୟ ସମେତ ୮ଟି ୟୁପିଏଚସିରେ ସୌର ପ୍ରକଳ୍ପ ସ୍ଥାପନ ରାଉରକେଲା : ୨୫ /୭(ସତ୍ୟାନ୍ୟୁଜ) ସାମ୍ପ୍ରତିକ ପରିସ୍ଥିତିରେ ସରକାରଙ୍କ ତରଫରୁ ସବୁଜ ତଥା ଅକ୍ଷୟ ଶକ୍ତିର ବ୍ୟବହାର ଉପରେ ପ୍ରାଥମିକତା
Read More...

ବଣାଇ : ହାତୀ ଆକ୍ରମଣରେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ।। ଶୌଚ କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର।

ବଣାଇ : ୨୫/୭(ସତ୍ୟାନ୍ୟୁଜ) ବଣାଇଁ ବନଖଣ୍ଡର ତାମଡା ରେଞ୍ଜ ଅନ୍ତର୍ଗତ ଜାମଦର ଗ୍ରାମର ଗୋବରଦରା ସାହିରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତିଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେ ଗୋବରଦରା ଗ୍ରାମର ଖୁଦରାଏ ମୁଣ୍ଡାରୀ (୪୫) ନିକଟସ୍ଥ ଜମି ଆଡକୁ ଶୌଚ କରିବା ପାଇଁ ଯାଇଥିଲେ।
Read More...

ରାଉରକେଲା : ଦକ୍ଷିଣ ପୂର୍ବ ରେଳପଥ ମହାପ୍ରବନ୍ଧକ ସଞ୍ଜୟ ମିଶ୍ରା ଙ୍କ ରାଉରକେଲା ଗସ୍ତ।। ବିଭିନ୍ନ ସମସ୍ୟା ନେଇ ବିଜେପି…

ରାଉରକେଲା : ୨୫/୭ (ସତ୍ୟାନ୍ୟୁଜ) ଦକ୍ଷିଣ ପୂର୍ବ ରେଲୱେ ମହା ପ୍ରବନ୍ଧକ ସଞ୍ଜୟ ମିଶ୍ରା ଙ୍କ ରାଉରକେଲା ଗସ୍ତ ଅବସରରେ ବିଜେପିର ଏକ ପ୍ରତିନିଧି ମଣ୍ଡଳ ତାଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ରେଳ ଷ୍ଟେସନ ନିକଟରେ ଉଚ୍ଛେଦ ହେବାକୁ ଥିବା ଉଠା ବ୍ୟବସାୟୀ
Read More...

ରାଉରକେଲା : କୋଏଲ ନଗର ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ମିଳିଲା ଜାତୀୟ ଗୁଣବତ୍ତା…

ରାଉରକେଲା : ୨୫/୭(ସତ୍ୟାନ୍ୟୁଜ) ରାଉରକେଲା ସ୍ଥିତ କୋଏଲ ନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଲା ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ(NQAS) ପ୍ରମାଣପତ୍ର। ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସମ୍ପୂର୍ଣ୍ଣ ଭାବେ ରୋଗୀ କୈନ୍ଦ୍ରିକ କରିବା ଲାଗି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ
Read More...