Browsing Category

ଓଡିଶା

ରାଉରକେଲା : ଗାଡ଼ି ଯାଞ୍ଚ ର ଦୂତିୟ ଦିନରେ ୧୧ ଜଣ ନାବାଳକଙ୍କ ଗାଡ଼ି ଜବତ।। ସମୁଦାୟ ୪ ଲକ୍ଷ ୨୫ ହଜାର ଜରିମାନା।

ରାଉରକେଲା : ୩୦/୭ (ସତ୍ୟାନ୍ୟୁଜ) ଗାଡ଼ି ଯାଞ୍ଚ ର ଦୂତିୟ ଦିନରେ ରାଉରକେଲାରେ ୧୧ ଜଣ ନାବାଳକ ଗାଡ଼ି ଚଳାଇ ଧରା ପଡ଼ିଛନ୍ତି। ସେମାନଙ୍କ ଅଭିଭାବକଙ୍କ ଠାରୁ ୨ ଲକ୍ଷ ୭୫ ହଜାର ଟଙ୍କା ଜରିମାନା ଆଦାୟ କରା ଯାଉଛି।ଗତକାଲି ୬ ଜଣ ନାବାଳକଙ୍କ ଗାଡ଼ି ଜବତ ସହ ଦେଢ଼ ଲକ୍ଷ ଟଙ୍କା ଜରିମାନା କରା
Read More...

ରାଉରକେଲା : ହାଉଡା – ମୁମ୍ବାଇ ମେଲ୍ ଲାଇନଚ୍ୟୁତ।। ୧୦ ଆହତ।। ମାଲଗାଡି କୁ ଧକ୍କା ଦେବା ପରେ ଲାଇନଚ୍ୟୁତ।।…

ରାଉରକେଲା : ୩୦/୭(ସତ୍ୟାନ୍ୟୁଜ) ଆଜି ପୁଣି ଲାଇନଚ୍ୟୁତ ହେଲା ଆଉ ଏକ ଏକ୍ସପ୍ରେସ୍‌ ଟ୍ରେନ୍ । ଟ୍ରାକରୁ ଖସି ଯାଇଛି ହାୱଡା-ମୁମ୍ବାଇ ଏକ୍ସପ୍ରେସ। ଓଡ଼ିଶା - ଝାଡ଼ଖଣ୍ଡ ସୀମାନ୍ତ ରାଜ ଖରସୁଆଁ ନିକଟରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍। ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା
Read More...

ରାଉରକେଲା/ ଭୁବନେଶ୍ୱର : ନାବାଳକ, ନାବାଳିକା ଗାଡ଼ି ଚଳାଇବା ଉପରେ ଅଙ୍କୁଶ।। ରାଜ୍ୟରେ ୬୦ ସହ ରାଉରକେଲାରେ ୬ ଗାଡ଼ି…

ଭୁବନେଶ୍ୱର/ରାଉରକେଲା : ୩୦/୭ (ସତ୍ୟାନ୍ୟୁଜ) ଯାଞ୍ଚ ର ପ୍ରଥମ ଦିନରେ ରାଉରକେଲାରେ ୬ ଜଣ ନାବାଳକ ଗାଡ଼ି ଚଳାଇ ଧରା ପଡ଼ିଛନ୍ତି। ସେମାନଙ୍କ ଅଭିଭାବକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହି ପରି ସମଗ୍ର ରାଜ୍ୟରେ ଗାଡି ଚଲାଇ ଧରାପଡ଼ିଛନ୍ତି ୧୫୩ ସ୍କୁଲ ପିଲା।
Read More...

ରାଉରକେଲା : ନାବାଳକ ଏବଂ ନାବାଳିକା ଗାଡ଼ି ଚଳାଇବା ଉପରେ ପରିବହନ ବିଭାଗର କଡ଼ା ଆଭିମୁଖ୍ୟ।। ଆଜି ଠାରୁ ଚେକିଂ…

ରାଉରକେଲା : ୨୯/୭(ସତ୍ୟାନ୍ୟୁଜ) ନାବାଳକ ଏବଂ ନାବାଳିକା ଗାଡି ଚଳାଇବାକୁ କଡ଼ା ବାରଣ ଥିବା ସ୍ୱତ୍ତେ ଏହି ଆଇନ୍ ର ଖୋଲା ଖୋଲି ଉଲଂଘନ ହେଉଥିଲା। ଏହାକୁ ରୋକିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆଜିଠାରୁ ରାଉରକେଲା ସମେତ ସାରା ରାଜ୍ୟରେ ଚେକିଂ କଡ଼ା
Read More...

ଭୁବନେଶ୍ୱର : ଅବକାରୀ ଜଏଣ୍ଟ କମିଶନରଙ୍କ ଘର , ଅଫିସ୍ ରେ ଭିଜିଲାନ୍ସ ଚଢ଼ାଉ।। ୩୦ ଟି ପ୍ଲଟ , ୨କୋଟି ଟଙ୍କା ଜମା , ଘର…

ଭୁବନେଶ୍ୱର: ୨୯/୭(ସତ୍ୟାନ୍ୟୁଜ୍) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘର ଓ ଅଫିସରେ ରେଡ୍ କରିଛି ଭିଜିଲାନ୍ସ ବିଭାଗ । ରାଜ୍ୟର ୧୦ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍।ଭିଜିଲାନ୍ସ ଟିମ୍‌ ଭୁବନେଶ୍ୱର,
Read More...

ରାଉରକେଲା : କାଉଡିଆଙ୍କ ଡ଼ିଜେ ବଜାଇ ଶୋଭାଯାତ୍ରାକୁ କେନ୍ଦ୍ର କରି ପୋଲିସ – କାଉଡ଼ିଆ ମୁହାଁ ମୁହିଁ।।…

ରାଉରକେଲା : ୨୯/୭(ସତ୍ୟାନ୍ୟୁଜ) ଶୈବ ପୀଠରେ ଜଳାଭିଷେକ ଲାଗି ଡିଜେ ବାଜା ବଜାଇ କାଉଡ଼ିଆ ମାନେ ଯାଉଥିବା ବେଳେ ପୋଲିସ - କାଉଡ଼ିଆ ମାନେ ମୁହାଁ ମୁହିଁ ହୋଇଛନ୍ତି। ଏହି ଘଟଣା ଆଜି ଭୋରୁ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳ ରେ ଘଟିଛି। ଶିବ ଭକ୍ତ ମାନେ ଡିଜେ ବାଜା ବଜାଇ ବେଦବ୍ୟାସ
Read More...

ବଣାଇ : ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ତ୍ରିପାଠୀଙ୍କ ଅକାଳ ବିୟୋଗ।। ବିଭିନ୍ନ ସାମ୍ୱାଦିକ ସଙ୍ଗଠନର ଶୋକ ପ୍ରକାଶ।

ବରିଷ୍ଠ ସାମ୍ବାଦିକଙ୍କ ଅକାଳ ବିୟୋଗ ବଣାଇ,୨୮/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇଁର ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ତ୍ରିପାଠୀଙ୍କ ଆଜି ଭୋର ୪.୩୦ ସମୟରେ ବଣାଇଁ କଲେଜ ନିକଟ କଲୋନୀରେ ଥିବା ତାଙ୍କ ବାସଭବନରେ ଅକାଳ ବିୟୋଗ ହୋଇଯାଇଛି।।ସେ ଦୀର୍ଘ ଦିନ ଦିନ ଧରି କିଡ଼ିନି ରୋଗରେ
Read More...

ବିରମିତ୍ରପୁର : ପ୍ରବଳ ବର୍ଷା ଯୋଗୁଁ ସ୍ରୋତରେ ଭାସି ଯାଇଛି କଲଭର୍ଟ।। ନୂଆଗାଁ ବ୍ଲକ୍ ର ଖାତମା ନାଳା ଉପରେ ବ୍ରିଜ…

Satyananda Mohanty: ରାଉରକେଲା : ୨୭/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ କୋକରମା ପଞ୍ଚାୟତର ବେମତା ଗ୍ରାମକୁ ସଂଯୋଗ କରିଥିବା ବ୍ରିଜ ୬ ବର୍ଷ ହେଲା ପାଣିରେ ଭାସି ଯାଇଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏପର୍ଯ୍ୟନ୍ତ ହୋଇ ପାରୁନାହିଁ। ଗ୍ରାମକୁ ଗଲେ ଖାତମା ନାଳା ଦେଇ
Read More...

ସୁନ୍ଦରଗଡ଼ : ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଙ୍କ ଦୁଇ ଦିନିଆ ଜିଲ୍ଲା ଗସ୍ତ।। ମା ସମଲେଇ ମନ୍ଦିର ଏବଂ ଶୁଖା ମହାଦେବ…

ସୁନ୍ଦରଗଡ଼ : ୨୭/୭(ସତ୍ୟାନ୍ୟୁଜ) ବିଧାନସଭା ରେ ଉପ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ କରି ନିଜ ପୈତୃକ ଜିଲ୍ଲା ସୁନ୍ଦରଗଡ଼କୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ । ଆଜି ସୁନ୍ଦରଗଡ଼ ଆସି ଆରାଧ୍ୟା ଦେବୀ ମାଁ ସମଲେଇ ଙ୍କ ଦର୍ଶନ କରି ଆଶୀର୍ବାଦ
Read More...

ରାଉରକେଲା : ଅନ୍ ଲାଇନ୍ ଗେମ୍ କେଲଙ୍କରୀ।। ଦୂତୀୟ ଦିନରେ ମଧ୍ୟ ଇଡି ଚଢ଼ାଉ ଜାରୀ।। ୧୦୦ ରୁ ଉର୍ଦ୍ଧ୍ବ ଯୁବକ ନିଷିଦ୍ଧ…

ରାଉରକେଲା : ୨୭/୭(ସତ୍ୟାନ୍ୟୁଜ) କାଲି କିଛି ନଥିଲେ ଆଜି କୋଟି ପତି। ରାତା ରାତି କମାଇ ଛନ୍ତି ଅଜସ୍ର ଟଙ୍କା। ସେଥିରେ ନିର୍ମାଣ କରିଛନ୍ତି ବିଳାସମୟ କୋଠା। ଏହା କୌଣସି ସହରରେ ନୁହେଁ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡ ଗୋଗୁଆ ଗାଁର କିଛି ଯୁବକଙ୍କ କାହାଣୀ। କୋଟିପତି ନିଶା ରେ
Read More...