Browsing Category

ଓଡିଶା

ରାଉରକେଲା-ବନ୍ଧମୁଣ୍ଡା ରୋଡ଼ରେ ଅଟୋ-ବାଇକ ଦୁର୍ଘଟଣା।।ଜଣେ ମୃତ , ସ୍ତ୍ରୀ ଏବଂ ପୁଅ ଗୁରୁତର ।। ଚିକିତ୍ସା ଲାଗି ଆରଜିଏଚ…

ରାଉରକେଲା-ବନ୍ଧମୁଣ୍ଡା ରୋଡ଼ ରେ ରବିବାର ସନ୍ଧ୍ୟାରେ ଦୁର୍ଘଟଣା ଘଟି ଗୋଟିଏ ପରିବାରର ଜଣେ ସଦସ୍ୟ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ହସପିଟାଲ ରେ ଚିକିତ୍ସିତ ହେଉଛନ୍ତି । ଉତ୍ତମ ବସ୍ତି ନିକଟ ସବ-ଷ୍ଟେସନ ସମ୍ମୁଖ ରାସ୍ତାରେ ଏହି ଦୁର୍ଘଟଣା
Read More...

ପୋଲିସ ସ୍କାନର ରେ ପ୍ରେମୀଯୁଗଳ।।ରାଉରକେଲା ଇନ୍ଦିରା ଗାନ୍ଧୀ ପାର୍କରେ ପୋଲିସ ର ଚଢ଼ାଉ ।

ପ୍ରେମୀ ଯୁଗଳ ସାବଧାନ ହୋଇଯିବା ବେଳ ଆସିଯାଇଛି । ଏବେ ଯେକୌଣସି ସର୍ବସାଧାରଣ ସ୍ଥାନରେ କିମ୍ବା ପାର୍କରେ ଆପତ୍ତିଜନକ ଅବସ୍ଥାରେ ମିଳିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ହେବ । ରବିବାର ଦିନ ରାଉରକେଲା ଇନ୍ଦିରା ଗାନ୍ଧୀ ପାର୍କରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଏପରି ୨୦ ରୁ ଉର୍ଦ୍ଧ୍ବ ଯୋଡିଙ୍କୁ
Read More...

ପଞ୍ଚାୟତରାଜ୍ ମନ୍ତ୍ରୀ ପ୍ରତାପ ଜେନା ହସପିଟାଲ ରେ ଭର୍ତ୍ତି।।

ପଞ୍ଚାୟତରାଜ୍ ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ଫୁଲବାଣୀ ରୁ ଏଆରଲିଫ୍ଟ କରି ଅଣାଯିବା ପରେ ଭୁବନେଶ୍ବରଆପୋଲୋ ହସପିଟାଲ ରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଗତକାଲି ଠାରୁ ଶ୍ରୀ ଜେନା ଫୁଲବାଣୀ ଗସ୍ତରେ ଥିବା ବେଳେ ଶନିବାର ସନ୍ଧ୍ୟାରେ ହଠାତ ଅସୁସ୍ଥ ଅନୁଭଵ କରିଥିଲେ
Read More...

ରାଉରକେଲା ରେ ଆଜି ଏକ୍ସ ଏଲ ପେଟ୍ରୋଲ ଦର ୧୧୫ ପାର ଏବଂ ଡିଜେଲ ୧୦୮ ଉପରେ।।ସାଧାରଣ ପେଟ୍ରୋଲ ଦର ୧୧୧ ଟଙ୍କା ୪୨ ପଇସା ।

ରବିବାର ଦିନ ପେଟ୍ରୋଲ , ଡିଜେଲ ମୂଲ୍ୟ ରେ ପୁଣି ବୃଦ୍ଧି ଘଟିଛି । ଲଗାତାର ପାଞ୍ଚ ଦିନ ହେଲା ପେଟ୍ରୋଲ ଡିଜେଲ ର ଦରବୃଦ୍ଧି ଜାରି ରହିଛି । ଅନ୍ତର୍ଜାତୀୟ ବଜ଼ାର ରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଦେଶରେ ଏପ୍ରକାର ଦରଵୃଦ୍ଧି ହେଉଥିବାର କୁହାଯାଉଛି । ତେବେ ପେଟ୍ରୋଲ , ଡିଜେଲ ର ଲଗାତାର
Read More...

କୋଏଲ ନଦୀରେ ବୁଡି ୧୪ ବର୍ଷୀୟ ଛାତ୍ର ନିଖୋଜ।।ଫାୟାର ବ୍ରିଗେଡ଼ ଟିମ ର ଉଦ୍ଧାର କାର୍ଯ୍ୟ ଜାରି ।

ରାଉରକେଲା : (୩୧/୧୦) ନଦୀରେ ସାଙ୍ଗ ମାନଙ୍କ ସହ ଗାଧୋଉଥିବା ବେଳେ ଜଣେ ୧୪ ବର୍ଷୀୟ ଅଷ୍ଟମ ଶ୍ରେଣୀର ଛାତ୍ର ପାଣିରେ ବୁଡି ନିଖୋଜ ଅଛନ୍ତି । ପୋଲିସ ଏବଂ ଫାୟାର ବ୍ରିଗେଡ଼ ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନିଖୋଜ ଥିବା ଛାତ୍ର ବିବେକ ସିଂ ରାଉରକେଲା
Read More...

ରାଜଗାଙ୍ଗପୁର ରେ ଖୋଲିଲା ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ମିଲେଟ ଜଳଖିଆ କେନ୍ଦ୍ର ।

ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଲା ପ୍ରଥମ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ରାଜଗାଙ୍ଗପୁରଠାରେ ଶନିବାର ଦିନ ଏହି ଟିଫିନ୍ ସେଣ୍ଟର ଖୋଲିଛି। ସ୍ଥାନୀୟ ଡାକୁୱା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି।
Read More...

ମମିତା ମେହେର ହତ୍ୟାକାଣ୍ଡ ଘଟଣା ।। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ରାଉରକେଲା ରେ ବିଜେପିର ଏସପି ଙ୍କ…

କଳାହାଣ୍ଡି ଜିଲ୍ଲା ମହଲିଙ୍ଗ ସନସାଇନ ଇଂଲିଶ ମିଡ଼ିଅମ ସ୍କୁଲ ର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲା ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ରାଉରକେଲା ରେ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପି ପକ୍ଷରୁ ଶନିବାର ଦିନ ଏହି
Read More...

ବଣେଇ ପରେ ଧରଣୀଧରପାଲି ରେ ଦନ୍ତା ଆତଙ୍କ ।। ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କଲେ ।

ସୁନ୍ଦରଗଡ଼ ଜିଲ୍ଲା ବଣେଇ ଅଞ୍ଚଳରେ ବହୁଦିନ ଧରି ଦୁଇଟି ଦନ୍ତାହାତୀ ଜଙ୍ଗଲ ରୁ ଆସି ବ୍ୟାପକ କ୍ଷୟକ୍ଷତି କରୁଥିବା ଜାରି ରହିଛି । ଏବେ ଧରଣୀଧର ପାଲି ରେ ଏକ ଦନ୍ତା ହାତୀ ଜଙ୍ଗଲ ରୁ ଆସି ବ୍ୟାପକ ଫସଲ ହାନି କରିବା ସହ ଗାଁ ରେ ପଶି ଲୋକଙ୍କ ଘର ଭାଙ୍ଗି ଦେଉଛି । ଘର ଭାଙ୍ଗିବା ସହ
Read More...

ଗୋଟିଏ ଦିନରେ ବଣେଇ ଉପଖଣ୍ଡ ରେ ହାତୀ ଆକ୍ରମଣରେ ଦୁଇଜଣ ଆହତ।। ବନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ।

ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ରେ ହାତୀ ଉପଦ୍ରବ କମିବା ନାଁ ନେଉନାହିଁ । ଆଜି ଗୋଟିଏ ଦିନରେ ବଣେଇ ଉପାଖଣ୍ଡରେ ଦୁଇଜଣ ଯୁବକ ହାତୀ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ହସପିଟାଲ ରେ ଚାଲିଛି । ସକାଳେ ଲହୁଣୀପଡା ଥାନା ଅନ୍ତର୍ଗତ ପରାଗପୋଷ ଗ୍ରାମରେ ଜଣେ
Read More...

ଆମର ଯବାନ ଜ୍ୟୋତିର ସ୍ବର୍ଣ୍ଣିମ ବିଜୟ ମଶାଲ ଭୁବନେଶ୍ୱର ରେ ପହଞ୍ଚିଲା।

ସ୍ବର୍ଣ୍ଣିମ ବିଜୟ ମଶାଲ ଆଜି ଆସି ଭୁବନେଶ୍ୱର ରେ ପହଞ୍ଚି ଯାଇଛି। ୧୯୭୧ ମସିହାରେ ସଂଘଠିତ ଯୁଦ୍ଧ ରେ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଏହି ମଶାଲ ବିଭିନ୍ନ ସ୍ଥାନ ପରିକ୍ରମା କରି ଭୁବନେଶ୍ୱର ରେ ପହଞ୍ଚିଛି। ଏହି ଅବସରରେ ଅକ୍ଟୋବର ୨୦ରୁ
Read More...