Browsing Category
ଓଡିଶା
ରାଉରକେଲା ରେ ଦୀପାବଳୀ ଏବଂ କାଳୀପୂଜା ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।
କାଳୀପୂଜା ଏବଂ ଦୀପାବଳୀ ଉତ୍ସଵ ପାଳନ କରିବା ଲାଗି ରାଉରକେଲା ଇସ୍ପାତ ସହର ଚଳଚଞ୍ଚଳ ହୋଇ ଉଠିଛି । ମା କାଳୀ ଙ୍କ ପ୍ରତିମା ରେ କାରିଗର ତାର ଶେଷ ସ୍ପର୍ଶ ଦେଉଥିବା ବେଳେ ବିଭିନ୍ନ ପୂଜାମଣ୍ଡପ ରେ ମାଙ୍କ ପୂଜା ଲାଗି ପ୍ରସ୍ତୁତି ଚାଲିଛି ।
କୋଭିଡ କଟକଣା ଯୋଗୁ ଚାରିଫୁଟ ରୁ ଅଧିକ!-->!-->!-->!-->!-->…
Read More...
Read More...
ନାବାଳକ ଲୁଟ କରିଥିଲା ୫ ଲକ୍ଷ ଟଙ୍କାର ସୁନା ଗହଣା।। ନାବାଳକ ଅଭିଯୁକ୍ତଙ୍କ ସମେତ ୩ ଗିରଫ।।୫ ଲକ୍ଷ ଟଙ୍କା ସୁନା ଗହଣା…
ଘରୁ ସୁନାଗହଣା ଚୋରିକରିବା ଏବଂ ମହିଳାଙ୍କ ବେକରୁ ସୁନା ଚେନ ଲୁଟିବା ଘଟଣାରେ ରାଉରକେଲା ଉଦିତନଗର ଥାନା ପୋଲିସ ଜଣେ ନାବାଳକ କୁ ଗିରଫ କରିଛି । ଏହି ନାବାଳକ ଚାରିମାସ ମଧ୍ୟରେ ବାସନ୍ତୀ କଲୋନୀ ର ଦୁଇଟି ଘରୁ ଗହଣା ଚୋରି କରିବା ସହ ୩ ଜଣ ମହିଳାଙ୍କ ବେକ ରୁ ସୁନା ଚେନ ଲୁଟି ନେଇଥିଲା ।!-->…
Read More...
Read More...
ବିରମିତ୍ରପୁର ବଜ଼ାର ରେ ଧନତେରସ ଲାଗି ପ୍ରବଳ ଭିଡ।।ଦୀପାବଳୀ ଏବଂ କାଳୀପୂଜା ଲାଗି ପସ୍ତୁତି ଆରମ୍ଭ ।
ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଆଜି ଧନତେରସ ଲାଗି ଚଳଚଞ୍ଚଳ ହୋଇପଡିଥିବା ବେଳେ ଲୋକମାନେ ଦୀପାବଳୀ ଏବଂ କାଳୀପୂଜା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
କୋଭିଡ କଟକଣା ମଧ୍ୟରେ ଦୀପାବଳୀ , କାଳୀପୂଜା , ଧନ ତେରସ ମନାଇବାକୁ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଛି!-->!-->!-->!-->!-->…
Read More...
Read More...
୭୨ ଘଣ୍ଟା ମଧ୍ୟରେ ରାସ୍ତା ମରାମତି ନହେଲେ ଆନ୍ଦୋଳନ ର ଚେତାବନୀ।।ରାଏବଗା ଥାନା ସମ୍ମୁଖରେ ଦଲକି ପଞ୍ଚାୟତ ବାସୀ ଙ୍କ…
୭୨ ଘଣ୍ଟା ମଧ୍ୟରେ ଭାରୀଯାନ ଚଳାଚଳ ବନ୍ଦ କରାନଗଲେ କିମ୍ବା ଜର୍ଜର ଅବସ୍ଥାରେ ଥିବା ରାସ୍ତା ମରାମତି କରିବାକୁ କୌଣସି ପଦକ୍ଷେପ ନିଆ ନଗଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସୁନ୍ଦରଗଡ଼ ଜିଲ୍ଲା ଦଲକି ପଞ୍ଚାୟତ ର ଲୋକମାନେ ଚେତାବନୀ ଦେଇଛନ୍ତି ।
ରାଞ୍ଚିରୋଡ଼ ରୁ ସଲଙ୍ଗାବାହାଲ ଦେଇ!-->!-->!-->!-->!-->…
Read More...
Read More...
ଧନତେରସ ରେ ଗହଣା କିଣିବାକୁ ରାଉରକେଲା ରେ ଜୁଏଲେରୀ ଦୋକାନରେ ପ୍ରବଳ ଭିଡ ।।
ଆଜି ଧନତେରସ । ଦୀପାବଳୀ ପୂର୍ବରୁ ଧନତେରସ ପୂଜା କରାଯାଇଥାଏ । ବିଶ୍ୱାସ ଅଛିଯେ ଧନତେରସ ରେ ମହାଲଷ୍ମୀ ଘରକୁ ବିଜେ କରିଥାନ୍ତି ଏବଂ ପ୍ରସନ୍ନ ହେଲେ ଧନ ବର୍ଷା କରିଥାନ୍ତି । ଏହି ଦିନ ନୂତନ ବସ୍ତ୍ର , ଧାତୁ ଦ୍ରବ୍ୟ , ସୁନା ରୁପା ଗହଣା ଆଦି କ୍ରୟ କଲେ ଶୁଭ ହୋଇଥାଏ ଏବଂ ମହାଲଷ୍ମୀ ପ୍ରସନ୍ନ!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଳା ଉଜ୍ଜଳପୁର ଫରେଷ୍ଟ ରେଞ୍ଜରେ ୪୦ ଟିକିଆ ହାତୀଦଳ।।ବ୍ୟାପକ ଫସଲ ହାନି।। ଗ୍ରାମବାସୀ ଆତଙ୍କିତ ।
ହାତୀଦଳଙ୍କ ଆତଙ୍କ ରେ ସୁନ୍ଦରଗଡ଼ ଜିଲ୍ଲାବାସୀ ଅତିଷ୍ଠ ହୋଇ ପଡିଲେଣି । ବଣେଇ ଉପଖଣ୍ଡ ଅଞ୍ଚଳରେ ଗୋଠ ଛଡ଼ା ଦନ୍ତାହାତୀ ଙ୍କ ଉପଦ୍ରବ ଜାରି ରହିଥିବା ବେଳେ ଏବେ ସୁନ୍ଦରଗଡ ର ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ର କିଞ୍ଜିରୀକେଲା ସେକ୍ସନ ରେ ହାତୀ ଉପଦ୍ରବ ଲୋକଙ୍କ ନିଦ ହଜାଇ ଦେଇଛି ।
ଏହି!-->!-->!-->!-->!-->…
Read More...
Read More...
ତୈଳ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରବୃଦ୍ଧିର ପ୍ରତିବାଦ।।ବଣେଇ ମହିଳା ବିଜେଡି ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଜ୍ଞାପନ…
ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ବିରୁଦ୍ଧରେ ସୋମବାର ଦିନ ମହିଳା ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ବିକ୍ଷୋଭ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଥିବା!-->!-->!-->!-->!-->…
Read More...
Read More...
ପ୍ରକୃତି ସୁରକ୍ଷା ଉପରେ ଦୁଇଦିନିଆ ସେମିନାର ।।ରାଉରକେଲା ଆଇନ ମହାବିଦ୍ୟାଳୟ ରେ ଜାତୀୟ ସେମିନାର।
ପ୍ରକୃତି ଆମକୁ ଯେତିକି ଉପହାର ଦେଇଛି ତାହା ମାନବ ସମାଜ ଲାଗି ଯଥେଷ୍ଟ । ପ୍ରକୃତିର ଉପହରକୁ ବରଦାନ ଭାବେ ଗ୍ରହଣ କରି ମାନବ ସମାଜ ଜୀବନ ନିର୍ବାହ କଲେ କୌଣସି ଅସୁବିଧା ହେବ ନାହିଁ। ଏବେ କିନ୍ତୁ ଆମେ ପ୍ରକୃତିକୁ ଧ୍ବଂସ କରିବାରେ ଲାଗିଛୁ ।
ପ୍ରକୃତି ଏବଂ ପରିବେଶ ର ସୁରକ୍ଷା ଲାଗି!-->!-->!-->!-->!-->…
Read More...
Read More...
ତୈଳଦର ବୃଦ୍ଧି ବିରୁଦ୍ଧରେ ରାଉରକେଲା ରେ ବିଜେଡି ର ପ୍ରତିବାଦ।। ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
ତୈଳ ଦରରେ ଅହେତୁକ ବୃଦ୍ଧି ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରେ ଆକାଶଛୁଆଁ ଦର ବୃଦ୍ଧି ର ପ୍ରତିବାଦରେ ଆଜି ରାଉରକେଲା ରେ ମହିଳା ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏହି ପ୍ରତିବାଦ!-->…
Read More...
Read More...
ତୈଳଦର ବୃଦ୍ଧି ବିରୁଦ୍ଧରେ ରାଉରକେଲା ରେ ବିଜେଡି ର ପ୍ରତିବାଦ।। ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
ତୈଳ ଦରରେ ଅହେତୁକ ବୃଦ୍ଧି ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରେ ଆକାଶଛୁଆଁ ଦର ବୃଦ୍ଧି ର ପ୍ରତିବାଦରେ ଆଜି ରାଉରକେଲା ରେ ମହିଳା ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏହି ପ୍ରତିବାଦ!-->!-->!-->!-->!-->…
Read More...
Read More...