Browsing Category

ଓଡିଶା

ସୁନ୍ଦରଗଡ଼ ଜିଲ୍ଲାରେ ଶୀତ ର ପ୍ରଭାବ ଅନୁଭୂତ।। ବଣେଇ ଉପାଖଣ୍ଡରେ ଧୀରେ ଧୀରେ ତାପମାତ୍ରା କମୁଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡିରେ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୮ ଟି ସ୍ଥାନରେ ୧୫ ଡିଗ୍ରୀ ସେଲସିୟସ ମଧ୍ୟରେ ତାପମାତ୍ରା ରହିଛି । ଫୁଲବାଣୀ , କୋରାପୁଟ ଏରିଆ ରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରହୁଛି ।
Read More...

ସ୍କୁଟି ରେ ଯାଉଥିବା ବେଳେ ଛାତ୍ରୀଙ୍କ ନିକଟରୁ ଝାମ୍ପିନେଲେ ଭ୍ୟାନିଟି ବ୍ୟାଗ।। । ରାସ୍ତାରେ ପଡି ଛାତ୍ରୀ ଆହତ ,…

ବାଇକ ରେ ଆସି ସ୍କୁଟି ରେ ଯାଉଥିବା ମହିଳାଙ୍କ ଭ୍ୟାନିଟି ବ୍ୟାଗ ଟାଣିନେଇ ପଳାଇବା ଘଟଣା ରାଉରକେଲା ରେ ବ୍ରେକ ଲାଗିବା ନାଁ ନେଉନାହିଁ । ରବିବାର ସନ୍ଧ୍ୟାରେ ଜଣେ ଛାତ୍ରୀ ସ୍କୁଟି ରେ ସେକ୍ଟର ପଟୁ ପ୍ଲାଣ୍ଟସାଇଟ ରୋଡ଼ ନିଜ ଘରକୁ ଫେରୁଥିବା ବେଳେ ଦୃବୃତ୍ତ ଙ୍କ ଲୁଟ ର ଶିକାର ହୋଇଛନ୍ତି ।
Read More...

ସ୍କୁଟି ରେ ଯାଉଥିବା ବେଳେ ଛାତ୍ରୀଙ୍କ ନିକଟରୁ ଝାମ୍ପିନେଲେ ଭ୍ୟାନିଟି ବ୍ୟାଗ।। । ରାସ୍ତାରେ ପଡି ଛାତ୍ରୀ ଆହତ ,…

ବାଇକ ରେ ଆସି ସ୍କୁଟି ରେ ଯାଉଥିବା ମହିଳାଙ୍କ ଭ୍ୟାନିଟି ବ୍ୟାଗ ଟାଣିନେଇ ପଳାଇବା ଘଟଣା ରାଉରକେଲା ରେ ବ୍ରେକ ଲାଗିବା ନାଁ ନେଉନାହିଁ । ରବିବାର ସନ୍ଧ୍ୟାରେ ଜଣେ ଛାତ୍ରୀ ସ୍କୁଟି ରେ ସେକ୍ଟର ପଟୁ ପ୍ଲାଣ୍ଟସାଇଟ ରୋଡ଼ ନିଜ ଘରକୁ ଫେରୁଥିବା ବେଳେ ଦୃବୃତ୍ତ ଙ୍କ ଲୁଟ ର ଶିକାର ହୋଇଛନ୍ତି
Read More...

ରାଜଗାଙ୍ଗପୁର ପୋଲିସ କୁ ବଡ଼ ସଫଳତା।। ଚୋରିର ଦୁଇଘଣ୍ଟା ମଧ୍ୟରେ ୧୦ ଲକ୍ଷ ଟଙ୍କାର ଚୋରି ସିମେଣ୍ଟ ଜବତ ।। ଅଭିଯୁକ୍ତ…

ଚୋରିର ଦୁଇଘଣ୍ଟା ମଧ୍ୟରେ ରାଜଗାଙ୍ଗପୁର ପୋଲିସ ଚୋରି ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଚୋରକୁ ଗିରଫ କରିଛନ୍ତି । ଶ୍ୟାମ କୁମାର ଦାସ ନାମକ ଜଣେ ଡ୍ରାଇଭର ଶନିବାର ଦିନ ଡାଲମିଆଁ ସିମେଣ୍ଟ ପ୍ଲାଣ୍ଟ ରୁ ଡ଼ମ୍ପର ରେ ୨୪୦ ବସ୍ତା ସିମେଣ୍ଟ ଲୋଡ଼ କରି ବଣେଇ
Read More...

ହାଇସ୍କୁଲ ନିର୍ମାଣରେ ନିମ୍ନମାନର କାମ ହେଉଥିବା ଅଭିଯୋଗ କଲେ ଗ୍ରାମବାସୀ।।ପ୍ରତିବାଦରେ ଗ୍ରାମବାସୀ ଗୁରୁଣ୍ଡିଆ ରେ…

ସ୍କୁଲ ଘର ନିର୍ମାଣରେ ନିମ୍ନ ମାନର କାମ ହେଉଥିବା ଅଭିଯୋଗ କରି ଆଜି ଗ୍ରାମବାସୀ ମାନେ ଚାଲିଥିବା କାମ ବନ୍ଦ କରିଦେଇଛନ୍ତି । ବାରମ୍ବାର ବିଭାଗୀୟ ଯନ୍ତ୍ରୀ ଏବଂ ଅନ୍ୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କାମର ଗୁଣାତ୍ମକ ମାନରେ କୌଣସି ଉନ୍ନତି ନହେବାରୁ ବାଧ୍ୟ ହୋଇ ଏପରି ପଦକ୍ଷେପ ନିଆଯାଇଛି
Read More...

ସ୍ଥାନୀୟ ଟ୍ରାନ୍ସପୋର୍ଟରଙ୍କୁ ଲୋଡିଙ୍ଗ ଦେବା ଦାବିରେ କାରଖାନା ସମ୍ମୁଖରେ ବିକ୍ଷୋଭ ।।ଟ୍ରକ , ଡ଼ମ୍ପର ମାଲିକ ସଂଘର…

ରାଉରକେଲା କଲୁଙ୍ଗା ଆଇ ଡି ସି ସ୍ଥିତ ଏକ ଘରୋଇ କମ୍ପାନୀ ସ୍ଥାନୀୟ ଟ୍ରକ , ଡ଼ମ୍ପର ମାଲିକ ସଙ୍ଘ ର ଗାଡି ଗୁଡିକୁ ଲୋଡିଙ୍ଗ ଦେବାରେ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ପ୍ରତିବାଦ ରେ ଶନିବାର ଦିନ ଉକ୍ତ ସଂସ୍ଥା ମହାବୀର ଫେର ଆଲୟଜ୍ ସମ୍ମୁଖରେ ସ୍ଥାନୀୟ ଟ୍ରକ , ଡ଼ମ୍ପର ମାଲିକ ସଙ୍ଘ
Read More...

ହତ୍ୟା ନା ଆତ୍ମହତ୍ୟା ! ।।ରାଉରକେଲା ରିଙ୍ଗରୋଡ଼ କଡ ଗଛ ରେ ଝୁଲନ୍ତା ଶବ ଉଦ୍ଧାର ।।

ରାଉରକେଲା ଟ୍ରାଫିକ ଗେଟ ନିକଟ ରେ ଥିବା ଏକ ଗଛରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ଶବ ଝୁଲନ୍ତା ଅବସ୍ଥାରେ ମିଳିବା ପରେ ଏହାକୁ ନେଇ ବିଭିନ୍ନ ଆକଳନ କରାଯାଉଛି । ରିଙ୍ଗରୋଡ଼ କଡରେ ଥିବା ଏହି ଗଛରେ ଉକ୍ତ ବ୍ୟକ୍ତିଙ୍କ ଝୁଲୁଥିବା ଶରୀର ର ଅର୍ଦ୍ଧେକ ଅଂଶ ମାଟିରେ ଲାଗି ରହିଛି । ମୃତ
Read More...

ଟଙ୍କା ଭର୍ତ୍ତି କରୁଥିବା କମ୍ପାନୀର ଅଧିକାରୀ ମାନେ ଷ୍ଟ୍ରାଇକରେ।। ରାଉରକେଲା ଏବଂ ବଣେଇରେ ପାଞ୍ଚ ଦିନ ହେଲା ୯୫ ଟି…

ରାଉରକେଲା ଏବଂ ବଣେଇ ଅଞ୍ଚଳରେ ଗତ ୫ ଦିନ ହେଲା ୯୫ ଟି ଏ ଟି ଏମ କାମ କରୁନଥିବାରୁ ଗ୍ରାହକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟତଃ ଷ୍ଟେଟବ୍ୟାଙ୍କ , ଆକ୍ସସିସ ବ୍ୟାଙ୍କ , ଆଇ ସି ଆଇ ସି ବ୍ୟାଙ୍କ ର ଏଟିଏମ କାମ କରୁନାହିଁ । ଏହା ମଧ୍ୟରେ ଦୀପାବଳୀ ଥିଲା । ଏଟିଏମ କାମ
Read More...

କେନ୍ଦ୍ର ପରେ ରାଜ୍ୟ ସରକାର ତୈଳଦର ଉପରେ ଭାଟ କମାଇଲେ।।ଓଡ଼ିଶା ସମେତ ୧୦ ଟି ରାଜ୍ୟରେ ଭାଟ କମିଲା ।

କେନ୍ଦ୍ର ସରକାର ପେଟ୍ରୋଲ ଉପରେ ପାଞ୍ଚ ଟଙ୍କା ଏବଂ ଡିଜେଲ ଉପରେ ଦଶ ଟଙ୍କା ଏକ୍ସସାଇଜ ଡିଉଟି କମାଇ ଦେବା ପରେ ବୃଦ୍ଧି ପାଇଥିବା ଦର ସାମାନ୍ୟ କାମ ହୋଇଛି । ତଥାପି ଲୋକମାନେ ଆଶ୍ୱସ୍ତ ଥିବା ବେଳେ ଆଜି ଓଡିଶା ରାଜ୍ୟ ସରକାର ପେଟ୍ରୋଲ ଡିଜେଲ ଉପରେ ତିନି ଟଙ୍କା ଭାଟ ଛାଡ କରିଛନ୍ତି
Read More...

ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ ଦରବୃଦ୍ଧି ର ପ୍ରତିବାଦ।।ରାଉରକେଲା ରେ ସିପିଏମ ର ବିକ୍ଷୋଭ ।

ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ ର ଅହେତୁକ ଦରଵୃଦ୍ଧି ବିରୁଦ୍ଧରେ ସିପିଏମ ପକ୍ଷରୁ ଆଜି ରାଉରକେଲା ରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅକାଶଛୁଆଁ ଦରଦାମ ବୃଦ୍ଧିର ମଧ୍ୟ ପ୍ରତିବାଦ କରାଯାଇଛି । ଏହାପୂର୍ବରୁ ବିଜେଡି ପକ୍ଷରୁ
Read More...