Browsing Category

ଓଡିଶା

ଅଦିନିଆ ବର୍ଷା ଏବଂ ହାତୀପଲ୍ଲ ଉପଦ୍ରବରେ ନୂଆଗାଁ ବ୍ଲକ ର ଚାଷୀଙ୍କ ଉପରେ ଦୋହରା ମାଡ।। ବ୍ୟାପକ ଫସଲ ନଷ୍ଟ।। ସରକାରୀ…

ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ଧାନ , ମାଣ୍ଡିଆ , ଏବଂ ଅନ୍ୟାନ୍ୟ ଶସ୍ୟ ଜାତୀୟ ଚାଷ ରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ଚାଷ କରିଥାନ୍ତି ଏଠାକାର ବାସିନ୍ଦା। କିନ୍ତୁ ଏବେ ଚାଷୀ ମାନଙ୍କ ଉପରେ ପଡିଛି ଦୋହରା ମାଡ
Read More...

ବିରାମିତ୍ରପୁର ରେ ବିଭିନ୍ନ ପ୍ରକଳ୍ପ ଲାଗି ୨କୋଟି ୬୦ଲକ୍ଷ ଟଙ୍କା ମଞ୍ଜୁର।। ଲୋକମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ…

ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ସହରର ଉନ୍ନତିକରଣ ଲାଗି ମୁଖ୍ୟମନ୍ତ୍ରୀ ୨ କୋଟି ୬୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅର୍ଥ ମୁଖ୍ୟମନ୍ତ୍ରୀ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଖର୍ଚ୍ଚ ହେବ । ସମୁଦାୟ ୪୫ ଟି ପ୍ରକଳ୍ପରେ ଏହି ଅର୍ଥ ବିନିଯୋଗ ହେବ । ମୁଖ୍ୟତଃ ପବ୍ଲିକ
Read More...

ତିନିମାସ ହେଲା ଗ୍ରାମରେ ନାହିଁ ବିଦ୍ୟୁତ ସଂଯୋଗ।। ପ୍ରତିବାଦରେ ବିରମିତ୍ରପୁର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।

ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ ର କାଦୋବାହାଲ ପଞ୍ଚାୟତ ର ଘୋଘର ଗ୍ରାମବାସୀ ମାନେ ଗୁରୁବାର ଦିନ ବିରମିତ୍ରପୁର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଉକ୍ତ ଗ୍ରାମରେ ଗତ ତିନିମାସ ହେଲା ବିଦ୍ୟୁତ ଲାଇନ ନଥିବାରୁ ଗ୍ରାମବାସୀ ମାନେ ଘୋର ଅସୁବିଧା ଭୋଗୁଛନ୍ତି।
Read More...

ବଣେଇ ଫରେଷ୍ଟ ରେଞ୍ଜ ରେ ଦନ୍ତାହାତୀ ର ମୃତଦେହ ଠାବ।। ମୃତ୍ୟୁ ର କାରଣ ଅସ୍ପଷ୍ଟ।

ସୁନ୍ଦରଗଡ଼ ଜିଲ୍ଲା ବଣେଇ ଫରେଷ୍ଟ ରେଞ୍ଜ ର ତେନ୍ଦ୍ରା ଗ୍ରାମ ନିକଟରେ ଗୁରୁବାର ସକାଳେ ଏକ ଦନ୍ତାହାତୀ ର ମୃତ ଦେହ ଠାବ କରାଯାଇଛି । ହାତୀଟି କେଉଁ ପରିପ୍ରେକ୍ଷୀରେ ମୃତ୍ୟୁବରଣ କରିଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ଗ୍ରାମବାସୀଙ୍କ ଠାରୁ ଖବରପାଇ ବଣେଇ ବନ ବିଭାଗ
Read More...

ରାଉରକେଲା ଅଶୋକା ବ୍ରଦରସ ଫର୍ନିଚର ସୋରୁମ ରେ ଜିଏସଟି ବିଭାଗର ଚଢ଼ାଉ।। ନଜଣିଆ ଦୁଇଟି ଟିମ ର ସୋରୁମ ଏବଂ ଫ୍ୟାକ୍ଟ୍ରି…

ରାଉରକେଲା ଉଦିତନଗର ସ୍ଥିତ ମୁଖ୍ୟମାର୍ଗରେ ଥିବା ଅଶୋକା ବ୍ରଦରସ ରେ ସିଟି ଜିଏସଟି ଟିମ ପକ୍ଷରୁ ଚଢ଼ାଉ କରାଯାଇ କାଗଜପତ୍ର ଯାଞ୍ଚ ଚାଲିଛି । ଏହି ପ୍ରତିଷ୍ଠାନ ବିଭିନ୍ନ ପ୍ରକାର ଫର୍ନିଚର କିଣି ବିକ୍ରି କରୁଥିବା ବେଳେ ଏହାର ସଠିକ ଇନଭଏସ ଦେଉ ନଥିବା ଅଭିଯୋଗ ହେଉଛି । ଏହାଛଡା
Read More...

କୋଇଡା ବ୍ଲକ ର ଅପହଞ୍ଚ ଅଞ୍ଚଳକୁ ଡି ଏମ ଏଫ ରୁ ମିଳିଲା ୫ ଟି ବସ।।ଛାତ୍ରଛାତ୍ରୀ ମାନେ ହେବେ ଉପକୃତ ।

ରାଉରକେଲା (ଏସ ଏନ ଏ ବ୍ୟୁରୋ) ୧୬ ନଭେମ୍ବର ୨୦୨୧: ଖଣି ପ୍ରଭାବିତ କୋଇଡ଼ା ବ୍ଲକର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଓ କଲେଜ ଯିବା ଆସିବା ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଟି ସ୍ୱତନ୍ତ୍ର ବସ୍ ଯୋଗାଇ ଦିଆଯାଇଛି। କୋଇଡ଼ା ବ୍ଲକ୍ କାର୍ଯ୍ୟାଳୟଠାରେ ଆଜି ଏହି ମାଗଣା ବସ୍
Read More...

ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଘନକୁହୁଡି ର ଆସ୍ଥରଣ ।। ଜିଲ୍ଲାରେ ପାରଦ ମଧ୍ୟ ଖସୁଛି ।

ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ନିଜର କାୟା ବିସ୍ତାର କରିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ରାଉରକେଲା ଇସ୍ପାତ ସହରରେ ମଧ୍ୟରାତ୍ର ରୁ ସକାଳ ପର୍ଯ୍ୟନ୍ତ କୁହୁଡି ଲାଗି ରହୁଥିବାରୁ ଅତି ନିକଟରୁ ମଧ୍ୟ ଦେଖିବା ସମ୍ଭବ ପର ହେଉନାହିଁ । ଜିଲ୍ଲାର
Read More...

ରାଉରକେଲା ରେ ଜାତୀୟ ପ୍ରେସ ଦିବସ ପାଳିତ।। ପ୍ରଦର୍ଶିତ ହେଲା ୪୦୦ ରୁ ଅଧିକ ଦେଶ ବିଦେଶ ର ଖବର କାଗଜ ।

ରାଉରକେଲା (ବ୍ୟୁରୋ) ୧୬.୧୧.୨୧- ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ରାଉରକେଲା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାନପୋଷ ଆଇଟିଡିଏ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଏହି ଅବସରରେ 'ମହାମାରୀ ସମୟରେ ଗଣମାଧ୍ୟମ - ଏକ ନୂତନ ଆହ୍ଵାନ' ବିଷୟବସ୍ତୁକୁ ନେଇ ସ୍ଥାନୀୟ ସାମ୍ବାଦିକମାନେ
Read More...

ସୁନ୍ଦରଗଡ଼ ରେ ଜାତୀୟ ପ୍ରେସ ଦିବସ ପାଳିତ।

ସୁନ୍ଦରଗଡ଼ (ବ୍ୟୁରୋ) ୧୬ ନଭେମ୍ବର ୨୦୨୧।। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ମଙ୍ଗଳବାର ଦିନ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ
Read More...

ଅଦିନିଆ ବର୍ଷାରେ ବଣେଇ
ହସପିଟାଲ ଏବଂ କଲେଜ ରୋଡ଼ ର ଅବସ୍ଥା ବେହାଲ।। ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ।

ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ହେଡକ୍ୱାର୍ଟର ବଣେଇ ରେ ବର୍ଷାଜଳ ନିଷ୍କାସନ ହୋଇପାରୁ ନଥିବାରୁ ଅସୁବିଧାଜନକ ପରିସ୍ଥିତି ସୃଷ୍ଟି ହେଉଛି । ବଣେଇ କଲେଜକୁ ଏବଂ ହସ୍ପିଟାଲକୁ ଯାଇଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ପାଣି ଜମି ରହୁଥିବାରୁ କଲେଜକୁ ଛାତ୍ରଛାତ୍ରୀ ଯିବାରେ ଏବଂ ହସପିଟାଲ
Read More...