Browsing Category

ଓଡିଶା

ଅସାମାଜିକ ଗତିବିଧି ଉପରେ ଅଙ୍କୁଶ ଲଗାଇବାକୁ ରାଉରକେଲା ପୋଲିସର ଅଭିଯାନ ଜାରି।

ଅପରାଧ ନିୟନ୍ତ୍ରଣ ଲାଗି ରାଉରକେଲା ପୋଲିସ ର ଆରମ୍ଭ ହୋଇଥିବା ଅଭିଯାନ ଜାରି ରହିଛି । ଏକ ସପ୍ତାହରୁ ଉର୍ଦ୍ଧ୍ବ କାଳ ହେଲା ପୋଲିସର ଏହି ଅପରାଧ ନିରୋଧ ଅଭିଯାନ ବିଭିନ୍ନ ଥାନା କ୍ଷତ୍ରରେ ଚାଲିଛି । ବିଶେଷ କରି ସର୍ବସାଧାରଣ ସ୍ଥାନରେ ଆପତ୍ତିଜନକ କାର୍ଯ୍ୟକରୁଥିବା ଉଦଭ୍ରାନ୍ତ ଯୁବକ
Read More...

ସୁନ୍ଦରଗଡ଼ ଜିଲ୍ଲାରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ।।ଭାଗ ନେଇଛନ୍ତି ୫ ହଜାରରୁ ଅଧିକ ପ୍ରତିଯୋଗୀ।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ କ୍ରୀଡ଼ା ପ୍ରତିଭାମାନଙ୍କୁ ଖୋଜି ସେମାନଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ସୁଯୋଗ ଦେବା ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ଆନ୍ତଃବ୍ଲକ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ସୋମବାର ଦିନ ସୁନ୍ଦରଗଡ଼ ସଦର ବ୍ଲକର କିଞ୍ଜିର୍ମାସ୍ଥିତ ବିଜୁ ପଟ୍ଟନାୟକ ମିନି
Read More...

ସୁନ୍ଦରଗଡ଼ ସେଣ୍ଟମେରୀ ଉଚ୍ଚ ବାଳିକା ବିଦ୍ୟାଳୟର ୫୩ ଛାତ୍ରୀକରୋନା ଆକ୍ରାନ୍ତ।। ସମସ୍ତ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ…

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ପଜିଟିଭ୍ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଉଥିବା ବେଳେ ଆଜି ଗୋଟିଏ ସ୍କୁଲ ରେ ୫୩ ଜଣ ଛାତ୍ରୀ କରୋନା ଭାଇରସ ରେ ଆକ୍ରାନ୍ତ ହେବା ସୂଚନା ଚିନ୍ତା ର କାରଣ ହୋଇଛି । ଏହି ସମସ୍ତ ଛାତ୍ରୀ ସୁନ୍ଦରଗଡ଼ ସେଣ୍ଟ ମେରି ଉଚ୍ଚ ବାଳିକା ବିଦ୍ୟାଳୟର। କେତେକ ଛାତ୍ରୀଙ୍କୁ
Read More...

ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ର ୨୨ ଛାତ୍ରୀ କୋଭିଡ ରେ ଆକ୍ରାନ୍ତ ।

ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ର ୨୨ ଜଣ ଛାତ୍ରୀ କୋଭିଡ ପଜେଟିଭ ଚିହ୍ନଟ ହେବା ପରେ ଏହା ମେଡିକାଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି । ଆହୁରି କିଛି ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବାର ସନ୍ଦେହ କରାଯାଉଛି। କେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ତାର
Read More...

୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ର ସାଇବର ଠକେଇ ର ପର୍ଦ୍ଦାଫାସ କଲା ରାଉରକେଲା ପୋଲିସ।। ଗୁଜୁରାଟ ରୁ ସାଇବର ଠକ ଗିରଫ ସହ…

ଦୁଇବର୍ଷ ପୂର୍ବେ ସହରରେ ୧୫ ଲକ୍ଷ ୮୧ ହଜାର ଟଙ୍କାର ହୋଇଥିବା ସାଇବର କ୍ରାଇମ ର ପର୍ଦାଫସ କରିଛି ରାଉରକେଲା ପୋଲିସ । ଉକ୍ତ ସାଇବର ଠକ କୁ ଗିରଫ କରିବା ସହ ଅଭିଯୁକ୍ତ ନିକଟରୁ ନଗଦ ୫୦ ହଜାର ଟଙ୍କା , ପାନ କାର୍ଡ , ଭୋଟର କାର୍ଡ , ଆଧାର କାର୍ଡ ଆଦି ଜବତ କରିଛନ୍ତି । ଶେଆର ବଜ଼ାର
Read More...

ଡେଙ୍ଗୁ,କରୋନା ବିରୁଦ୍ଧରେ ରାଉରକେଲା ରେ ମୋର୍ଚ୍ଚା ଖୋଲିଲେ ସେଭ ଓଡିଶା ସଙ୍ଗଠନ ।

ଡେଙ୍ଗୁ , କରୋନା , ମ୍ୟାଲେରିଆ ଆଦି ରୋଗର ନିରାକରଣ ଲାଗି ସରକାରୀ ସ୍ତରରେ ଅନେକ ସଂସ୍ଥା ରହିଛି । ରାଉରକେଲା ରେ ମହନଗର ନିଗମ ପକ୍ଷରୁ ଏବଂ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ,କରୋନା ବାବଦରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ତଥାପି ରାଉରକେଲା ରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି
Read More...

କର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅନ୍ନ ପ୍ରସାଦ ଖାଇ ୨୧ ଜଣ ଅସୁସ୍ଥ।। ଲହୁଣୀପଡା ଡାକ୍ତରଖାନାରେ ଭର୍ତ୍ତି।

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନାର କପଣ୍ଡ ଗ୍ରାମରେ ଅନ୍ନ ପ୍ରସାଦ ଖାଇ ବହୁ ଗ୍ରାମବାସୀ ଅସୁସ୍ଥ ହୋଇ ପଡିଛନ୍ତି। ଅସୁସ୍ଥ ମାନଙ୍କୁ ଚିକିତ୍ସା ଲାଗି ଲହୁଣୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଙ୍କ ମଧ୍ୟରେ କେତେକ ମହିଳା
Read More...

ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ।।ହାତୀ ଘଉଡାଇବାକୁ…

ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଏବେ ହାତୀ ଆତଙ୍କ ଜାରି ରହିଛି । ଆଜି ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ରେ ଜଣେ ବ୍ୟକ୍ତିଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ରବିବାର ସକାଳେ କିଞ୍ଜିରିକେଲା ଫରେଷ୍ଟ ସେକ୍ସନ ରଷ୍ଟି ଗ୍ରାମର ମୁରଲୀ ଖଡ଼ିଆ ନିଜ ଶ୍ବଶୁର ଏବଂ
Read More...

ଦୁଇଟି ସ୍ଥାନରେ ବିସ୍ପୋରଣ କରି ଟ୍ରେନ ଲାଇନ ଉଡାଇଲେ ମାଓବାଦୀ।।ଚକ୍ରଧରପୁର ଏବଂ ଧାନବାଦ ଡିଭିଜନ ରେ ଟ୍ରେନ ଚଳାଚଳ…

ମାଓବାଦୀ ମାନେ ଶୁକ୍ରବାର ରାତିରେ ଦୁଇଟି ସ୍ଥାନରେ ରେଳ ଧାରଣା ଉଡାଇ ଦେଇଛନ୍ତି । ଗୋଟିଏ ଦକ୍ଷିଣପୂର୍ବ ରେଳପଥ ର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ହୋଇଥିବା ବେକେ ଅନ୍ୟ ବିସ୍ପୋରଣ ଟି ଧାନବାଦ ଡିଭିଜନ ରେ ଘଟିଛି । ଚକ୍ରଧରପୁର ଡିଭିଜନ ରେ ନକ୍ସଲମାନେ ରେଳ ଧାରଣା ବମ
Read More...

ଟ୍ରେନ ଲାଇନ ଉଡାଇଲେ ନକ୍ସଲ।। ହାଉଡା-ମୁମ୍ବାଇ ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ।।

ଦକ୍ଷିଣପୂର୍ବ ରେଳପଥ ର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ନକ୍ସଲମାନେ ରେଳ ଧାରଣା ମାଇନ୍ସ ଲଗାଇ ଉଡାଇ ଦେଇଛନ୍ତି । ଫଳରେ ହାଉଡା - ମୁମ୍ବାଇ ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳବାଇ ପକ୍ଷରୁ ଟ୍ରାକ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତରେ ଚାଲିଛି ।
Read More...