Browsing Category

ଓଡିଶା

ସୁନ୍ଦରଗଡ ରେ ୬୯ ତମ ରାଜ୍ୟସ୍ତରୀୟ ସିନିଅର ମହିଳା ଏବଂ ପୁରୁଷ କବାଡି ଚମ୍ପିୟାନଶିପ ଉଦଘାଟିତ।

ସ୍ଥାନୀୟ ମାଦ୍ରି କାଲୋ ଭବନ ପଡ଼ିଆରେ ୬୯ତମ ରାଜ୍ୟସ୍ତରୀୟ ସିନିୟର ପୁରୁଷ ଓ ମହିଳା କବାଡ଼ି ଚାମ୍ପିୟନସିପ୍ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ୩ ଦିନିଆ କ୍ରୀଡ଼ା ମହୋତ୍ସବର ଶୁଭାରମ୍ଭ କରିଛନ୍ତି।
Read More...

ଆସନ୍ତାକାଲି ପ୍ରଥମାଷ୍ଟମୀ।। ଓଡ଼ିଶାର ଘରେ ଘରେ ଚାଲିଛି ପ୍ରସ୍ତୁତି।। ପୁରୀ ଶ୍ରୀମନ୍ଦିରରେ ପହଁଚିଲା ପୋଢ଼ୁଆଁ ଭାର।

ଆସନ୍ତାକାଲି ପ୍ରଥମାଷ୍ଟମୀ। ଏଥିଲାଗି ଓଡ଼ିଶାର ଘରେ ଘରେ ପର୍ଵ ପାଳନ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ପୁରୀରେ ମଧ୍ୟ ଜଗନ୍ନାଥ ଙ୍କ ଲାଗି ପୋଢ଼ୁଆଁ ଭାର ଆସି ପହଞ୍ଚିଛି। ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀରେ ଏହା ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏହା ପ୍ରକୃତରେ ଜ୍ୟେଷ୍ଠ ସନ୍ତାନର
Read More...

ହାଇକୋର୍ଟ ରେ ରାଉରକେଲା ମହାନଗର ନିଗମ ନିର୍ବାଚନ ମାମଲା।। ବିଜେପି ନେତା ନିହାର ରାୟ ରିଟ ପିଟିସନ ଦାଖଲ କରିଥିଲେ।

ରାଉରକେଲା ମହାନଗର ନିଗମ ର ନିର୍ବାଚନ ପ୍ରସଙ୍ଗ ଏବେ ହାଇକୋର୍ଟ ରେ ପହଞ୍ଚିଛି। ନିକଟରେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ରାଉରକେଲା ମହାନଗର ନିଗମ ଏବଂ ସମ୍ବଲପୁର ମହନଗର ନିଗମ ନିର୍ବାଚନ କେତେକ କାରଣରୁ ହେବ ନାହିଁ ବୋଲି ଦର୍ଶା ଯାଇଥିଲା।ଆର ଏମ ସି ରେ ନିର୍ବାଚନ କରିବା ଲାଗି
Read More...

ବିବାହ ଭୋଜିରେ ଖାଦ୍ୟ ଖାଇ ରାଉରକେଲାରେ ୩୦ ରୁ ଉର୍ଦ୍ଧ୍ବ ଅସୁସ୍ଥ।। ହରିପୁର ବସ୍ତିରେ ସ୍ୱାସ୍ଥ୍ୟ ବିଭାଗ ଟିମ…

ରାଉରକେଲା ବାସନ୍ତୀ କଲୋନୀ ନିକଟରେ ଥିବା ହରିପୁର ବସ୍ତିରେ ବୁଧବାର ରାତିରେ ଏକ ବିବାହ ଭୋଜିରେ ଖାଦ୍ୟ ଖାଇ ୩୦ ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇ ପଡିଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ନିଆଯାଇଥିବା ବେଳେ ଅନ୍ୟମାନଙ୍କୁ ଉକ୍ତ ବସ୍ତିରେ ଚିକିତ୍ସା
Read More...

ସାମ୍ପ୍ରଦୟିକ ସଦଦ୍ଭାବନା ରକ୍ଷା ଲାଗି ରାଉରକେଲା ରେ ରାପିଡି ଆକ୍ସନ ଫୋର୍ସ , ଓ ଏସ ଏ ଏଫ ଏବଂ ସ୍ଥାନୀୟ ପୋଲିସ ର…

ରାଉରକେଲା ସହରରେ ସାମ୍ପ୍ରଦାୟିକ ସଦଦ୍ଭାବନା ରକ୍ଷାକରିବା ଉଦେଶ୍ୟରେ ଏକ ଫ୍ଲାଗମାର୍ଚ୍ଚ ଗୁରୁବାର ପୂର୍ବାହ୍ନ ରେ କରାଯାଇଥିଲା। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ କିପରି ଭାଇଚାରା ରକ୍ଷା କରାଯାଇ ପାରିବ , ଲୋକ ପରସ୍ପର ମଧ୍ୟରେ ମିଳିମିଶି ରହିବେ ସେ ବାବଦରେ ସଚେତନ କରାଇବା ଏହି ଫ୍ଲାଗମାର୍ଚ୍ଚ
Read More...

ସ୍ୱଚ୍ଛ ସର୍ବେକ୍ଷଣରେ ରାଉରକେଲାକୁ ମିଳିଲା ‘ୱନ ଷ୍ଟାର’ ମାନ୍ୟତା।। ସହରବାସୀଙ୍କୁ ଧନ୍ୟବାଦ ଜଣାଇଲେ…

ଭାରତ ସରକାରଙ୍କ ପକ୍ଷରୁ କରାଯାଉଥିବା ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତାରେ ଚଳିତ ବର୍ଷ ‘ଆବର୍ଜନାମୁକ୍ତ ସହର’ ବର୍ଗରେ ରାଉରକେଲାକୁ ‘ୱାନ୍ ଷ୍ଟାର’ ମାନ୍ୟତା ମିଳିଛି। ଏହି ମାନ୍ୟତା ପାଇବାରେ ରାଉରକେଲା ହେଉଛି ଓଡ଼ିଶାର ଏକମାତ୍ର ସହର। ତେଣୁ ଏହି ସଫଳତା ପାଇଁ ରାଉରକେଲା ମହାନଗର ନିଗମ
Read More...

ଲହୁଣୀପଡା ଥାନା କାଳିଆହୁଡି ଜଙ୍ଗଲରୁ ମିଳିଥିବା ଗଳିତ ଶବ ଚିହ୍ନଟ।। ହତ୍ୟା ସନ୍ଦେହରେ ୩ ଅଟକ।

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ କାଳିଆହୁଡି ଜଙ୍ଗଲରୁ ମିଳିଥିବା ଜଣେ ବ୍ୟକ୍ତିଙ୍କ ଗଳିତ ଶବ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି । ମୃତକ ରବି ସେଠି ଏବଂ ସେ ପାଖ ଗାଁ ର ବୋଲି ପୋଲିସ କହିଛି । ପ୍ରାଥମିକ ତଦନ୍ତରୁ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଏକ
Read More...

ଫେସବୁକ ପ୍ରେମ ର ପରିଣତି ।। ନାବାଳିକା କୁ ଧରି ଚମ୍ପଟ ମାରିବା ବେଳେ ପଂଜାବର ପ୍ରେମିକ ରାଉରକେଲା ଷ୍ଟେସନରୁ ଗିରଫ।

ଅନଲାଇନ ପାଠ ପଢା ପାଇଁ ବାପା ଝିଅ କୁ କିଣି ଦେଇଥିଲେ ମୋବାଇଲ ଫୋନ। ହେଲେ ପାଠ ପଢା ଛାଡି ଅନଲାଇନ ରେ ପ୍ରେମ କରି ଫସିଲା ଝିଅ। ଥାନାରେ ପହଁଚିଲା ମାମଲା। ସ୍ନାପଚାଟ ରୁ ପ୍ରେମ କରି ନାବାଳିକା ପ୍ରେମିକା କୁ ଧରି ଚମ୍ପଟ ମାରୁଥିବା ବେଳେ ବନ୍ଧହେଲା ସଦୁର ପଞ୍ଜାବ ର ପ୍ରେମିକ।
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ଗଜପତି…

ଶ୍ରୀ ଜଗନ୍ନାଥଙ୍କ ବିଜେସ୍ଥଳୀ ପୁରୀ ବିକାଶ ଲାଗି ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ମହାଯୋଜନା ଆରମ୍ଭ କରିଥିଲେ ତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଆଜି ଆରମ୍ଭ ହୋଇଛି । ୩୫୫ କୋଟି ଟଙ୍କାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏହି ପ୍ରକଳ୍ପ ର
Read More...

କୋଏଲ ନଦୀରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ।। କୋଲକାତାରୁ ବରଯାତ୍ରୀ ରେ ଆସିଥିଲେ ଜରେଇକେଲା।

ମଙ୍ଗଳବାର ଦିନ ଦୁଇଜଣ ଯୁବକ କୋଏଲ ନଦୀରେ ବୁଡି ପ୍ରାଣ ହରାଇଛନ୍ତି । ଏହି ଯୁବକଦ୍ବୟ କୋଲକାତାର ଏବଂ ବାହାଘର ବରଯାତ୍ରୀ ରେ ଜରେଇକେଲା କୋପସିଙ୍ଗା ଗ୍ରାମକୁ ଆସିଥିଲେ । ଉଭୟ ବରର ସମ୍ପର୍କୀୟ ଥିଲେ । ଆଜି ଦ୍ବିପ୍ରହରେ ଉଭୟ ଗାଧୋଇବା କୁ କୋଏଲ ନଦୀ ଆସିଥିଲେ । ଗାଧୋଇବା ବେଳେ ଗୋଡ଼
Read More...