Browsing Category

ଓଡିଶା

ଟାୟାର ରେ ପ୍ରେସର ଦେଉଥିବା ବେଳେ ଚକା ଫାଟି ବଣେଇ ରେ ଜଣେ ମୃତ।। ଦୁଇଜଣ ଆହତ ।

ମୃତ୍ୟୁ ଏମିତିବି ଆସେ ।ଭାଇବ୍ରେଟର ରୋଲର ରେ ହାୱ। ଦେଉଥିବା ବେଳେ ଟାୟାର ଫାଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଘଟଣା ଟି ଘଟିଛି ବଣେଇ ର ଏକ ଟାୟାର ଦୋକାନରେ । ସୋମବାର ଦିନ ବଣେଇ ତାରିଣୀ ଢାବା ନିକଟରେ ଏକ ଭାଇବ୍ରେଟର ରୋଲର ରେ ପ୍ରେସର ଦେଉଥିଲେ ଦୋକାନ
Read More...

ରାଉରକେଲା ମାଲଗୋଦାମ ଅଞ୍ଚଳ ର ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ରରେ ତାଲା ପକାଇଲେ ସ୍ଥାନୀୟ ଲୋକେ।ପରିବେଶ ଦୂଷିତ ହେଉଥିବା…

ରାଉରକେଲା ମାଲଗୋଦାମ ଅଞ୍ଚଳର ଲେପ୍ରୋସି ପଡା ନିକଟରେ ଥିବା ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ରକୁ ସ୍ଥାନୀୟ ଲୋକମାନେ ବିରୋଧ କରିଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି କେନ୍ଦ୍ରକୁ ପ୍ରତିଦିନ ଆଖପାଖ ଅଞ୍ଚଳରୁ ଖତ ପ୍ରସ୍ତୁତି ଲାଗି ଆବର୍ଜନା ଆଣି ରଖାଯିବା ସଙ୍ଗେ ସଙ୍ଗେ ସେଗୁଡିକୁ ଅଲଗା
Read More...

କୋଭିଡ ଆକ୍ରାନ୍ତଙ୍କୁ ସେବା ଯୋଗାଇ ଦେଇଥିବା ବ୍ୟକ୍ତି ବିଶେଷ କରାଗଲା ସମ୍ମାନିତ।। ମୁଖ୍ୟ ଅତିଥି ଭାବେ ସିନେ…

ଦୈନିକ ଖବରକାଗଜ ପ୍ରମେୟ ଏବଂ ବୈଦୁତିକ ଗଣମାଧ୍ୟମ ନିଉଜ ସେଭେନ ପକ୍ଷରୁ ଆୟୋଜିତ ହୋଇଯାଇଛି ପ୍ରତିଭା ସମ୍ମାନ ସମାରୋହ। ରବିବାର ସନ୍ଧ୍ୟାରେ ରାଉରକେଲା ୧୯ ନମ୍ବର ସେକ୍ଟର ସ୍ଥିତ ସିଭିକ ସେଣ୍ଟରରେ ଅନୁଷ୍ଠିତ ଏହି ଆମ ସଂକଳ୍ପ କାଯ୍ୟକ୍ରମରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ
Read More...

ସହିଦ ଅମୀୟ ଦାସ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ।। ଭାଗନେଲେ ୮୦ ଟି ଦଳ ।

ସୁନ୍ଦରଗଡ଼ ଜିଲ୍ଲାରେ ହକି ଖେଳର ପ୍ରସାର ପାଇଁ ବିଭିନ୍ନ ଟୁଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ଖଣି ଖାଦାନ ଭରା କୋଇଡା ବ୍ଲକର ରକ୍ସିଠାରେ ଆୟୋଜିତ ସହିଦ ଅମୀୟ ଦାସ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳ ଦିବସରେ ଅୟୋଜିତ ଉତ୍ସଵ ରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା,
Read More...

କୋଭିଡ ୧୯ ର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା।। ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ , ଏସପି ଙ୍କୁ ମୁଖ୍ୟ ଶାସନ ସଚିବଙ୍କ…

କୋଭିଡ୍-୧୯ ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପ୍ରସ୍ତୁତ ଏବଂ ସକ୍ରିୟ ରହିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳ, ଏସ୍.ପି. ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା
Read More...

କଂଗ୍ରେସ ନେତା ପ୍ରଶାନ୍ତ ସେଠୀଙ୍କ “ଆସ ବସ୍ତିକୁ ଯିବା” ଅଭିଯାନ ଜାରି।। ରବିବାର ଫୋକସ ରେ କଲ୍ୟାଣି…

ପ୍ରକ୍ତାନ ରଘୁନାଥପାଲୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ପ୍ରଶାନ୍ତ ସେଠୀ ତାଙ୍କର " ଆସ ବସ୍ତି କୁ ଯିବା ଅଭିଯାନ " ଜାରି ରଖିଛନ୍ତି। ନିଜର ସମର୍ଥକଙ୍କ ସହ ରବିବାର ଦିନ ୬ ନମ୍ବର ସେକ୍ଟର ସ୍ଥିତ କଲ୍ୟାଣି ବସ୍ତିରେ ପହଁଚି ଲୋକମାନଙ୍କ ସହ
Read More...

ବେଆଇନ ବାଲି ଚାଲାଣ ଉପରେ ପୋଲିସ୍ ର ଚଢ଼ାଉ।। ୧୨ ବାଲି ମାଫିଆ ଗିରଫ, ୧୦ ଟି ଗାଡି ଜବତ ।

ବେଆଇନ ବାଲି ଉତ୍ତୋଳନ ଉପରେ ପୋଲିସ ଚଢ଼ାଉ କରି ୧୦ ରୁ ଉର୍ଦ୍ଧ୍ଵ ଗାଡି ଜବତ କରିବା ସହ ୧୨ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ବାଲି ମାଫିଆ ମୁଖ୍ୟ , ତାଙ୍କ ସହଯୋଗୀ ଏବଂ ଗାଡିର ଡ୍ରାଇଭର , ହେଲ୍ପର ଅଛନ୍ତି । ଜବତ ଗାଡି ମଧ୍ୟରେ ୭ଟି ଟ୍ରାକ୍ଟର , ୩ଟି ଟିପ୍ପର ଗୋଟିଏ
Read More...

ହରିପୁର ବସ୍ତି ଫୁଡ଼ ପଏଜନିଙ୍ଗ ଘଟଣା।। ଏବେବି ୫୦ ରୁ ଉର୍ଦ୍ଧ୍ଵ ଚିକିତ୍ସାଧୀନ।। ଅସୁସ୍ଥ ହେବାର କାରଣ ଖୋଜା ଚାଲିଛି।

ରାଉରକେଲା ବାସନ୍ତୀ କଲୋନୀ ନିକଟ ହରିପୁର ବସ୍ତିରେ ବୁଧବାର ରାତିରେ ଏକ ଵିଵାହ ଭୋଜି ରେ ଖାଦ୍ୟ ଗ୍ରହଣ କରି ଅସୁସ୍ଥ ହୋଇଥିବା ସମସ୍ତ ଲୋକ ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି। ସରକାରୀ ହସ୍ପିଟାଲରେ ଏବେବି ୪୦ ଜଣ ଚିକିତ୍ସିତ ହେଇଥିବା ବେଳେ ଅନ୍ୟ କେତେଜଣ ଘରୋଇ ହସ୍ପିଟାଲରେ
Read More...

ଭିତ୍ତିଭୂମି ଏବଂ ଉନ୍ନତମାନ ଶିକ୍ଷାଦାନ ଉପରେ ରାଉରକେଲା ରେ ଆଲୋଚନା ଚକ୍ର।। ସରକାରୀ ସ୍କୁଲରେ ରୂପାନ୍ତିକରଣ ଉପରେ…

ସରକାରୀ ସ୍କୁଲରେ ଉନ୍ନତମାନର ଶିକ୍ଷା ପ୍ରଦାନ ଉପରେ ସରକାର ଏବେ ଗୁରୁତ୍ୱ ଦେଉଛନ୍ତି। ପ୍ରଥମ ପର୍ଯ୍ୟାୟରେ 5 T ଅଧୀନରେ ସ୍କୁଲ ଗୁଡିକର ରୂପାନ୍ତିକରଣ କାର୍ଯ୍ୟକ୍ରମ ଜାରି ରହିଛି । ଉଦେଶ୍ୟ ହେଲା ଛାତ୍ରଛାତ୍ରୀ ଏବଂ ଅଭିଭାବକ ଯେମିତି ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ ହେବେ । ଏବେ
Read More...

ଫୋର୍ବସ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସୁନ୍ଦରଗଡ଼ର ମାତିଲଦା କୁଲୁ।

ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳା ମାତିଲଦା କୁଲୁ ସମ୍ମାନଜନକ ଫୋର୍ବସ ତାଲିକା ରେ ଇଣ୍ଡିଆ ଶକ୍ତିଶାଳୀ ମହିଳା ଭାବେ ସ୍ଥାନ ପାଇଛନ୍ତି । ଆଗଧାଡ଼ିର କୋଭିଡ ଯୋଦ୍ଧା ଭାବେ ମହାମାରୀ କରୋନା ମୁକାବିଲା ରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ମାତିଲଦା କୁଲୁ। ୧୫ ବର୍ଷ ଧରି ଜିଲ୍ଲାର ବଡ଼ଗାଁ
Read More...