Browsing Category

ଓଡିଶା

ଆଗକୁ ଆସୁଛି ଲଘୁଚାପଜନିତ ବର୍ଷା ସାଙ୍ଗକୁ ବାତ୍ୟା।।ଚିନ୍ତାରେ ସୁନ୍ଦରଗଡ଼ ଜିଲ୍ଲାର ଚାଷୀ ।

ପୂର୍ବରୁ ଅଦିନିଆ ବର୍ଷାରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ବହୁ ପରିମାଣର ଧାନ ଫସଲ ନଷ୍ଟ ହୋଇ ଚାଷୀ ର ଅଣ୍ଟା ଏପର୍ଯ୍ୟନ୍ତ ସିଧା ହୋଇନାହିଁ । ପୁଣି ଆସୁଛି ଲଘୁଚାପ ଜନିତ ବର୍ଷା ସାଙ୍ଗକୁ ବାତ୍ୟା। ଏବେ କ୍ଷେତରେ ଭରି ରହିଛି ଧାନ ଫସଲ । ଆସନ୍ତା ୩ ତାରିଖରୁ ରାଜ୍ୟର
Read More...

ହାଇଟେକ ମେଡିକାଲ କଲେଜରେ ୧୦୦୦ ହିତାଧିକାରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ଉଠାଇଲେ।

ଗରିବ ଲୋକଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁଫଳ ମିଳିବା ଆରମ୍ଭ ହୋଇଗଲାଣି। ରାଉରକେଲା ଏହି ସଫଳତାର ଏକ ଉଦାହରଣ। ସରକାରୀ ଡାକ୍ତରଖାନା ବ୍ୟତୀତ ଘରୋଇ ଡାକ୍ତରଖାନାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ଅଛି।
Read More...

ଗଛ ଭାଙ୍ଗି ଘର ଉପରେ ପଡ଼ିଲା।। ଜଣେ ନାବାଳିକା ଗୁରୁତର।। କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ।

ବଣାଇ ସହର ସ୍ଥିତ ଦେଓଗାଁ ରାସ୍ତା କଡରେ ଥିବା ଏକ ଘର ଉପରେ ଗଛ ଭାଙ୍ଗି ପଡିଯିବା ଫଳରେ ଜଣେ ନାବାଳିକା ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ବାଳିକା ଅଳ୍ପକେ ବର୍ତ୍ତି ଯାଇଛି । ମିଳିଥିବା ସୂଚନା ଅନୁଯାୟୀକମାର କିସାନଙ୍କ ଝିଅ ଶିବାନୀ ଏବଂ ଦିଲ୍ଲୀପ କିସାନଙ୍କ ଝିଅ ଲିଜା
Read More...

ରାଉରକେଲା ହେବ ଦେଶର କ୍ରୀଡା ହବ।। ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ ଲୋକାର୍ପଣ ଖୁବଶୀଘ୍ର : କ୍ରୀଡ଼ାମନ୍ତ୍ରୀ

ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଇଲେକ୍ଟ୍ରୋନିକ୍ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା କ୍ରୀଡ଼ା ଓ ଯୁବ ସେବା ବିଭାଗର ମାନ୍ୟବର
Read More...

ବଣେଇ ରେ ସିପିଆଇ ଏମ ର ୨୨ ତମ ରାଜ୍ୟ ସମ୍ମିଳନୀ।। ଯୋଗଦେଲେ ସର୍ବଭାରତୀୟ ସିପିଏମ ନେତା ସୀତାରାମ ୟେଚୁରୀ।

ସିପିଆଇ (ଏମ) ର ୨୨ ତମ ରାଜ୍ୟ ସମ୍ମିଳନୀ ସୁନ୍ଦର ଗଡ଼ ଜିଲ୍ଲା ବଣାଇର ରାଜା ଧରଣୀଧର ମଲ୍ଟିପୁଲ ଖେଳ ପଡିଆ ଠାରେ ଆରମ୍ବ ହୋଇଛି । ଅଧିବେଶନ ପୂର୍ବରୁ ଦଳୀୟ କର୍ମୀ ମାନଙ୍କର ଏକ ଶୋଭାଯାତ୍ରା ବଣାଇ ସହର ପରିକ୍ରମା କରିଥିଲା। ସିପିଏମ ର ଏହି ଅଧିବେଶନ ରେ ଦଳର ସର୍ବଭାରତୀୟ ସମ୍ପାଦକ
Read More...

ବିଶ୍ୱକପ-୨୦୨୩ : ୨୦୨୨ ଜୁଲାଇ ରେ ସରିବ ଷ୍ଟାଡିଅମ କାମ।। ନିର୍ମାଣଧୀନ ବିରସା ମୁଣ୍ଡା ହକି ଷ୍ଟାଡିଅମ ର ସମୀକ୍ଷା କଲେ…

୨୦୨୩ ରେ ଓଡ଼ିଶାରେ ହେବ ହକି ବିଶ୍ୱ କପ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ରେ ଏବଂ ରାଉରକେଲା ରେ ଏହି ମ୍ୟାଚ ହେବା ନେଇ ସ୍ଥିର ହୋଇଛି । ଏଥିଲାଗି ରାଉରକେଲା ରେ ଏକ ବିଶ୍ୱ ସ୍ତରୀୟ ଷ୍ଟାଡିଅମ ନିର୍ମାଣ ଚାଲିଛି । ଷ୍ଟାଡିଅମ ର ଅଗ୍ରଗତି ସମୀକ୍ଷା ଲାଗି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି
Read More...

କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ଙ୍କ ରାଉରକେଲା ଗସ୍ତ ଅବସରରେ ବିଜେପି ଯୁବମୋର୍ଚ୍ଚା ର ବିରୋଧ।

ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କ ରାଉରକେଲା ଗସ୍ତ ଅବସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ବହିଷ୍କାର ଦାବିରେ ଏହି ବିରୋଧ କରାଯାଇଥିଲା।
Read More...

ରାଉରକେଲା ମାଲଗୋଦାମ ବସ୍ତିରେ ଚୋରି ଘଟଣାରେ ୫ ଗିରଫ।। ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ସୁନାଗହଣା ଜବତ।

ରାଉରକେଲା ମାଲଗୋଦାମ ବସ୍ତିର ମହମ୍ମଦ ଜାମସେଦ୍‌ ଖାନ୍‌ଙ୍କ ଘରୁ ଚୋରି ହୋଇଥିବା ସୁନା ଗହଣା ଘଟଣାରେ ଉଦିତନଗର ପୁଲିସ ଚାରି ଜଣ ଚୋରଙ୍କ ସମେତ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ‌ଗିରଫଙ୍କ ମଧ୍ୟରେ ଚୋରମାନଙ୍କ ସହ ପାନପୋଷ ସ୍ବାତୀ ଜୁଏଲାରୀ ର ମାଲିକ ନଗେନ୍ଦ୍ର ପ୍ରସାଦ ସାହୁ
Read More...

ଦୈନିକ ସମ୍ବାଦପତ୍ର “ସୁଧାର” ର ସମ୍ପାଦକ ପି ସି ଦାସ ଙ୍କ ୮୪ ବର୍ଷ ବୟସରେ ଆଇ ଜି ଏଚ ରେ ନିଧନ।

ରାଉରକେଲା ସହରରୁ ପ୍ରକାଶ ପାଉଥିବା ଦୈନିକ ଖବରକାଗଜ ‘ସୁଧାର’ର ସମ୍ପାଦକ ପି.ସି. ଦାସଙ୍କର ମସ୍ତିଷ୍କାଘାତରେ ବିୟୋଗ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ଧରି ଅସୁସ୍ଥ ଥିବାରୁ କଟକରେ ଚିକିତ୍ସିତ ହୋଇ ରାଉରକେଲା ସିଭିଲଟାଉନସିପ୍‌ସ୍ଥିତ ଘରକୁ ଫେରିଥିଲେ। ଆଜି
Read More...

ଦୈନିକ ସମ୍ବାଦପତ୍ର “ସୁଧାର” ର ସମ୍ପାଦକ ପି ସି ଦାସ ଙ୍କ ୮୪ ବର୍ଷ ବୟସରେ ଆଇ ଜି ଏଚ ରେ ନିଧନ।

ରାଉରକେଲା ସହରରୁ ପ୍ରକାଶ ପାଉଥିବା ଦୈନିକ ଖବରକାଗଜ ‘ସୁଧାର’ର ସମ୍ପାଦକ ପି.ସି. ଦାସଙ୍କର ମସ୍ତିଷ୍କାଘାତରେ ବିୟୋଗ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ଧରି ଅସୁସ୍ଥ ଥିବାରୁ କଟକରେ ଚିକିତ୍ସିତ ହୋଇ ରାଉରକେଲା ସିଭିଲଟାଉନସିପ୍‌ସ୍ଥିତ ଘରକୁ
Read More...