Browsing Category
ଓଡିଶା
ନକଲି ଶସ କାରବାର ଉପରେ ବଣେଇ ପୋଲିସର ଚଢ଼ାଉ।। ୬୭୮ ବୋତଲ ନକଲି ଶସ ସହ ଗାଡି ଜବତ ।। ଜଣେ ଗିରଫ।
ଏବେ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ଏକ ସାଧାରଣ ଘଟଣା ହୋଇଥିବା ବେଳେ ବିଭିନ୍ନ ନକଲି ଖାଦ୍ୟ ସାମଗ୍ରୀ ବଜ଼ାରରେ ଉପଲବ୍ଧ। ସବୁଠାରୁ ଆଗରେ ଅଛି ନକଲି ଶସ କାରବାର।
ଏବେ ବିଭିନ୍ନ ସ୍ଥାନରେ ଫାଷ୍ଟଫୁଡ଼ ସେଣ୍ଟର ବହୁଳ ଭାବେ ଖୋଲୁ ଥିବାରୁ ଏହି ନକଲି ଶସ କାରବାରରେ ବୃଦ୍ଧି ଘଟିଛି।!-->!-->!-->!-->!-->…
Read More...
Read More...
ଜିଲ୍ଲା ସ୍ତରୀୟ ସିନିଅର ମହିଳା ଏବଂ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ ।
ସ୍ଥାନୀୟ ଭବାନୀ ସ୍ପୋର୍ଟସ କମ୍ପଲେକ୍ସ ଠାରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ସିନିୟର୍ ମହିଳା ଓ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି।
ଏହି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୈରବ!-->!-->!-->!-->!-->…
Read More...
Read More...
କଳିଙ୍ଗ ରେଜିମେଣ୍ଟ ଗଠନ ଲାଗି ଦାବି।। ରାଉରକେଲା ର ଯୁବ ସମାଜସେବୀ ପ୍ରଧାନମନ୍ତ୍ରୀ ଙ୍କୁ ଲେଖିଲେ ପତ୍ର ।
ରାଉରକେଲା ସହରର ବିଶିଷ୍ଟ ସାମାଜସେବୀ ତଥା ରାଉରକେଲା ଜାଗରଣ ମଞ୍ଚର ସଭାପତି ଅମିତାଭ ସାମଲ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଛନ୍ତି।
ଏହି ଚିଠିରେ ସେ ଉଲ୍ଲେଖ କରି କହିଛନ୍ତି ଯେ, କାଲିଙ୍ଗ ରେଜିମେଣ୍ଟର ସ୍ଥାପନା ନିମନ୍ତେ ଓଡ଼ିଶାର ବିଭିନ୍ନ!-->!-->!-->…
Read More...
Read More...
ରିମୋଟ ସେନସିଂ କୌଶଳରେ ମିଳିବ କୃଷି ସମ୍ପର୍କିତ ତଥ୍ୟ।। ସୁନ୍ଦରଗଡ଼ ଜିଲ୍ଲାରେ ଏହା ରାଜ୍ୟର ପ୍ରଥମ ପ୍ରକଳ୍ପ।
କୃଷିର ବିକାଶ ପାଇଁ ଏହାର ପାରିପାର୍ଶ୍ଵିକ ସ୍ଥିତିର ମନିଟରିଂ ଅତି ଜରୁରୀ। ଜମିର ପ୍ରକାର ଭେଦ, କେଉଁ ଜମି ପାଇଁ କି ପ୍ରକାର ଫସଲ ଉପଯୁକ୍ତ, ମାଟିର ସ୍ଥିତି ଓ ଏହାର ଜଳ ଧାରଣ କ୍ଷମତା ଆଦି ସମ୍ପର୍କରେ ଉଚିତ୍ ସମୟରେ ବିସ୍ତୃତ ତଥ୍ୟ ମିଳିପାରିଲେ ଚାଷୀକୁ ଏହା ବେଶ୍ ସୁଫଳ ଦେବ। ସେହିପରି!-->…
Read More...
Read More...
ଟ୍ରାକ୍ଟର ଓଲଟି ସ୍ୱାମୀ , ସ୍ତ୍ରୀ ମୃତ।। ସୁନ୍ଦରଗଡ଼ ଖାଇରଖାମନ ଗାଁ ରେ ବିଲକୁ ଯାଉଥିବା ବେଳେ ଦୁର୍ଘଟଣା।
ବିଲକୁ ଧାନ ଆଣିବାକୁ ଯାଉଥିବା ବେଳେ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣା ସ୍ଥଳରେ ସ୍ଵାମୀ , ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା ଖଇରଖମନ ଗାଁରେ
। ରବିବାର ଦିନ ସକାଳେ ନିଜ ଟ୍ରାକ୍ଟର ରେ ଉଭୟ ସ୍ବାମୀ ସ୍ତ୍ରୀ ବସି ବିଲକୁ ଧାନ ଆଣିବା ପାଇଁ ଯାଉଥିଲେ!-->!-->!-->!-->!-->…
Read More...
Read More...
ସୁନ୍ଦରଗଡ଼ ରେ ଜିଲ୍ଲା ସ୍ତରୀୟ ପୁରୁଷ ଏବଂ ମହିଳା ହକି ଟୁର୍ଣ୍ଣାମେଣ୍ଟ ଉଦଘାଟିତ।। ଗ୍ରାମାଞ୍ଚଳରୁ ହକି ପ୍ରତିଭା…
ହକିର ଅନ୍ତୁଡିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଅନେକ କ୍ରୀଡ଼ା ପ୍ରତିଭା ଲୁଚି ରହିଛନ୍ତି। ତୃଣମୂଳ ସ୍ତରର ସେହି ହକି ପ୍ରତିଭାମାନଙ୍କର ଅନ୍ୱେଷଣ ପାଇଁ ଜିଲ୍ଲା ହକି ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଭବାନୀପୁର ସ୍ପୋର୍ଟ୍ସ କମ୍ପେ୍ଲକ୍ସଠାରେ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ!-->…
Read More...
Read More...
ବହି ସବୁବେଳେ ମଣିଷର ଜ୍ଞାନର ପରିସୀମାକୁ ବଢ଼ାଇ ଥାଏ। କିନ୍ତୁ, ଆଜିର ଡିଜିଟାଲ୍ ଓ ମୋବାଇଲ୍ ସମୟରେ ଲୋକଙ୍କର ବହି…
ନିକଟରେ ବଣାଇଁଠାରେ ଏକ ଉପଖଣ୍ଡସ୍ତରୀୟ ପାଠାଗାରକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଥିଲେ। ଏହି ପାଠାଗାରରେ ସ୍କୁଲ କଲେଜର ଛାତ୍ରଛାତ୍ରୀ ଓ ସାଧାରଣ ପାଠକକଙ୍କ ପାଇଁ ପୁସ୍ତକ ଏବଂ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ!-->…
Read More...
Read More...
ବିଶ୍ୱ ଦିବ୍ୟାଙ୍ଗ ଦିବସ :ଆତ୍ମ ବିଶ୍ୱାସ ଏବଂ ଇଚ୍ଛାଶକ୍ତିର ଉଦାହରଣ ହେଲେ ଦିବ୍ୟାଙ୍ଗ ଅଞ୍ଜଳା ଏବଂ କଚି ତୁରୀ।। ବିବାହ…
ଆତ୍ମବିଶ୍ବାସ ଏବଂ ଦୃଢ ଇଛାଶକ୍ତି ଥିଲେ ଶାରୀରିକ ଅକ୍ଷମତା ସଫଳତା କୁ ଅଟକାଇ ପାରିବ ନାହିଁ। ଏହାକୁ ପ୍ରମାଣ କରିଦେଇତଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡୁଆ ବ୍ଲକ ର ବାଙ୍କୀ ଜୋଡାବନ୍ଧ ର କଚି ତୁରୀ ଏବଂଅଞ୍ଜଳା ତିର୍କୀ। କୁଚି ତୁରୀ ଗାଁ ରେ ରହନ୍ତି ଏକ କୁଡ଼ିଆରେ। ଦିବ୍ୟାଙ୍ଗ ହେଲେ ମଧ୍ୟ!-->…
Read More...
Read More...
ନିଶା ସେବନ ର କରୁଣ ପରିସ୍ଥିତି।। ସ୍ୱାମୀ ମଦ୍ୟପାନ ନଛାଡିବାରୁ ସ୍ତ୍ରୀର ଆତ୍ମହତ୍ୟା।
ନିଶା ସେବନର କରୁଣ ସ୍ଥିତି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକରେ। ସ୍ୱାମୀର ମଦ୍ୟପାନ ଜନିତ କଳହ ଯୋଗୁ ସ୍ତ୍ରୀ ଆତ୍ମହତ୍ୟା କରିଛି। ଏ ବାବଦରେ ପୋଲିସ ସ୍ୱାମୀକୁ ଅଟକ ରଖି ପଚରା ଉଚୁରା କରୁଛି ।
ଏବେ ପରିବାରର ୩ ଜଣ ଶିଶୁ ଅନାଥ ପରି ରହିଛନ୍ତି। ସୂଚନା ଅନୁଯାୟୀ!-->!-->!-->!-->!-->…
Read More...
Read More...
ବଣେଇ ଉପଖଣ୍ଡ ରେ ହାତୀ ଆତଙ୍କ ଜାରି।। ଚାରି ମାସ ମଧ୍ୟରେ ହାତୀ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ।
ବଣେଇ ଉପଖଣ୍ଡରେ ହାତୀ ଆତଙ୍କ ଥମିବାର ନାଁ ନେଉନାହିଁ। ଗତ କିଛିମାସ ମଧ୍ୟରେ ଏହି ଉପଖଣ୍ଡ ରେ ହାତୀ ଆକ୍ରମଣରେ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।
ଘର ଭିତରେ ଶୋଇଥିବା ବେଳେ ହାତୀ ଘର ଭିତରୁ ଟାଣିନେଇ ମାରି!-->!-->!-->!-->!-->…
Read More...
Read More...