ରାଉରକେଲା:୨୩/୩(ସତ୍ୟା ନ୍ୟୁଜ) ଶହୀଦ ଭଗତ ସିଂ ଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ରାଉରକେଲାରେ ଅନୁଷ୍ଠିତ ହୋଇ ଯାଇଛି। ଭଗତ୍ ସିଂ ସ୍ମୃତି କମିଟି , ଭାରତୀୟ ଗଣ ତାନ୍ତ୍ରିକ ଯୁବ ଫେଡେରେସନ , ଭାରତୀୟ ଛାତ୍ର ଫେଡେରେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ , ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଆଜି ସକାଳେ ଚ୍ଛେଣ୍ଡ୍ କଲୋନୀ ସ୍ଥିତ ସହିଦ ଭଗତ୍ ସିଂ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ବକ୍ତା ମାନେ ଭଗତ ସିଂ ଙ୍କ ବଳିଦାନ ର ସୂଚନା ଦେଇଥିଲେ।