ରାଉରକେଲା: ଗ୍ରହଣଖଣ୍ଡି ଚିକିତ୍ସାରେ ଜେପି ହସ୍ପିଟାଲ୍ ର ସଫଳତା। ବିପିଏଲ ଙ୍କ ପାଇଁ ରହିବା , ଖାଇବା , ଚିକିତ୍ସା ଖର୍ଚ୍ଚ ମାଗଣା।

0 106

ରାଉରକେଲା:୨୪/୨(ସତ୍ୟାନ୍ୟୁଜ) ରାଉରକେଲା ଜେପି ହସ୍ପିଟାଲରେ ଛୋଟ ଛୋଟ ପିଲା ମାନଙ୍କର ଗ୍ରହଣଖଣ୍ଡି ଅପରେସନ ସଫଳତା ସହ କରାଯାଉଛି। ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ପିଲାମାନଙ୍କ ର ଏହି ଅପରେସନ ର ଦାୟିତ୍ଵ ନେଇଛନ୍ତି ଜେପି ହସ୍ପିଟାଲ୍। ପଶ୍ଚିମ ଓଡ଼ିଶାରେ ଏହା ପ୍ରଥମ ହସ୍ପିଟାଲ୍ ଯିଏକି ସଫଳତାର ସହ ଗ୍ରହଣଖଣ୍ଡି ଅପରେସନ କରି ପାରୁଛି। ଏହି ପିଲା ମାନଙ୍କ ଚିକିତ୍ସା , ରହିବା , ଖାଇବା ସମ୍ପୂର୍ଣ୍ଣ ମାଗଣା ବୋଲି ହସ୍ପିଟାଲ୍ ସୂତ୍ରରୁ ଜଣା ପଡ଼ିଛି। ଡକ୍ତର ପ୍ରିୟଙ୍କା ଭୋଇ ଙ୍କ
ତ୍ଵତାବଧନରେ ଏହି ଚିକିତ୍ସା କରା ଯାଉଛି।

Leave A Reply

Your email address will not be published.