ବିରମିତ୍ରପୁର : ରାଏବଗା ରୋଡ ରେ ଥିବା ନିର୍ମାଣଧିନ ଘରୁ ମୃତ ଦେହ ଉଦ୍ଧାର।। ପୋଲିସ ତଦନ୍ତ ଜାରି

0 173

ବିରମିତ୍ରପୁର : ୨୩/୧୧
(ସତ୍ୟାନ୍ୟୁଜ)
ବିରମିତ୍ରପୁର – ରାଏବଗା ରୋଡ ରେ ଥିବା ଏକ ନିର୍ମାଣଧିନ ଘରୁ ଜଣେ ଯୁବକଙ୍କ ମୃତ ଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଖବର ପାଇ।ପୋଲିସ୍ ସାଇଣ୍ଟଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ରାଏବଗା ରୋଡ ରେ ଥିବା
ଏଟିଏମ୍ କାଉଣ୍ଟର ପଛ ପଟେ ଥିବା ଘରୁ ରବିବାର ସକାଳେ ଏହି ମୃତ ଦେହ ମିଳିଛି। ୪ /୫ ଦିନ ହେଲା ମୃତ ଦେହ ସେଠାରେ ପଡ଼ିଥିବା ଅନୁମାନ କରା ଯାଉଛି। ମୃତ ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ପାରି ନାହିଁ। ପୋଲିସ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ତଦନ୍ତ ଜାରି ରଖି ଛନ୍ତି।

Leave A Reply

Your email address will not be published.