ରାଉରକେଲା ୨୮/୩(ସତ୍ୟାନ୍ୟୁଜ) ରାଉରକେଲା , ସୁନ୍ଦରଗଡ଼ , ଯାଜପୁର ଜିଲ୍ଲାରେ ଦକ୍ଷତାର ସହ କର୍ତ୍ତବ୍ୟ ସମ୍ପାଦନ କରିଥିବା ଏବଂ ଏବେ ଢେଙ୍କାନାଳ ରେ ଅତିରିକ୍ତ ପୋଲିସ୍ ଏସପି ଥିବା ପ୍ରଭାତ କୁମାର ବିଶ୍ବାଳ ଚଳିତ ବର୍ଷର ସମ୍ମାନ ଜନକ ଡିଜିପି ଡିସ୍କ ପାଇବାକୁ ବିବେଚିତ ହୋଇଛନ୍ତି। ଶ୍ରୀ ବିଶ୍ବାଳ ୨୦୦୬ ମସିହାରେ ଭଦ୍ରକ ଜିଲ୍ଲାର ଶ୍ରେଷ୍ଠ ଥାନା ଅଧିକାରୀ ,
୨୦୧୬ ମସିହାରେ ରାଜ୍ୟରେ ଶ୍ରେଷ୍ଠ ଥାନା ଅଧିକାରୀ ଭାବେ ପ୍ରୁର ସ୍କୃତ ହୋଇଥିଲେ। ୨୦୨୩ ମସିହାରେ କେନ୍ଦ୍ର ଗୃହ ମନ୍ତ୍ରୀ ମେଡାଲ ବିଜେତା ମଧ୍ୟ ହୋଇଥିଲେ ଶ୍ରୀ ପ୍ରଭାତ ବିଶ୍ବାଳ। ତଦନ୍ତରେ ଉତ୍କୃଷ୍ଟ ଦକ୍ଷତା ପ୍ରଦର୍ଶନ କରିଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଛି।