ରାଉରକେଲା : ଲହୁଣୀପଡ଼ା ଥାନା ୧୪୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା।। ୨ ମୃତ , ଦୁଇ ଗୁରୁତର।

0 417

ରାଉରକେଲା : ୮/୩(ସତ୍ୟାନ୍ୟୁଜ) ରାଉରକେଲା – ରାଜାମୁଣ୍ଡା ରୋଡ ୧୪୩ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ୟାରେ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ରାଉରକେଲା ଅଣା ଯାଉଛି। ଲହୁଣୀପଡ଼ା ଥାନା ଅନ୍ତର୍ଗତ ଅମାରୁଢି ନିକଟରେ ଏକ ଅଜଣା ଗାଡ଼ି ପିକ ଅପ୍ ଭ୍ୟାନ କୁ ଧକ୍କା ଦେବା ଫଳରେ ଭ୍ୟାନ ଡ଼୍ରାଇଭର ଏବଂ ହେଲ୍ପର ଙ୍କ ମୃତ୍ୟୁ ହୋଇଛି। ଗାଡ଼ିରେ ଥିବା ଅନ୍ୟ ଦୁଇଜଣ ଗୁରୁତର ଅଛନ୍ତି। ଅଜଣା ଗାଡ଼ି ଭ୍ୟାନକୁ ପଛରୁ ଧକ୍କା ଦେବା ଫଳରେ ଭ୍ୟାନ ଏକ ବ୍ରିଜ ରେ ପିଟି ହୋଇ କ୍ଷତି ଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.